• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Power Cut

Odisha Energy Minister Pratap Deb On Power Cut
ବିଦ୍ୟୁତ କାଟ୍ ନେଇ ସରକାରଙ୍କୁ ଘେରିଲା ଉପଭୋକ୍ତା ସଂଘ, ୨୦ବର୍ଷ ତଳର ଭିତ୍ତିଭୂମିରେ ସେବାକୁ ନେଇ ପ୍ରଶ୍ନ

ଘେରିଲା ଉପଭୋକ୍ତା ସଂଘ, ୨୦ବର୍ଷ ତଳର ଭିତ୍ତିଭୂମିରେ ସେବାକୁ ନେଇ ପ୍ରଶ୍ନ । ଗ୍ରାଉଣ୍ଡ ଜିରୋରୁ ଆସୁଛି ବିଜୁଳି କାଟ୍ ଯନ୍ତ୍ରଣା ଓ ପରିଣାମର ମାଳ ମାଳ ଚିତ୍ର ।

Energy minister Pratap Deb refutes claims of power cut
ରାଜ୍ୟରେ ହେଉନି ବିଦ୍ୟୁତ କାଟ: ପ୍ରତାପ ଦେବ

ସମସ୍ୟା ଦେଖାଗଲେ ତୁରନ୍ତ ମରାମତି ଲାଗି କର୍ମଚାରୀ ଓ ଅଧିକାରୀଙ୍କୁ ତାଗିଦ କରାଯାଇଛି। ବୈଷୟିକ ଜନିତ ତ୍ରୁଟି କାରଣରୁ ଲୋ ଭୋଲଟେଜ୍ ଜନିତ ସମସ୍ୟା ରହୁଛି।

power cut
ବିଜୁଳିକାଟ୍‌ର ବିକଳ ଚିତ୍ର; ଗାଁଠୁ ସହର ସବୁଠି ଲୋକେ କଲବଲ

ତିନି ଦିନ ତଳେ ଖୋଦ୍ ଶକ୍ତିମନ୍ତ୍ରୀଙ୍କ ମୁହଁରୁ ରାଜ୍ୟବାସୀ ଶୁଣିଥିବା ଟାଣ ପ୍ରତିଶ୍ରୁତି, କେତେ ଫଳପ୍ରଦ ବର୍ତ୍ତମାନର ବାସ୍ତବ ଚିତ୍ର କହିଦେଉଛି । ଆସିକା ବ୍ଲକ ହରଡ଼ାପଦର ଗାଁରେ ଘଣ୍ଟାକୁ ଘଣ୍ଟା ଛାଡ଼ି ଏଠି ଚାଲିଛି ପାୱାରକଟର ଲୁଚକାଳି ଖେଳ । ବାହାରେ ତାତି କଲବଲ କରୁଛି ତ ଘର ଭିତରେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି । ବାଧ୍ୟ ହୋଇ ଦାଣ୍ଡ ପିଣ୍ଢା ନହେଲେ ଗଛମୂଳ ପାଲଟିଛି ବସାଉଠା ସ୍ଥାନ ।

Power Cut
‘ଏ ବର୍ଷ ରାଜ୍ୟରେ ପାୱାର କଟ୍‌ ହେବନି’

ଚଳିତ ବର୍ଷ ରାଜ୍ୟରେ ପାୱାର କଟ୍‌ ହେବନି। ଏନେଇ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ସୂଚନା ଦେଇଛନ୍ତି।

Matric examination
ମାଟ୍ରିକ୍‌ ପରୀକ୍ଷା ଚାଲିଛି : ୩ ଦିନ ହେଲାଣି ଅନ୍ଧାରରେ ୩ ଗାଁ

ଲାଇନ୍‌ କାଟିବାର କାରଣ ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ । ଆଉ ବିଦ୍ୟୁତ୍‌ ବିଭାଗର କର୍ମଚାରୀଙ୍କୁ ମନେ ମନେ ଗାଳି ବି ଦେବେ । କାରଣ ନିଜର ଭୁଲ ଲାଗି ବିଜୁଳି ବିଲ୍‌ ସଂଗ୍ରହ କରିପାରିଲା ନାହିଁ ବିଭାଗ । ତେଣୁ ଅଧିକାଂଶ ଟଙ୍କା ବକେୟା ରହିଗଲା । ତେଣୁ ବକେୟା ଟଙ୍କା ବାହାନାରେ ଏବେ ଗାଁରୁ ବିଜୁଳି କାଟିଦେଲା ବିଭାଗ । ଲାଇନ୍‌ କଟିବାରୁ ତିନିଟି ଗାଁ ୩ ଦିନ ହେଲାଣି ଅନ୍ଧାରେ ରହିଛି ।

electricity power cut
ଉପଭୋକ୍ତାଙ୍କ ଉପରେ ଦାଉ ସାଧୁଛି ଟାଟା ପାୱାର ! ମାଟ୍ରିକ ପରୀକ୍ଷା ବେଳେ ବିଜୁଳି ଯନ୍ତ୍ରଣା

ଠିକ୍ ମାଟ୍ରିକ ପରୀକ୍ଷା ବେଳେ ହିଁ ଉପଭୋକ୍ତାଙ୍କୁ ବିଜୁଳି ଛାଟ । ପିଲାଙ୍କ ଗୁରୁତ୍ୱପୂର୍ଣ୍ଣ ପାଠପଢ଼ା ସମୟରେ ହିଁ ଘରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ । ଏବେ ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ଠିକ୍ ଏହି ସମୟରେ ହିଁ ବକେୟା ବିଲ ଆଦାୟ ପାଇଁ ଗାଁ ଗାଁରୁ ବିଜୁଳି କାଟ୍ ଅଭିଯୋଗ ।

electricity power cut
ଉପଭୋକ୍ତାଙ୍କ ଉପରେ ଦାଉ ସାଧୁଛି ଟାଟା ପାୱାର ! ମାଟ୍ରିକ ପରୀକ୍ଷା ବେଳେ ବିଜୁଳି ଯନ୍ତ୍ରଣା

ଠିକ୍ ମାଟ୍ରିକ ପରୀକ୍ଷା ବେଳେ ହିଁ ଉପଭୋକ୍ତାଙ୍କୁ ବିଜୁଳି ଛାଟ । ପିଲାଙ୍କ ଗୁରୁତ୍ୱପୂର୍ଣ୍ଣ ପାଠପଢ଼ା ସମୟରେ ହିଁ ଘରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ । ଏବେ ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ଠିକ୍ ଏହି ସମୟରେ ହିଁ ବକେୟା ବିଲ ଆଦାୟ ପାଇଁ ଗାଁ ଗାଁରୁ ବିଜୁଳି କାଟ୍ ଅଭିଯୋଗ ।

Power Cuts
ଗ୍ରୀଷ୍ମ ଓ ଅସହ୍ୟ ଗୁଳୁଗୁଳିରେ ଏବେ ଦହଗଞ୍ଜ ପୁରା ଓଡ଼ିଶା

 ଟାଟା ପାୱାର କହିଛି, ଗତ ବର୍ଷ ମେଣ୍ଟେନାନ୍ସ ହୋଇ ନ ଥିବାରୁ ଏବେ ମେଣ୍ଟେନାନ୍ସ କାମ ଚାଲିଛି ।

Power Cut
ମୁଖ୍ୟ ଶାସନ ସଚିବଙ୍କ ତାଗିଦ୍‌କୁ ଫୁ; ରାଜ୍ୟବ୍ୟାପି ଚାଲିଛି ଘନଘନ ବିଦ୍ୟୁତ୍‌ କାଟ୍‌

ରାଜ୍ୟରେ ବନ୍ଦ ହେଉନି ପାୱାର କଟ୍ । ପ୍ରଶ୍ନ ଉଠୁଛି ଯେ, ବିଦ୍ୟୁତ୍ ବଳକା ରାଜ୍ୟ ଓଡ଼ିଶାରେ କାହିଁକି କଟୁଛି ବିଜୁଳି? କାହିଁକି ରାଜ୍ୟବାସୀଙ୍କୁ ମିଳିପାରୁନି ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା? ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ପରେ ବି କେମିତି ପାୱାର କଟ୍ ହେଉଛି ?

Patients suffer after power cut at Anandapur Medical
ମେଡ଼ିକାଲରେ ପାୱାର କଟ୍; ବିଜୁଳି ଅଭାବରୁ ରୋଗୀ ଓ ସଂପର୍କୀୟଙ୍କ ଅବସ୍ଥା ସାଂଘାତିକ

ମେଡିକାଲ୍‌ରେ ୪ ଘଣ୍ଟା ଧରି ବିଦ୍ୟୁତ୍‌ କଟ୍‌ । ବାହାରେ ଗରମ ସାଙ୍ଗକୁ ଗୁଳୁଗୁଳି ଅସହ୍ୟ ହୋଇଥିବା ବେଳେ ମେଡ଼ିକାଲ୍ ଭିତରେ ପାୱାର କଟ୍ । ଫଳରେ ରୋଗୀମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ।

Power Cut
କିରାତି କି ଦିନ, ବିଜୁଳିକାଟ୍ ଘନଘନ !

ଖୋର୍ଦ୍ଧା ସହରରେ ସନ୍ଧ୍ୟା ବେଳେ କରେଣ୍ଟ ନଥିବାରୁ ମୋବାଇଲ୍ ଲାଇଟ୍‌ରେ ଚାଲିଛି ପାଠପଢ଼ା । ଏହାସହ ଫ୍ୟାନ୍ ବୁଲୁନଥିବାରୁ ଗରମ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ମଣିଷ ବିଞ୍ଚଣା ହିଁ ଭରସା । ଦିନବେଳା ପ୍ରବଳ ଖରା କୋପ ଯେତିକି ଅକ୍ତାମାକ୍ତା କରୁଛି, ବିଦ୍ୟୁତ୍ କାଟ୍ ତାକୁ ଦ୍ୱିଗୁଣିତ କରି ଦେଉଛି ।

Power Cut
ଅଘୋଷିତ ବିଦ୍ୟୁତକାଟ୍‌ ସମସ୍ୟା; ଏବେ ଟ୍ରେଲର ଚାଲିଛି, ଆଗକୁ ଫିଲ୍ମ ଆସୁଛି

ସାମନ ସ୍ଥିତି ବାଲେଶ୍ୱରରେ । ସଞ୍ଜ ନଇଁବା ମାତ୍ରେ ରାଜୁତି କରୁଛି ଅନ୍ଧକାର । ଏଠି ପାଓ୍ୱାରକଟ୍ ନିତିଦିନିଆ ହେଲାଣି । ଜିଲ୍ଲାର ସୋର, ସିମୁଳିଆ ଓ ଖଇରା ଅଚଂଳରେ ବି ଘନ ଘନ ପାଓ୍ୱାରକାଟ୍‌ରେ ଅସ୍ତବ୍ୟସ୍ତ ହୋଇଗଲେଣି ବିଦ୍ୟୁତ୍ ଉପଭୋକ୍ତା ।