Advertisment

ପହଲଗାମ ମାଷ୍ଟରମାଇଣ୍ଡ ମୁସା ନିପାତ

ପହଲଗାମ ମାଷ୍ଟରମାଇଣ୍ଡ ମୁସା ନିପାତ। ପହଲଗାମରେ ଆତଙ୍କୀ ହମଲାର ମାଷ୍ଟର ମାଇଣ୍ଡ ନିପାତ। ଅପରେସନ ସିନ୍ଦୁର ପରେ ଭାରତୀୟ ସେନାଙ୍କୁ ବଡ଼ ସଫଳତା। ଲସ୍କର ଇ ତୋଇବାର ଟପ୍ କମାଣ୍ଡର ହାସିମ ମୁସାକୁ ଏନକାଉଣ୍ଟରରେ ମାରିଛି ଭାରତୀୟ ସେନା।

author-image
Kausik Mohapatra
ଅଦ୍ୟତନ ହୋଇଛି
ପହଲଗାମ ମାଷ୍ଟରମାଇଣ୍ଡ ସଫା

ପହଲଗାମ ମାଷ୍ଟରମାଇଣ୍ଡ ସଫା

ପହଲଗାମରେଆତଙ୍କୀହମଲାରମାଷ୍ଟରମାଇଣ୍ଡନିପାତ।ଅପରେସନସିନ୍ଦୁରପରେଭାରତୀୟସେନାଙ୍କୁବଡ଼ସଫଳତା।ଲସ୍କରତୋଇବାରଟପ୍କମାଣ୍ଡରହାସିମମୁସାକୁଏନକାଉଣ୍ଟରରେମାରିଛିଭାରତୀୟସେନା।

Advertisment

ହାସିମମୁସାପୂର୍ବରୁପାକିସ୍ତାନସେନାରେସାମିଲଥିଲା।ଶ୍ରୀନଗରରେସେନାପକ୍ଷରୁଅପରେସନମହାଦେବମାଧ୍ୟମରେନିପାତକରିଛିସେନା।ପହଲଗାମହମଲାସହସୋନମାର୍ଗଟନେଲଆକ୍ରମଣଘଟଣାରମଧ୍ୟଦୋଷୀଥିଲାହାସିମ।

୨୦୨୨ରେଲସ୍କରସହସାମିଲହୋଇଥିଲାହାସିମମୁସା।ପହଲଗାମହମଲାପାଇଁପ୍ଲାନିଂରୁଆରମ୍ଭକରିଆକ୍ରମଣପର୍ଯ୍ୟନ୍ତହାସିମମୁସାଗୁରୁତ୍ବପୂର୍ଣ୍ଣଭୂମିକାନେଇଥିଲା।ଅପରେସନ୍ମହାଦେବରେସାମିଲଥିଲେସେନାଜମ୍ମୁକାଶ୍ମୀରପୋଲିସ।ମିଳିତଅପରେସନରେଆତଙ୍କବାଦୀନିହତହୋଇଛନ୍ତି।

Advertisment

ଲିଡୱାସହେଉଛିଶ୍ରୀନଗରବାହାରେଘନଜଙ୍ଗଲଭିତରେଥିବାଅଞ୍ଚଳ।ଏଠାରେ TRF ଆତଙ୍କବାଦୀଙ୍କଗତିବିଧିଚାଲେ।ଗୁଇନ୍ଦାତଥ୍ୟଆଧାରରେଲିଡୱାସରେଆରମ୍ଭହୋଇଥିଲାମିଳିତଅପରେସନ୍।ଏବେବିଅପରେସନ୍ଜାରିରହିଛି।୨୦୨୫ ଏପ୍ରିଲ ୨୨ପହଲଗାମଆତଙ୍କୀହମଲାରେ୨୫ଭାରତୀୟଙ୍କସହଜଣେନେପାଳୀନାଗରିକଙ୍କରମୃତ୍ୟୁହୋଇଥିଲା।

Terrorists Killed Pahalgam Terrorist Attack Pahalgam Attack
Advertisment
Related Articles
Advertisment