/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752667574.jpg)
pahalgam attack
ପହଲଗାମରେପର୍ଯ୍ୟଟକଙ୍କଉପରେହମଲାପରେସେଲିବ୍ରେସନକରିଥିଲେଆତଙ୍କୀ।ତାଙ୍କମିଶନରେସଫଳହେବାପରେଆତଙ୍କୀଉତ୍ସବପାଳନକରିଥିଲେ।ଜାମ୍ମୁ-କଶ୍ମୀରରପହଲଗାମରେ୨୨ଏପ୍ରିଲରେହୋଇଥିବାଆତଙ୍କବାଦୀଆକ୍ରମଣରେ୨୬ଜଣନିରୀହଲୋକଙ୍କଜୀବନଯାଇଥିଲା।ଏହିଆକ୍ରମଣରଜଣେପ୍ରତ୍ୟକ୍ଷଦର୍ଶୀଜାତୀୟତଦନ୍ତସଂସ୍ଥା (ଏନଆଇଏ)କୁଦେଇଥିବାସୂଚନାସମସ୍ତଙ୍କୁଚକିତକରିଛି।ପ୍ରତ୍ୟକ୍ଷଦର୍ଶୀକହିଛନ୍ତିଯେଆକ୍ରମଣପରେଆତଙ୍କବାଦୀଉତ୍ସବପାଳନକରିବାସହ୪ରାଉଣ୍ଡଫାଙ୍କାଗୁଳିଚାଳନାକରିଥିଲେ।
ସାକ୍ଷୀଙ୍କୁମିଳିଲା ‘ଷ୍ଟାରପ୍ରୋଟେକ୍ଟେଡ୍ୱିଟନେସ’ ମାନ୍ୟତା
ତଦନ୍ତକାରୀସଂସ୍ଥାଏନଆଇଏସ୍ଥାନୀୟପ୍ରତ୍ୟକ୍ଷଦର୍ଶୀଙ୍କୁ `ଷ୍ଟାରପ୍ରୋଟେକ୍ଟେଡ୍ୱିଟନେସ’ ଘୋଷଣାକରିଛି।ଜାମ୍ମୁ-କଶ୍ମୀରପୋଲିସଓକେନ୍ଦ୍ରୀୟଗୁଇନ୍ଦାସଂସ୍ଥାଙ୍କସହାୟତାରେଏନଆଇଏକୁଏହିସାକ୍ଷୀମିଳିଥିଲେ।ସେଆକ୍ରମଣସମୟରେଘଟଣାସ୍ଥଳରଅତିନିକଟରେଥିଲେ।ଜଣେତଦନ୍ତାକାରୀଅଧିକାରୀଙ୍କକହିବାକଥା, ଆତଙ୍କବାଦୀଙ୍କସହପ୍ରତ୍ୟକ୍ଷଦର୍ଶୀଙ୍କରସାମ୍ନାସାମ୍ନିମଧ୍ୟହୋଇଯାଇଥିଲା।ଆତଙ୍କୀତାଙ୍କୁଅଟକାଇକଲମାପଢ଼ିବାକୁକହିଥିଲେ।ସେସ୍ଥାନୀୟକାଶ୍ମୀରୀଉଚ୍ଚାରଣରେକଲମାପଢ଼ିଥିଲେ।ଫଳରେଆତଙ୍କୀଙ୍କୁଆଉସନ୍ଦେହହୋଇନଥିଲାଏବଂତାଙ୍କୁଛାଡ଼ିଦେଇଥିଲେ।ଏହାପରେସେମାନେଫାଙ୍କାରେଚାରିରାଉଣ୍ଡଗୁଳିଚଳାଇଥିଲେ।ସାକ୍ଷୀଙ୍କବୟାନଆଧାରରେଏନଆଇଏଘଟଣାସ୍ଥଳରୁଖାଲିକାର୍ତୁସଜବତକରିଛି।
ଆତଙ୍କୀଙ୍କୁସହଯୋଗକରିଥିଲେସ୍ଥାନୀୟଦୁଇବ୍ୟକ୍ତି
ପହଲଗାମହମଲାରଜଣେସାକ୍ଷୀଚାଞ୍ଚଲ୍ୟକରଖୁଲାସାକରିଛନ୍ତି।ଏନଆଇଏକୁକହିଛନ୍ତିଯେପରଭେଜଅହମଦଜୋଠାରଓବଶୀରଅହମଦନାମକଦୁଇସ୍ଥାନୀୟବ୍ୟକ୍ତିପାହାଡ଼ିଆଅଞ୍ଚଳରେଆତଙ୍କୀଙ୍କସାମଗ୍ରୀଲୁଚାଇରଖିଥିଲେ ।ପରେଆତଙ୍କବାଦୀମାନେସେହିସାମଗ୍ରୀନେଇଚାଲିଯାଇଥିଲେ।ତଦନ୍ତରୁଜଣାପଡ଼ିଛିଯେପରଭେଜଓବଶୀରଙ୍କୁଆତଙ୍କୀଙ୍କୁସହାୟତାକରିବାଅଭିଯୋଗରେପୂର୍ବରୁଗିରଫକରାଯାଇଛି।
ଏମିତିହୋଇଥିଲାପହଲଗାମହମଲାଯୋଜନା !
୨୧ଏପ୍ରିଲଅପରାହ୍ନ୩:୩୦ରେତିନିପାକିସ୍ତାନୀଆତଙ୍କୀ, ପରଭେଜଙ୍କଘରେପହଞ୍ଚିଥିଲେ।ସେଠାରେସେମାନେଚାରିଘଣ୍ଟାଧରିସମଗ୍ରଅଞ୍ଚଳରରେକିକରିଥିଲେ, ସୁରକ୍ଷାବ୍ୟବସ୍ଥା, ପର୍ଯ୍ୟଟନସ୍ଥଳୀଓରାସ୍ତାଘାଟରସୂଚନାସଂଗ୍ରହକରିଥିଲେ।ଯିବାସମୟରେସେମାନେପରଭେଜଙ୍କପତ୍ନୀଙ୍କଠାରୁଚାଉଳଆଉକିଛିମସଲାପ୍ୟାକ୍କରାଇଥିଲେ।ତାବଦଳରେତାଙ୍କୁ୫୦୦ଟଙ୍କାଦେଇଥିଲେଆତଙ୍କୀ।ସେଠାରେବାହାରିବଶୀରକୁଦେଖାକରିଥିଲେଆତଙ୍କୀ।୨୨ଏପ୍ରିଲଦିନ୧୨ଟା୩୦ସୁଦ୍ଧାପ୍ରସ୍ତୁତରହିବାକୁକହିଥିଲେ।
ଆତଙ୍କୀସୁଲେମାନଶାହାରଭୂମିକାଉପରେସନ୍ଦେହ
ଏନଆଇଏକୁସନ୍ଦେହଯେଏହିଆକ୍ରମଣରେଲସ୍କର-ଏ-ତୋଏବାସହଜଡ଼ିତଆତଙ୍କବାଦୀସୁଲେମାନଶାହାରଭୂମିକାରହିଛି।ସେପୂର୍ବରୁଏକସୁରଙ୍ଗପ୍ରୋଜେକ୍ଟରେକାମକରୁଥିବା୭ଜଣଶ୍ରମିକଙ୍କହତ୍ୟାରେମଧ୍ୟସାମିଲଥିଲା।ଏନଆଇଏପହଲଗାମଆକ୍ରମଣରପଛରେଥିବାଆତଙ୍କବାଦୀନେଟୱାର୍କ, ସ୍ଥାନୀୟସହଯୋଗୀଓପାକିସ୍ତାନସ୍ଥିତଆତଙ୍କବାଦୀସଂଗଠନସହସମ୍ପର୍କରତଦନ୍ତକରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)