• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Pakistan

Pakistan Grocery hike
ପାକ୍‌ରେ ଭୋକରେ ଲୋକ...ଅଟା କିଲୋ ୧୨୫

ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ କରାଚିରେ ବର୍ତ୍ତମାନ ସମୟରେ ଅଟା କିଲୋର ଦାମ୍‌ ୧୨୫ ଟଙ୍କା ରହିଛି। ଯାହାକି ଇସଲାମବାଦ ଓ ପଞ୍ଜାବ ପ୍ରଦେଶ ତୁଳନାରେ ପାଖାପାଖି ୧୦୦ ପ୍ରତିଶତ ଅଧିକ।

Pakistan Grocery hike
ଭୟଙ୍କର ସ୍ଥିତି: ଅଟା ୨୦ କିଲୋକୁ ୨୫୦୦ ଟଙ୍କା

ପାକିସ୍ତାନ ସ୍ଥିତି ସଙ୍ଗୀନ...୨୦ କିଲୋ ଅଟାକୁ ୨୫ ଶହ ଟଙ୍କାରେ କିଣୁଛନ୍ତି ଲୋକ...ଚିନ୍ତାରେ ପାକ୍‌ବାସୀ

pakistan
ପାକିସ୍ତାନର ମାଟିରେ ଆତଙ୍କୀଙ୍କ ନରସଂହାର : ନିଜେ ପୋଷିଥିବା ସାପର ଚୋଟ ସହୁଛି ପାକିସ୍ତାନ

ଆତଙ୍କୀ ଆକ୍ରମଣ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ତାଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ମନ୍ତବ୍ୟ ପାକିସ୍ତାନର ଦୋମୁହାଁ ନୀତିକୁ ପଦାକୁ ଆଣିଛି

BSF Jawans
କୁହୁଡ଼ି ହେଲା କାଳ...ପାକିସ୍ତାନ ସୀମା ଭିତରେ ପଶିଗଲେ ଭାରତୀୟ ଯବାନ

ଭାରତୀୟ ସୀମା ସୁରକ୍ଷା ବଳ (ବିଏସଏଫ) ର ଜଣେ ଯବାନଙ୍କୁ ପାକ୍ ରେଞ୍ଜର୍ସ କାବୁ କରିଥିବାର ବିଏସ୍ଏଫ୍ ସୂତ୍ରରୁ ଜଣାପଡ଼ିଛି ।

Asim Munir
ଭାରତ ପ୍ରତି କ’ଣ ରହିବ ପାକ୍‌ର ନୂଆ ସେନା ମୁଖ୍ୟଙ୍କ ଆଭିମୁଖ୍ୟ ?

ପୁଲଓ୍ୱାମା ହମଲା ବେଳେ ISI ମୁଖ୍ୟ ଥିଲେ ପାକ୍‌ର ନୂଆ ସେନା ମୁଖ୍ୟ ମୁନୀର

Syed Asim Munir
ଅନିଶ୍ଚିତତାର ଅନ୍ତ : ପାକିସ୍ତାନର ନୂତନ ଆର୍ମି ଚିଫ ସୟଦ ଆସିମ ମୁନିର

ନୂତନ ସେନା ମୁଖ୍ୟ (Syed Asim Munir)ଙ୍କ ନାମ ଘୋଷଣା କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

World Cup
କ୍ରିକେଟ୍ ଖେଳ ଅଙ୍କ କଷାରେ ପାକିସ୍ତାନକୁ ଫାଇଦା

ଅନିଶ୍ଚିତତାର ଖେଳ କ୍ରିକେଟ୍ କେତେବେଳେ ବି ଘଟିପାରେ କିଛି ଚମତ୍କାର। ଯାହାର ନମୁନା ଦେଖିବାକୁ ମିଳିଛି ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ନେଦରଲ୍ୟାଣ୍ଡସଠାରୁ ହାରିଲେ ଓ ବାଂଲାଦେଶ ବିପକ୍ଷରେ ଜିତିଲେ ହିଁ ପାକିସ୍ତାନ ସେମିଫାଇନାଲ ଖେଳିପାରିବ ବୋଲି ହିସାବ କରାଯାଇଥିଲା। ଆଉ ଆଶ୍ଚର୍ଯ୍ୟଜନକ ଭାବେ ତାହା ହିଁ ହୋଇଛି।

Girl from Pak undergoes bone marrow transplant in India
କୁନି ଝିଅ ପାଖରେ ହାର ମାନିଲା ଭାରତ-ପାକ୍ ଶତ୍ରୁତା

ଭାରତ ପାକିସ୍ତାନ ଶତ୍ରୁତା ବିଷୟରେ କିଏ ନ ଜାଣେ। ଉଭୟ ଦେଶର ଲୋକେ ପରସ୍ପରକୁ ଘୃଣା ଚକ୍ଷୁରେ ଦେଖିବା ସ୍ୱାଭାବିକ ହୋଇଯାଇଛି। କିନ୍ତୁ ଏକ କୁନିଝିଅ ଆଗରେ ଏସବୁ ଫିକା ପଡିଯାଇଛି । ଜାଣନ୍ତୁ ପୂରା ଖବର…

Former High Court Chief Justice
ପାକିସ୍ତାନର ପୂର୍ବତନ ମୁଖ୍ୟ ବିଚାରପତିଙ୍କୁ ଗୁଳି କରି ହତ୍ୟା

ମସଜିଦ ବାହାରେ ଭୟଙ୍କର ଗୁଳିକାଣ୍ଡ। ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ହାଇକୋର୍ଟର ଜଣେ ପୂର୍ବତନ ମୁଖ୍ୟ ବିଚାରପତି।

US President Joe Biden Says Pakistan One Of The Most Dangerous Nation
ପାକିସ୍ତାନ ବିରୋଧରେ ନିଆଁ ଉଗାଳିଲେ ବାଇଡେନ, କହିଲେ ବିଶ୍ୱ ପାଇଁ ଏକ ବଡ଼ ବିପଦ

ସବୁବେଳେ ପାକିସ୍ତାନର ପକ୍ଷ ନେଇ ଆସୁଥିବା ଆମେରିକା ମୁହଁରେ ଓଲଟା ଭାଷା। ଲଙ୍କାରେ ହରି ଶବ୍ଦ ପରି ଆମେରିକା ରାଷ୍ଟପତି ଜୋ ବାଇଡେନ ପାକିସ୍ତାନ ବିରୋଧରେ ନିଆଁ ଉଗାଳିଲେ।

people demonstrated against the terrorist in pakistan
ନିଜ ଦେଶରେ ଅପଦସ୍ତ ହେଲା ପାକିସ୍ତାନ: ଆତଙ୍କବାଦ ବିରୋଧରେ ୪୦ ଘଣ୍ଟା ଧରି ଆନ୍ଦୋଳନ

ଆତଙ୍କବାଦ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ପଡିଲେଣି ପାକିସ୍ତାନବାସୀ। ଭାରତରେ ଆତଙ୍କବାଦକୁ ସମର୍ଥନ ଦେଉଥିବା ପାକିସ୍ତାକୁ ଏବେ ନିଜ ଦେଶରେ ଜୋରଦାର ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି। ପାକିସ୍ତାନର ପଖ୍‌ତୁନଖ୍ୱାବ ରାଜ୍ୟର ସ୍ୱାତ ଜିଲ୍ଲାରେ ଆତଙ୍କବାଦକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ।

Pakistan
‘କୁଖ୍ୟାତ ଆତଙ୍କୀ ମାସୁଦକୁ ଗିରଫ କର’ : ଆଫଗାନିସ୍ତାନକୁ ଚିଠି ଲେଖିଲା ପାକିସ୍ତାନ୍‌

ଆଫଗାନିସ୍ତାନକୁ ଚିଠି ଲେଖାଯାଇଥିବା ନେଇ ପାକିସ୍ତାନ ଗଣମାଧ୍ୟମରେ ସୂଚନା

Special story
ପଡୋଶୀ ଦେଶରେ ବର୍ଷା ପାଇଁ ଏମରଜେନ୍ସି : ବାସହରା ହେଲେ ୩ କୋଟି, ୯୦୦ରୁ ଅଧିକ ମୃତ

ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି, ଜନତାଙ୍କୁ କଲବଳ କରୁଛି ଭୟଙ୍କର ବର୍ଷା

Imran Khan
୩ ଦିନ ପରେ ଗିରଫ ହେବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ! ହେଲେ କାହିଁକି..?

ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଆତଙ୍କବାଦ ବିରୋଧୀ ଅଧିନିୟମ ଅନୁଯାୟୀ ମାମଲା ରୁଜୁ ହୋଇଥିଲା । ଇସଲାମାବାଦରେ ଏକ ରାଲି ସମୟରେ ଜଣେ ବିଚାରପତିଙ୍କ ସମେତ ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ସେ ଧମକ ଦେଇଥିବା ଅଭିଯୋଗ ହୋଇଥିଲା ।

Special story
ଶେହବାଜ ସରିଫ ଏବଂ ଇମ୍ରାନ ଖାନଙ୍କ ମଧ୍ୟରେ ବାକ୍ ଯୁଦ୍ଧ : ଅର୍ଥନୀତି ପତନକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ଆଇନ ଆଖିରେ ଧୁଳି ଦେଇ ପ୍ରଧାନମନ୍ତ୍ରୀ ସରିଫ୍ ଜାତୀୟ ସମ୍ପତ୍ତିକୁ ବିକ୍ରି ଓ ବନ୍ଧା ପକାଇବାକୁ ଯାଉଥିବା ସିରିଜ ଅଫ୍ ଟୁଇଟରେ ଉଲ୍ଲେଖ କରିଛନ୍ତି

Srilanka
ଖୁବ୍‌ଶୀଘ୍ର ଶ୍ରୀଲଙ୍କା ଦଶା ଭୋଗିବ ପାକିସ୍ତାନ, ଅନ୍ୟ ୪ ଦେଶର ବି ସମାନ ସ୍ଥିତି

ପାକିସ୍ତାନ ମଧ୍ୟ ଅନାହାର ଓ ଦାରିଦ୍ର୍ୟ ଆଡ଼କୁ ଗତି କରୁଛି ବୋଲି ବିଭିନ୍ନ ଆନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ।

pakistani girl fell in love with a indian boy came jalandhar for marriage
ବାହା ହେବା ପାଇଁ ପାକିସ୍ତାନରୁ ଭାରତ ଆସିଲେ ଯୁବତୀ

ପ୍ରେମ ମାନେନି କୌଣସି ସୀମା ସରହଦ୍। ପାକିସ୍ତାନରୁ ବାହା ହେବା ପାଇଁ ଭାରତକୁ ଆସିଛନ୍ତି ଯୁବତୀ...

pakistan
ଘରୁ କାମ କର, ଏସି କମ୍‌ ଚଳାଅ : କର୍ମଚାରୀଙ୍କୁ ଅପିଲ କଲା ପାକିସ୍ତାନର ସେଣ୍ଟ୍ରାଲ ବ୍ୟାଙ୍କ

ପାକିସ୍ତାନରେ ସଙ୍କଟ । କେବେ ଚା ପିଆ କମାଇବାକୁ କୁହାଯାଉଥିବା ବେଳେ ଏବେ ଏସି କମା କରି ଲଗାଇବାକୁ କର୍ମଚାରୀକୁ ଅନୁରୋଧ କରାଯାଇଛି ।

petrol price
ପାକିସ୍ତାନରେ କ୍ଷଣିକେ ୫୯ ମହଙ୍ଗା ହେଲା ଡିଜେଲ : ପେଟ୍ରୋଲ ଲିଟର ପିଛା ଦର ୨୩୩

ପେଟ୍ରୋଲିୟମ ଉତ୍ପାଦ ଉପରେ ସବସିଡି ପ୍ରଦାନ କରିବା ସ୍ଥିତିରେ ନାହାନ୍ତି ପାକିସ୍ତାନ ସରକାର ।

Pervez Musharraf
ମୁସାରଫ ବଞ୍ଚିଛନ୍ତି ! ଟ୍ୱିଟ୍‌ କରି ସୂଚନା ଦେଲେ ପରିବାର ଲୋକ

ମୁସାରଫ ଚିକିତ୍ସାଧିନ ଅଛନ୍ତି, କିନ୍ତୁ ଭେଣ୍ଟିଲେଟରରେ ନାହାନ୍ତି । ତାଙ୍କ ଅବସ୍ଥା ଏମିତି ଏକ ସ୍ଥିତିରେ ରହିଛି, ଯେଉଁଠି ଆରୋଗ୍ୟ ହେବାର କୌଣସି ସମ୍ଭାବନା ନାହିଁ ।

Aamir liaquat
ଚାଲିଗଲେ ସୋସିଆଲ ମିଡିଆର ଚର୍ଚ୍ଚିତ ଚେହେରା ଅମିର ଲିଆକତ

ଲିଆକତଙ୍କ ଡ୍ରାଇଭର ଡାଭେଦଙ୍କୁ ପଚରାଉଚରା କରୁଛି ପୋଲିସ।