• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha

Akuha Katha Ep 19 9 Sep 2018 | ବବିତା ତାଙ୍କ ଜୀବନରେ ନେଇଥିବା ନିଷ୍ପତି ପାଇଁ ଆଜି ଏକା ପଡ଼ିଯାଇଛନ୍ତି

\"“AKUHA KATHA” (an untold story) is an Odia title which signifies the day to day happenings in today’s society may be it from Family, Social life,

Akuha Katha Ep 20 16 Sep 2018 | ଶକୁନ୍ତଳା - ଜଣେ କୁଆଁରୀ ମା\'ର ଦୁଃଖ କାହାଣୀ

Akuha Katha Ep 21 23 Sep 2018 | ବାଃରେ ମଣିଷ: କଣ ମଣିଷର ଜାତି ନିଜେ ମଣିଷ ଠାରୁ ବଡ଼?

Akuha Katha Ep 22 30 Sep 2018 | ପରିବାରର ସୁରକ୍ଷା-କବଚ ସାଜିଥିବା ଜଣେ ଝିଅର କାହାଣୀ

Akuha Katha Ep 23 7 Oct 2018 | ମନୋରମାଙ୍କ ମନର ଯନ୍ତ୍ରଣା

Akuha Katha Ep 24 14 Oct 2018 | ଖୁସୀଙ୍କ ଦୁଃଖ ଓ ନିର୍ଯାତନାର କାହାଣୀ

Akuha Katha Ep 25 Oct 21 2018 | ଜଣେ ଭାରତୀୟ ନାରୀ କନକଙ୍କ ଅସରନ୍ତି ଦୁଃଖ କାହାଣୀ

Akuha Katha Ep 26 28 Oct 2018 | ଝିଅ ଭୁଲିଗଲା ବାପା ମା\'ଙ୍କ ପ୍ରେମ

Akuha Katha Ep 27 4 Nov 2018 | Cerebral Palsyରେ ପୀଡ଼ିତ ଦୁଇ ଶିଶୁ ଓ ତାଙ୍କ ବାପା ମା\'ଙ୍କ ଦୁଃଖ

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Akuha Katha Ep 28 11 Nov 2018 | ଜଣେ ତୃତୀୟ ଲିଙ୍ଗୀଙ୍କ ପ୍ରଥମ ପ୍ରେମରେ ଧୋଖା - OTV
Akuha Katha Ep 28 11 Nov 2018 | ଜଣେ ତୃତୀୟ ଲିଙ୍ଗୀଙ୍କ ପ୍ରଥମ ପ୍ରେମରେ ଧୋଖା - OTV

\"“AKUHA KATHA” (an untold story) is an Odia title which signifies the day to day happenings in today’s society may be it from Family, Social life,

Akuha Katha Ep 29 18 Nov 2018 | ପ୍ରେମ ବଦଳରେ ପ୍ରେମ ନ ପାଇ ଏସିଡ ମାଡ଼ - OTV

Akuha Katha Ep 30 25 Nov 2018 | କେଉଁ ପରିସ୍ତିଥିରେ ପଡ଼ି ନିଜ ଜନ୍ମମାଟିଠୁ ଅଲଗା ହେଲେ ଅଶୋକ - OTV

Akuha Katha Ep 31 2 Dec 2018 | ଝିଲିଙ୍କ ଆଖିର ସ୍ୱପ୍ନ ହେଲା ଚୁନା-ଚୁନା - OTV

Akuha Katha Ep 32 09 Dec 2018 | ନାରୀ ଦୁର୍ବଳା ନୁହେ, ସେ ସବଳା - OTV

Akuha Katha Ep 33 16 Dec 2018 | ୪୧ ବର୍ଷ ପରେ ମିଳିଲା ନ୍ୟାୟ - OTV

ଅନ୍ଧବିଶ୍ୱାସର କୁପରିଣତି
ଅନ୍ଧବିଶ୍ୱାସର କୁପରିଣତି: ଚେଙ୍କ ନେଲା ଯୁବକଙ୍କ ଜୀବନ !

ବିଜ୍ଞାନ ଯୁଗରେ ବି ଲୋକମାନେ ଅନ୍ଧବିଶ୍ୱାସର ଅନ୍ଧଗଳିରୁ ବାହାରି ପାରୁନାହାନ୍ତି। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜୀବନ ବଞ୍ଚିବା ପାଇଁ କେଉଁଠି ଝଡ଼ାଫୁଙ୍ଖା କରୁଛନ୍ତି ତ ଆଉ କେଉଁଠି ଚେଙ୍କ ଚିକିତ୍ସା କରୁଥିବା ଘଟଣା ସାମ୍ନାକୁ ଆସୁଛି।

Ashwini Vaishnaw
ଅଶ୍ୱିନୀଙ୍କୁ ରେଳ ବିଭାଗ ଦାୟିତ୍ୱ ମିଳିବା ପରେ ସାରା ଦେଶର ଜୋରଦାର ଚାଲିଛି ଚର୍ଚ୍ଚା, ହେଲେ କାହିଁକି?

ସେହିପରି ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ସେ ପିଏମ୍ଓରେ ଉପସଚିବ ଏବଂ ପରେ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ରହି ବିଜେପି ଟପ୍ ବ୍ରିଗେଡଙ୍କ ଦୃଷ୍ଟିକୁ ଆସିଥିଲେ। ପ୍ରଶାସନିକ ସେବାରୁ ଅବ୍ୟାବହତି ପରେ ସେ ଜି.ଇ. ଟ୍ରାନ୍ପୋର୍ଟସେନରେ ଏମଡ଼ି ଓ ସିମେନ୍ସର ଭାଇସ୍ ପ୍ରେସିଡେଣ୍ଟ ଭାରେ କାର୍ଯ୍ୟ କରିଥିଲେ। ୨୦୧୨ରେ ଗୁଜରାଟରେ ୨ଟି ଯାନବାହାନ ଯନ୍ତ୍ରାଂଶ ଉତ୍ପାଦନ କଂପାନୀ ଖୋଲିଥିଲେ

Corona
ଓଡ଼ିଶାରେ ବି ତଳ-ଉପର ଦୋଳି ଖେଳୁଛି ସଂକ୍ରମଣ, ମୃତ୍ୟୂ ସଂଖ୍ୟା ବି ନିୟନ୍ତ୍ରଣ ବାହାରେ

କରୋନାର ଦ୍ୱିତୀୟ ଲହରର କୋପ ନ ଯାଉଣୁ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ବଢ଼ିଲାଣି ଚିନ୍ତା । ତେଣୁ ସ୍ଥିତିର ମୁକାବିଲା ଲାଗି ଆଗୁଆ ପଦକ୍ଷେପ ସ୍ୱରୂପ ଟିକାକରଣ, ତିନି ମାସିଆ ସର୍ଭେଲାନ୍ସ ଓ ଭିତ୍ତିଭୂମି ପ୍ରସ୍ତୁତି ଉପରେ ଏବେ ରାଜ୍ୟ ସରକାରଙ୍କ ଜୋର୍ ।

Naveen Patnaik
ଓଡ଼ିଶା ଅଲମ୍ପିଆନ୍‌ଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଜିତିଲେ ୬ କୋଟି

ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଓଡ଼ିଶା ଆଥଲେଟଙ୍କ ପାଇଁ ଖୁସି ଖବର । ସେମାନଙ୍କ ପାଇଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 

Redhakhol
ମରିଗଲା ମାନବିକତା ! ପାଖ ପଡ଼ୋଶୀ ବି ଆସିଲେନି, ମୃତଦେହକୁ କାନ୍ଧ ଦେଲେନି

ମରିଗଲା ମାନବିକତା । ପାଖ ପଡ଼ୋଶୀ ବି ଦେଲେନି କାନ୍ଧ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ରେଢାଖୋଲ ଉପଖଣ୍ଡ ଚାରମାଳ ଥାନା ବାରବାଙ୍କ ଗାଁରେ ।

Konak
“ସୌନ୍ଦର୍ଯ୍ୟକରଣ ପୂର୍ବରୁ ଆମକୁ ଥଇଥାନ କର”

କରୋନା କଟକଣା ଯୋଗୁଁ ବେଶ କିଛିଦିନ ନୀରବତା ପରେ ଏବେ କୋଣାର୍କର ପାରିପାର୍ଶ୍ଵିକ ବିକାଶ ପାଇଁ ସରକାର ତତ୍ପର ହୋଇପଡିଛନ୍ତି। ଜାତୀୟ ରାଜପଥ ବିଭାଗ ଦ୍ଵାରା ୩୬ କୋଟି ଟଙ୍କା ବ୍ୟୟରେ ଚନ୍ଦ୍ରଭାଗାରୁ କୋଣାର୍କ ଓ କୋଣାର୍କ ଲାବଣ୍ୟ ଲଜଠାରୁ ଆଶ୍ରମ ସ୍କୁଲ ପର୍ଯ୍ୟନ୍ତ ୪ କିଲୋମିଟର ୫୦୦ ମିଟର ଲମ୍ବରେ ନିର୍ମାଣ ହେବାକୁ ଥିବା ୬ ଲେନ ରୋଡ ଓ ଲାବଣ୍ୟ ଲଜ ଛକଠାରୁ ସୂର୍ଯ୍ୟମନ୍ଦିର ପଛ ଦେଇ ୧୪୭୦ ମିଟର ଲମ୍ବ ପ୍ରସ୍ତାବିତ ୨ ଲେନ ବିଶିଷ୍ଟ ରିଙ୍ଗ ରୋଡ ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି

child touture
୭ବର୍ଷର ଶିଶୁକୁ ନିର୍ଯାତନା ଘଟଣା : ଔଷଧ ଓ ଖାଦ୍ୟ ଦେବା ସହ ଯତ୍ନ ନେଉଛି ଚାଇଲ୍ଡ ହେଲ୍ପ ଲାଇନ

ବାଲିପାଟଣା ଅଂଚଳରେ ଜଣେ ୭ବର୍ଷର ଶିଶୁକୁ ସାବତ ମା ଓ ବାପା ନିର୍ଯାତନା ଦେବା ସହ ପେଟପୁରା ଖାଇବାକୁ ଦେଉ ନଥିଲେ । ବାପାର ସୈତାନୀ କାଣ୍ଡ ସମ୍ପର୍କରେ ଶୁଣିଲେ ଆଖିରେ ଲୁହ ଆସିଯିବ । କେତେବେଳେ ତାକୁ ଗରମ ପାଣିରେ ବୁଡାଇ ଦିଆ ଯାଉଥିଲା ଆଇ କେତେବେଳେ ନିର୍ଘାତ ମାଡ଼ ପଟୁଥିଲେ ତ ଆଉ କେତେବେଳେ ଖାଇବାକୁ ଦିଆଯାଇଥିଲା ବାସି ଭାତ ।

Bhubaneswar DCP
ସାଇବର୍‌ ଲୁଟେରାଙ୍କଠାରୁ କେମିତି ପାଇବେ ରକ୍ଷା? ଟ୍ୱିଟ୍‌ କରି ସୂଚନା ଦେଲା କମିଶନରେଟ୍‌ ପୋଲିସ

ଏହି ଲିଙ୍କ୍ ଖୋଲିବା ମାତ୍ରେ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଥିବାର ଆଶଙ୍କା ଅଛି। କାରଣ ଲିଙ୍କ୍ ଖୋଲିଲେ, ସେମାନଙ୍କୁ ପାଖକୁ ବ୍ୟାଙ୍କ ଆକାଉଣ୍ଟର ଗୋପନୀୟ ତଥ୍ୟ ସବୁ ଲିକ୍ ହୋଇପାରେ। ତେଣୁ ଏପରି ଲିଙ୍କ୍ ଉପରେ କ୍ଲିକ୍ ନ କରିବାକୁ କମିଶନରେଟ ପୋଲିସ ପରାମର୍ଶ ଦେଇଛି।

Ratha Jatra
ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ସେପଟେ, ଶ୍ରୀକ୍ଷେତ୍ରରେ ଆଜି ଶ୍ରୀଜିଉଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଗତକାଲି ମହାପ୍ରଭୁଙ୍କ ସରିଛି ଖଳି ପ୍ରସାଦ ଲାଗି ନୀତି। ଖଳିପ୍ରସାଦକୁ ନେଇ ଦଇତାପତିଙ୍କୁ ହସ୍ତାନ୍ତର କରିବା ପରେ ବିଳମ୍ବିତ ରାତିରେ ଖଳିକୁ ଦଇତାପତିମାନେ ଲାଗି କରିଛନ୍ତି। ଏହି ଦିବ୍ୟ ପ୍ରଲେପକୁ ରୁପା ପିଙ୍ଗଣରେ ରଖି ଦଇତାପତି ସେବକ ଶ୍ରୀଅଙ୍ଗରେ ଲାଗି କରିଛନ୍ତି। ଭିତର ଖଳି ଲାଗି ପୂର୍ବରୁ ମହାପ୍ରଭୁଙ୍କର ଘଣା ଲାଗି ଗୋପନ ନୀତି ସମ୍ପନ୍ନ କରାଯାଇଥିଲା।

Builder Arrested
ରସକିଆ ବିଲଡ଼ର୍‌, ବାରମ୍ବାର ମିଛ କହି ଅନେକ ଝିଅଙ୍କୁ ହୋଇଥିଲା ବାହା

ନିଜକୁ ବିଲଡର କହି ଲକ୍ଷାଧିକ ଟଙ୍କାର ଯୌତୁକ ନେଉଥିଲା। ପରେ ସେମାନଙ୍କୁ ଯୌତୁକ ନିର୍ଯାତନା ଦେଇ ଘରୁ ତଡ଼ି ଦେଉଥିଲା ପ୍ରିୟବ୍ରତ। ପ୍ରୟିବ୍ରତ ସହ ତାର ପରିବାର ଲୋକେ ମଧ୍ୟ ଏଥିରେ ସଂପୃକ୍ତ ଥିଲେ ବୋଲି ୨ ଯୁବତୀ ଅଭିଯୋଗ କରିଛନ୍ତି।