• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Panchayat Elections

Odisha Panchayat Polls
ଆସିଲା ଟ୍ରେଣ୍ଡ୍‌: କେଉଁଠି ବିଜେପି ଆଗରେ ତ ଆଉ କେଉଁଠି ବିଜେଡି...

୫ଟି ପର୍ଯ୍ୟାୟରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଆଜିଠାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି।  ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। କେଉଁଠି ବିଜେପି ଆଗରେ ଅଛି ତ ଆଉ କେଉଁଠି ବିଜେଡି ଆଗରେ ଅଛି। 

Odisha Panchayat Polls
ପଞ୍ଚାୟତ ନିର୍ବାଚନ: ଆଜିଠୁ ଭୋଟ୍‌ ଗଣତି

୫ଟି ପର୍ଯ୍ୟାୟରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଆଜିଠାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ୩ ଦିନ ଧରି ଭୋଟ୍ ଗଣତି ଚାଲିବ। ଏଥିପାଇଁ ସବୁ ଜିଲ୍ଲାର ବ୍ଲକ ସଦର ମହକୁମାରେ ଗଣତି କେନ୍ଦ୍ର ଖୋଲା ଯାଇଛି। 

Election Result
କାଲିଠୁ ପଞ୍ଚାୟତ ଭୋଟ୍ ଗଣତି: ପ୍ରାର୍ଥୀଙ୍କ ଛାତି ଧକ୍‌ ଧକ୍‌

ଭୋଟର କାହା ମୁଣ୍ଡରେ ସୁନାକଳସ ଢାଳିଛନ୍ତି କାଲି ଭୋଟ ବାକ୍ସ ଖୋଲିବା ପରେ ସ୍ପଷ୍ଟ ହେବ।

Ballot Papers Found Dumped Near Strong Room
ଷ୍ଟ୍ରଙ୍ଗରୁମ୍‌ ଆଗରେ ପଡ଼ିଛି ଚିରା ବାଲାଟ ପେପର, ଏହା ଅସଲି ନା ନକଲି ?

ଷ୍ଟ୍ରଙ୍ଗରୁମ୍‌ ଆଗରେ ପଡ଼ିଛି ଚିରା ବାଲାଟ ପେପର। କେନ୍ଦ୍ରାପଡ଼ା କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମ୍‌ ଆଗରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

Odisha Panchayat Elections - Pakoda Special In New Fuse
ଭୋଟ ପୂର୍ବରୁ ଭୋଟରଙ୍କ ପାଖରେ ଲାଗି ହେଉଛି ଶୁଖିଲା ଭୋଗ, ହେଲେ ଲାଗି କରିବା ଲୋକ କିଏ?

ଭୋଟ ପୂର୍ବରୁ ଭୋଟରଙ୍କ ପାଖରେ ଲାଗି ହେଉଛି ଶୁଖିଲା ଭୋଗ। ବରା, ବାଇଗଣୀ, ଗରମ ଗରମ ଆଳୁଚପ୍‌...କିଏ କ’ଣ ଖାଇବ ଖାଇଯାଅରେ ନାରଣ...ଏ ଭୋଗ ପାଂଚ ବର୍ଷରେ ଥରେ ପା’ ଲାଗେ...

Odisha Panchayat Elections
ଏ ପଞ୍ଚାୟତ ନିର୍ବାଚନ କଣ ଶାନ୍ତିପୂର୍ଣ୍ଣ ହେଲା?

ପୂର୍ବ ୪ ଫେଜ୍ ଭଳି ଶେଷ ତଥା ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍‌କୁ ବି କବଳିତ କଲା ହିଂସା । କେଉଁଠି ବୁଥ୍ ପରିସର ରଣକ୍ଷେତ୍ର ପାଲଟିଲା ତ କେଉଁଠି ବାଲଟ୍‌ ବାକ୍ସ ଉଠାଇ ପାଣିକୁ ଫୋପାଡ଼ି ଦେଲେ ଦୁର୍ବୃତ୍ତ, ପୁଣି କେଉଁଠୁ ମନ୍ତ୍ରୀଙ୍କ ନାଁରେ ଆସିଛି ବୁଥ୍ ଜବରଦଖଲ ଅଭିଯୋଗ ।

Odisha Panchayat Elections
ମାଳ ମାଳ ବିଶୃଙ୍ଖଳାରେ ସରିଲା ପଞ୍ଚାୟତ ଭୋଟ୍

କେଉଁଠି ବାଲାଟ୍‌ ବକ୍ସ ନାଳରେ ଭାସିଲାଣି ତ କେଉଁଠି ସରପଞ୍ଚ ପ୍ରାର୍ଥୀଙ୍କ ଏଜେଣ୍ଟଙ୍କୁ ଅପରପକ୍ଷର ଲୋକେ ମାଡ଼ମାରି ଲହୁଲୁହାଣ କରିଲେଣି ।

Allegation Against Minister Bikram Keshari Arukha
ବିଜେଡି ମନ୍ତ୍ରୀଙ୍କ ଦାଦାଗିରି: ବୁଥ୍‌ ଭିତରେ ପଶି ଜବରଦଖଲ କଲେ, ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଆକ୍ରମଣ କଲେ...

ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ନିଜ ଗାଁ ବୁଥ୍‌ରେ ପଶି ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଆକ୍ରମଣ କରିବା ସହ ବୁଥ୍‌ ଜବରଦଖଲ କରିଥିବା ଅଭିଯୋଗ ହୋଇଛି। 

Odisha Panchayat Elections
ସୁରୁଖୁରୁରେ ଚାଲିଥିଲା ଭୋଟିଂ, ହଠାତ୍‌ ବାଲାଟ ପେପର ନେଇ ଦୌଡ଼ି ପଳାଇଲେ ଏଜେଣ୍ଟ...

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ଅନ୍ତର୍ଗତ କଟସାହି ପଞ୍ଚାୟତ ୧ ନମ୍ବର ବୁଥ୍‌ରେ ଜଣେ ଏଜେଣ୍ଟ ବାଲାଟ ପେପର ନେଇ ଦୌଡ଼ି ପଳାଇବା ପରେ ମତଦାନ ବନ୍ଦ ରହିଥିବା ସୂଚନା ମିଳିଛି।

Electoral violence in the final round of voting
ଭୋଟ୍ ବାକ୍ସରେ ପାଣି ଭର୍ତ୍ତି କରିଦେଲେ ଦୁର୍ବୃତ୍ତ; ୯ଟି ବୁଥରେ ଭୋଟ ଗ୍ରହଣ ବନ୍ଦ

ଶେଷ ପର୍ଯ୍ୟାୟ ମତଦାନ ସମୟରେ ହିଂସା । ନିଆଳି ବ୍ଲକ ପୋଖରୀଗାଁ ପଞ୍ଚାୟତରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା। ବୁଥ ଜବରଦଖଲ ଅଭିଯୋଗ ପରେ ୯ଟି ବୁଥରେ ଭୋଟଗ୍ରହଣ ବନ୍ଦ ରହିଛି ।

Election in Mao Area
୬୦କିଲୋମିଟର ଜଳଭଣ୍ଡାର ଡେଇଁ ବୁଥ୍‌ରେ ପହଞ୍ଚିଲେ ପୋଲିଂ ଅଧିକାରୀ

ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହେଉଥିବାରୁ ଭୋଟର୍‌ ବହୁତ ଖୁସି ଅଛନ୍ତି।

 Today Re-polling At 49 Booths
ପଞ୍ଚାୟତ ନିର୍ବାଚନ: ୪୯ ବୁଥ୍‌ରେ ଆଜି ପୁନଃ ମତଦାନ

ପଞ୍ଚାୟତ ନିର୍ବାଚନରେ ଆଜି ହେଉଛି ପୁନଃ ମତଦାନ। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ବିଭିନ୍ନ କାରଣରୁ ବିଭ୍ରାଟ ଘଟି ମତଦାନ ରଦ୍ଦ ହୋଇଥିବା ୪୯ ବୁଥ୍‌ରେ ଆଜି ମତଦାନ ଚାଲିଛି। 

Panchayat Election
ଭୋଟ୍‌ ବିଭ୍ରାଟ: କାଲି ୪୫ ବୁଥ୍‌ରେ ସାନି ମତଦାନ

କୌଣସି ଜାଗାରେ କିଛି ଗଣ୍ଡଗୋଳ ହେବାର ଖବର ଆସିନି।

vote
ଗୁଣି ଗାରେଡ଼ି ସନ୍ଦେହ : ବନ୍ଦ ରହିଲା ମତଦାନ

ନୀଳଗିରି ଥାନା ଔପଦା ବ୍ଲକ ଗୁଡିଖୋଳା କେନ୍ଦ୍ରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗତ ରାତିରେ ଗାଁରେଦୁଇ ତିନି ଜଣ ଅଚେତ ହୋଇ ପଡ଼ି ଯାଇଥିଲେ

Begging For Vote
ଗାମୁଛା ପତାଇ ଭିକ ସହ ଭୋଟ ମାଗିଲେ ସମିତି ସଭ୍ୟ ପ୍ରାର୍ଥୀ

ଭୋଟ ସହିତ ନୋଟ୍‌ ଦିଅ, ଅରୁଣ ଭାଇଙ୍କୁ ଜିତାଇ ଦିଅ।

Election
ଆଜି ଚତୁର୍ଥ ପର୍ଯ୍ୟାୟ ଭୋଟ୍: ସବୁ ବୁଥ୍‌ରେ କଡ଼ା ସୁରକ୍ଷା

ଚତୁର୍ଥ ପର୍ଯ୍ୟାୟରେ ୫୧ ଲକ୍ଷ ୩୧ ହଜାରରୁ ଅଧିକ ଭୋଟର୍ ନିଜ ମତଦାନ ସାବ୍ୟସ୍ତ କରିବେ।

Panchayat Election
ଷ୍ଟ୍ରଙ୍ଗ୍ ରୁମ୍‌ରେ ଆଗରେ ୨ ମହଲା ଉଚ୍ଚର ବାଉଁଶ ମଞ୍ଚା

ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ସନ୍ଦେହ, କାଳେ କିଛି ଏପଟ ସେପଟ ହୋଇଯିବନି ତ?

target to journalists
ନିର୍ବାଚନରେ ହିଂସା ଘଟାଇବା ପାଇଁ ବଳ ଦେଉଛି କିଏ?

ତୁରନ୍ତ ଅଙ୍କୁଶ ନଲାଗିଲେ ଗଣତନ୍ତ୍ର ପ୍ରତି ବଡ଼ ବିପଦ।

Villagers Free Accused From Police Custody
ପୋଲିସ୍‌ ଗାଡ଼ି ଅଟକାଇଲେ, ଅଭିଯୁକ୍ତଙ୍କୁ ଧରି ପଳାଇଲେ; ଖାଲି ହାତରେ ଫେରିଲା ପୋଲିସ୍‌...

ଅଭିଯୁକ୍ତଙ୍କୁ ପୋଲିସ୍‌ ଉଠାଇ ଆଣି ଥାନାକୁ ନେବା ବେଳେ ପୋଲିସ୍‌ ଗାଡିକୁ ଗାଁ ଲୋକେ ଅଟକାଇଥିଲେ। ଏହାପରେ ପୋଲିସ ହେପାଜତରୁ ଗାଁ ଲୋକେ ଅଜୟଙ୍କୁ ଛଡାଇ ନେଇଯାଇଥିଲେ।

campaign
ଗାମୁଛା ପାତି ପ୍ରଚାର କରୁଛନ୍ତି ସମିତି ସଭ୍ୟ ପ୍ରାର୍ଥୀ

ଗାଇସୀମା ପଞ୍ଚାୟତରେ ଅରୁଣ କୁମ୍ଭାର ନାମକ ଜଣେ ଯୁବକ ସମିତି ସଭ୍ୟ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ତାଙ୍କୁ ଗାଇସିମା ଗ୍ରାମବାସୀମାନେ ଛିଡ଼ା କରାଇଥିବା ଜଣାପଡିଛି ।

Locals Detain BJD Worker For Distributing Money
ନିର୍ବାଚନ ପୂର୍ବରୁ ଅନ୍ଧାରୀ ବିଜେ, ରାତି ଅଧରେ ବାଣ୍ଟୁଥିଲେ ୫୦୦ ଟଙ୍କିଆ ନୋଟ୍‌...

ରାତି ଅଧରେ ଟଙ୍କା ବାଣ୍ଟୁଥିବା ବେଳେ ଦୁଇ ଜଣଙ୍କୁ ରାତି ସାରା ବାନ୍ଧି ରଖିଲେ ଗ୍ରାମବାସୀ। ଆଜି ସକାଳେ ପୋଲିସ୍‌ ଗାଁରେ ପହଞ୍ଚି ୨ ଜଣଙ୍କୁ ଉଦ୍ଧାର କରି ଥାନାକୁ ଆଣିଛି।

Journalist Attacked In Jajpur
ସାମ୍ବାଦିକଙ୍କୁ ଆକ୍ରମଣ କରି ବନ୍ଧା ହେଲେ ୧୧ ଜଣ, ଗିରଫଙ୍କ ମଧ୍ୟରେ ଅଛନ୍ତି ମହିଳା

ଯାଜପୁର ବିଞ୍ଝାରପୁର ବାଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୧୧ ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୫ ଜଣ ପୁରୁଷ ଓ ୬ ଜଣ ମହିଳା ଅଛନ୍ତି।

Odisha Panchayat Elections
ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ: ହିଂସାକାଣ୍ଡ ଏଡ଼ାଇବାକୁ ମୁତୟନ ହେବେ ଅଧିକ ସୁରକ୍ଷା ବଳ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ। ମୋଟ୍ ୫୧ ଲକ୍ଷ ୩୧ ୭୨୭ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।

Journalist Attacked
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ, ସବୁ ଅଭିଯୁକ୍ତଙ୍କୁ ଗୋଟି ଗୋଟି କରି ଧରାଯିବ...

ଯାଜପୁର ଜିଲ୍ଲା ବିଞ୍ଝାରପୁର ବାଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ୍‌ ଗିରଫ କରିଛି। ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗୋଟି ଗୋଟି କରି ଧରାଯିବ ବୋଲି ଯାଜପୁର ଏସ୍‌ପି ସୂଚନା ଦେଇଛନ୍ତି।

Panchayat Vote Fixing
ପଞ୍ଚାୟତ ପୋଲ୍‌ରେ ଫିକ୍ସିଂ: ନିର୍ଦ୍ୱନ୍ଦ୍ୱରେ ଜିତାଇବାକୁ ୧୦ ଲକ୍ଷର ଡିଲ୍

ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ, ରଶ୍ମିତା ଓ ପ୍ରିୟଙ୍କାଙ୍କ ବିରୋଧରେ କେହି ଛିଡ଼ା ହେବେ ନାହିଁ।