• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha

Roxy
ବିପଦକୁ ଆଗୁଆ ବାରିପାରିଲା ରକ୍ସି, ମାଲିକ ଆଉ ଗାଁ ଲୋକଙ୍କ ବଞ୍ଚାଇଲା ଜୀବନ

ଢ଼େଙ୍କାନାଳ(ରାଜଶ୍ରୀ ଶତପଥୀ): କୁହାଯାଏ ମଣିଷ ଆଉ କୁକୁର ଅତି ନିକତର ବନ୍ଧୁ । କୁକୁର ନିଜ ମାଲିକ ପ୍ରତି କେବେ ବି ଧୋକା ଦେଇନଥାଏ । ଆହୁରି କୁହାଯାଏ ପଶୁମାନେ ଆସୁଥିବା ବିପଦକୁ ଆଗୁଆ ବାରିପାରନ୍ତି । ଠିକ୍ ଏମିତି ଏକ…

Amrit Pradhan
ଏୟାରଲିଫ୍ଟ ହେଲେ ଅମ୍ରିତ ପ୍ରଧାନ, ଚିକିତ୍ସାରେ ଲାଗିବ କୋଟିଏରୁ ଅଧିକ ଟଙ୍କା

ଭୁବନେଶ୍ୱର: ଭୁବନେଶ୍ୱରରୁ ଚେନ୍ନାଇକୁ ଏୟାରଲିଫ୍ଟ ହେଲେ ଅମ୍ରିତ ପ୍ରଧାନ । ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ବ୍ରହ୍ମପୁରର ଅମ୍ରିତଙ୍କୁ ଚେନ୍ନାଇ ସ୍ଥିତ ଆପୋଲୋକୁ ସ୍ଥାନାନ୍ତର କରାଯାଇଛି । ସ୍ୱତନ୍ତ୍ର ବିମାନରେ ଅମ୍ରିତଙ୍କୁ ଚେନ୍ନାଇ ନିଆଯାଇଛି । ଅମ୍ରିତଙ୍କୁ ଏୟାରଲିଫ୍ଟ କରିବା ପାଇଁ…

manmohan samal
‘ଏବେ ବି ପାଣିଘେରରେ ଅନେକ ଗାଁ ! ସରକାରଙ୍କ ଚିନ୍ତା ନାହିଁ, ରାଜସ୍ୱ ବିଭାଗ ଫେଲ’

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବାତ୍ୟା ପରିଚାଳନା ନେଇ ପ୍ରଶ୍ନ ଉଠାଇଲା ବିଜେପି । ବାତ୍ୟା ପରିଚାଳନାରେ ସରକାର ବିଫଳ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ପୂର୍ବତନ ରାଜସ୍ୱ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମନମୋହନ ସାମଲ । ଗୁରୁବାର ଏକ…

antibody cocktail
ଖୁସି ଖବର; ରାଜ୍ୟରେ ଆରମ୍ଭ ହେଲା ଆଣ୍ଟିବଡି କକଟେଲ୍ ଥେରାପି, ଏହାଦ୍ୱାରା ଟ୍ରମ୍ପ ହୋଇଥିଲେ ସୁସ୍ଥ

ଭୁବନେଶ୍ୱର: ଓଡ଼ିଶାରେ ଆରମ୍ଭ ହେଲା ଆଣ୍ଟିବଡି କକଟେଲ୍ ଥେରାପି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଜଣେ ୮୨ ବୟସ୍କ କୋଭିଡ୍ ରୋଗୀଙ୍କୁ ପ୍ରଥମ କରି ଏହି ଚିକିତ୍ସା ପ୍ରଦାନ କରାଯାଇଛି । ଗତ ମେ’ ମାସରେ ଏହି ଚିକିତ୍ସାକୁ…

cyber fraud
ଲକଡାଉନ୍ ପାଇଁ ବଢ଼ୁଛି ଅନଲାଇନ୍ କାରବାର, ଫାଇଦା ନେଉଛନ୍ତି ସାଇବର ଲୁଟେରା

ଭୁବନେଶ୍ୱର: ରାଜ୍ୟରେ ମାତିଛନ୍ତି ସାଇବର ଲୁଟେରା । ଲକଡାଉନ ସଟଡାଉନ ଭିତରେ ଆକ୍ସିଭ୍ ଅଛନ୍ତି ସାଇବର ଲୁଟେରା । କରୋନା ମହାମାରୀ ସାରା ଦେଶର ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ଲୋକେ ଏବେ ଘରେ ହାତ ବାନ୍ଧି ବସିଛନ୍ତି । ସେପଟେ…

Flood
ବାତ୍ୟା ପରେ ବନ୍ୟା କରୁଛି ହନ୍ତସନ୍ତ ! ଏବେ ବି ଅନେକ ଗାଁ ପାଣି ଘେରରେ, ପାଲ ତଳେ କଟୁଛି ଦିନ

ବାଲେଶ୍ୱର: ବାତ୍ୟା ୟାସ ଯିବାର ୨ ଦିନ ପରେ ସୁବର୍ଣ୍ଣରେଖା ନଦୀରେ ଆସିଛି ମଧ୍ୟମ ଧରଣର ବନ୍ୟା । ଉପରମୁଣ୍ଡରେ ଅବିଶ୍ରାନ୍ତ ବର୍ଷା ଫଳରେ ସୁବର୍ଣ୍ଣରେଖାର ଗର୍ଭ ଫୁଲୁଥିବାରୁ ବାଲେଶ୍ୱର ଜିଲ୍ଲାର ୩ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା…

BlackFungus
ବ୍ଲାକ୍‌ ପଙ୍ଗସ୍‌ ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର

କରୋନାରୁ ସୁସ୍ଥ ହେବା ପରେ ବ୍ଲାକ ଫଙ୍ଗସରେ ସଂକ୍ରମିତ ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି। ତେବେ ବ୍ଲାକ ଫଙ୍ଗସ ରୋଗୀଙ୍କ ପାଇଁ ଗାଇଡଲାଇନ କରିବାକୁ କମିଟି  ଗଠନ କରିଛନ୍ତି ସରକାର । ୭ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର