ନୂତନ ସେନା ମୁଖ୍ୟ (Syed Asim Munir)ଙ୍କ ନାମ ଘୋଷଣା କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ
ପିଓକେ ପାଇଁ ପାକିସ୍ତାନ ଚୀନର ଶରଣ ପଶିଥିବା ଚର୍ଚ୍ଚା ହେଉଛି ।
ଅନିଶ୍ଚିତତାର ଖେଳ କ୍ରିକେଟ୍ କେତେବେଳେ ବି ଘଟିପାରେ କିଛି ଚମତ୍କାର। ଯାହାର ନମୁନା ଦେଖିବାକୁ ମିଳିଛି ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଦକ୍ଷିଣ ଆଫ୍ରିକା ନେଦରଲ୍ୟାଣ୍ଡସଠାରୁ ହାରିଲେ ଓ ବାଂଲାଦେଶ ବିପକ୍ଷରେ ଜିତିଲେ ହିଁ ପାକିସ୍ତାନ ସେମିଫାଇନାଲ ଖେଳିପାରିବ ବୋଲି ହିସାବ କରାଯାଇଥିଲା। ଆଉ ଆଶ୍ଚର୍ଯ୍ୟଜନକ ଭାବେ ତାହା ହିଁ ହୋଇଛି।
ଆମ ଦଳର ସାଂସଦମାନଙ୍କୁ ବ୍ଲାକମେଲ୍ କରାଯାଉଛି
ଭାରତ ପାକିସ୍ତାନ ଶତ୍ରୁତା ବିଷୟରେ କିଏ ନ ଜାଣେ। ଉଭୟ ଦେଶର ଲୋକେ ପରସ୍ପରକୁ ଘୃଣା ଚକ୍ଷୁରେ ଦେଖିବା ସ୍ୱାଭାବିକ ହୋଇଯାଇଛି। କିନ୍ତୁ ଏକ କୁନିଝିଅ ଆଗରେ ଏସବୁ ଫିକା ପଡିଯାଇଛି । ଜାଣନ୍ତୁ ପୂରା ଖବର…
ମସଜିଦ ବାହାରେ ଭୟଙ୍କର ଗୁଳିକାଣ୍ଡ। ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ହାଇକୋର୍ଟର ଜଣେ ପୂର୍ବତନ ମୁଖ୍ୟ ବିଚାରପତି।
ସବୁବେଳେ ପାକିସ୍ତାନର ପକ୍ଷ ନେଇ ଆସୁଥିବା ଆମେରିକା ମୁହଁରେ ଓଲଟା ଭାଷା। ଲଙ୍କାରେ ହରି ଶବ୍ଦ ପରି ଆମେରିକା ରାଷ୍ଟପତି ଜୋ ବାଇଡେନ ପାକିସ୍ତାନ ବିରୋଧରେ ନିଆଁ ଉଗାଳିଲେ।
ଆତଙ୍କବାଦ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ପଡିଲେଣି ପାକିସ୍ତାନବାସୀ। ଭାରତରେ ଆତଙ୍କବାଦକୁ ସମର୍ଥନ ଦେଉଥିବା ପାକିସ୍ତାକୁ ଏବେ ନିଜ ଦେଶରେ ଜୋରଦାର ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି। ପାକିସ୍ତାନର ପଖ୍ତୁନଖ୍ୱାବ ରାଜ୍ୟର ସ୍ୱାତ ଜିଲ୍ଲାରେ ଆତଙ୍କବାଦକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ।
ଆଫଗାନିସ୍ତାନକୁ ଚିଠି ଲେଖାଯାଇଥିବା ନେଇ ପାକିସ୍ତାନ ଗଣମାଧ୍ୟମରେ ସୂଚନା
ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି, ଜନତାଙ୍କୁ କଲବଳ କରୁଛି ଭୟଙ୍କର ବର୍ଷା
ଇମ୍ରାନ୍ ଖାନ୍ଙ୍କ ବିରୋଧରେ ଆତଙ୍କବାଦ ବିରୋଧୀ ଅଧିନିୟମ ଅନୁଯାୟୀ ମାମଲା ରୁଜୁ ହୋଇଥିଲା । ଇସଲାମାବାଦରେ ଏକ ରାଲି ସମୟରେ ଜଣେ ବିଚାରପତିଙ୍କ ସମେତ ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ସେ ଧମକ ଦେଇଥିବା ଅଭିଯୋଗ ହୋଇଥିଲା ।
ଆଇନ ଆଖିରେ ଧୁଳି ଦେଇ ପ୍ରଧାନମନ୍ତ୍ରୀ ସରିଫ୍ ଜାତୀୟ ସମ୍ପତ୍ତିକୁ ବିକ୍ରି ଓ ବନ୍ଧା ପକାଇବାକୁ ଯାଉଥିବା ସିରିଜ ଅଫ୍ ଟୁଇଟରେ ଉଲ୍ଲେଖ କରିଛନ୍ତି
ବନ୍ଧୁ ଦେଶକୁ ଜି-୨-ଜି ମାଧ୍ୟମରେ ବନ୍ଧକ ଚୁକ୍ତି କରିବ
ପାକିସ୍ତାନ ମଧ୍ୟ ଅନାହାର ଓ ଦାରିଦ୍ର୍ୟ ଆଡ଼କୁ ଗତି କରୁଛି ବୋଲି ବିଭିନ୍ନ ଆନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ।
ପ୍ରେମ ମାନେନି କୌଣସି ସୀମା ସରହଦ୍। ପାକିସ୍ତାନରୁ ବାହା ହେବା ପାଇଁ ଭାରତକୁ ଆସିଛନ୍ତି ଯୁବତୀ...
ପାକିସ୍ତାନରେ ସଙ୍କଟ । କେବେ ଚା ପିଆ କମାଇବାକୁ କୁହାଯାଉଥିବା ବେଳେ ଏବେ ଏସି କମା କରି ଲଗାଇବାକୁ କର୍ମଚାରୀକୁ ଅନୁରୋଧ କରାଯାଇଛି ।
ପାକିସ୍ତାନରେ ଚା କପରେ ଝଡ଼ ଦେବାଳିଆ ହୋଇପଡିଛି ଅର୍ଥନୀତି
ପେଟ୍ରୋଲିୟମ ଉତ୍ପାଦ ଉପରେ ସବସିଡି ପ୍ରଦାନ କରିବା ସ୍ଥିତିରେ ନାହାନ୍ତି ପାକିସ୍ତାନ ସରକାର ।
ମୁସାରଫ ଚିକିତ୍ସାଧିନ ଅଛନ୍ତି, କିନ୍ତୁ ଭେଣ୍ଟିଲେଟରରେ ନାହାନ୍ତି । ତାଙ୍କ ଅବସ୍ଥା ଏମିତି ଏକ ସ୍ଥିତିରେ ରହିଛି, ଯେଉଁଠି ଆରୋଗ୍ୟ ହେବାର କୌଣସି ସମ୍ଭାବନା ନାହିଁ ।
ପାକିସ୍ତାନରେ ଆତ୍ମଘାତୀ ହମଲାର ଚେତାବନୀ
ପାକିସ୍ତାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପ୍ରତି ଲିଟରକୁ ପେଟ୍ରୋଲ ଓ ଡିଜେଲ ଦର ୩୦ ଟଙ୍କା (ପାକିସ୍ତାନୀ ମୁଦ୍ରା) ବୃଦ୍ଧି ହୋଇଛି।
ଇସଲାମାବାଦରେ ଇମ୍ରାନ୍ ଖାନ ପ୍ରବେଶ କରିବା ମାତ୍ରେ ସମର୍ଥକ ବିଭିନ୍ନ ସ୍ଥାନରେ ଜଳାପୋଡ଼ା କରିଛନ୍ତି । ମେଟ୍ରେ ଷ୍ଟେସନରେ ଇମ୍ରାନଙ୍କ ସମର୍ଥକ ନିଆଁ ଲଗାଇ ଦେଇଥିଲେ । ଦେଶରେ ସାଧାରଣ ନିର୍ବାଚନ କରିବାକୁ ଦାବି କରି ରାଲି କରୁଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ।
ପୁଣି ଷଡ଼ଯନ୍ତ୍ର ରଚୁଛି ପାକିସ୍ତାନ । ଭାରତକୁ ଆତଙ୍କବାଦୀ ପଠାଇବାର ଉଦ୍ୟମ ଜାରି ରଖିଛି । ହରିଆଣାର କର୍ଣ୍ଣଲରୁ ଧରା ପଡ଼ିଛନ୍ତି ୪ ସଂଦିଗ୍ଧ ଖଲିସ୍ତାନୀ ଆତଙ୍କବାଦୀ ।
ପାକିସ୍ତାନକୁ ୮ ବିଲିୟନ ଡଲାର ଆର୍ଥିକ ସହାୟତା ରାଶି ପ୍ରଦାନ କରିବାକୁ ରାଜି ହୋଇଛି ୟୁଏଇ ।