ଧାମନଗର ରାଜନୀତି ଏବେ ସରଗରମ। ମୈଦାନରେ ଯୋଦ୍ଧା।
Published: Manoranjan Behera
Last updated: 18 October 2022, 10:58 PM IST
ସମ୍ଭାବ୍ୟ ବାତ୍ୟାକୁ ନେଇ ବଢୁଛି ଆଶାଙ୍କା । ଏବେ ଏହା ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ରୂପରେ ରହିଛି । ଆସନ୍ତା ୪୮ ଘଣ୍ଟାରେ ଏହା ଲଘୁଚାପରେ ପରିଣତ ହେବ । ୨୨ ତାରିଖ ବେଳକୁ ଅବପାତ ହେବ । ୨୩ କିମ୍ବା ୨୪ ତାରିଖରେ ଏହା ବାତ୍ୟାରେ ପରିଣତର ସମ୍ଭାବନା ରହିଛି ।