ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ। ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପକ୍ରିୟା। ସେପଟେ ବିରୋଧୀ ଦଳ ପକ୍ଷରୁ କାହାକୁ ପ୍ରାର୍ଥୀ କରାଯିବ ସେନେଇ ମମତା ବାନାର୍ଜୀଙ୍କ ଆହ୍ୱାନରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ ।
ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ଆରମ୍ଭ ହୋଇଯାଇଛି
ବୈଠକ ପାଇଁ ଆମନ୍ତ୍ରଣ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବା ବେଳେ ପ୍ରାର୍ଥୀକୁ ନେଇ ରଣନୀତି ଆରମ୍ଭ ହୋଇଯାଇଛି
ଜାତୀୟ ଗଣମାଧ୍ୟମର ଚର୍ଚ୍ଚାରେ ଜୁଏଲ୍ ଓରାମ୍ ଓ ଦ୍ରୌପଦୀ ମୁର୍ମୁ । ନିର୍ବାଚନ ଗଣିତ କହୁଛି ନିର୍ଣ୍ଣାୟକ ସାଜିବ ବିଜେଡି ଓ YSR କଂଗ୍ରେସ ଭୋଟ୍ ।
ନବୀନ ପଟ୍ଟନାୟକ ଓଡ଼ିଶାର ସ୍ୱାର୍ଥ ଦେଖି ନିଷ୍ପତ୍ତି ନେବେ କହିଲେ ଶଶିଭୂଷଣ ବେହେରା ।
ଜୁନ୍ ୨୯ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯାଇ ପାରିବ