ପାର୍ଲର ଓ ଜିମ୍ ମାଲିକ କିନ୍ତୁ ଖୁସ୍। କିନ୍ତୁ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ନହେବା ଯାଏଁ ବସ୍ ଗଡ଼ିବନି। ୧ ଲକ୍ଷ ଟଙ୍କା ସହାୟତା ରାଶି, ବୀମା ଅବଧି ବୃଦ୍ଧି, ଇଏମଆଇ ଘୁଞ୍ଚାଇବା ଆଦି ୭ ଦଫା ଦାବି ଉଠାଇ ବସ୍ ନଚଳାଇବାକୁ ନିଷ୍ପତ୍ତି ନେଇଛି ସଂଘ।
ଭୁବନେଶ୍ୱର: ପୁଣି ଥରେ ଚାଷୀଙ୍କୁ ନିରାଶ କଲେ ରାଜ୍ୟ ସରକାର। ବର୍ତ୍ତମାନ ରାଜ୍ୟରେ କୃଷି ଋ଼ଣ ଛାଡ଼ ହେବା ନେଇ କୌଣସି ବି ପ୍ରସ୍ତାବ ନାହିଁ। ଏପରି କିଛି ଉତ୍ତର ବିଧାନସଭାରେ ରଖିଛନ୍ତି ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ବିଧାନସଭାରେ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ପ୍ରଶ୍ନର ଉତ୍ତରରେ ସମବାୟ ମନ୍ତ୍ରୀଙ୍କଠୁ ଏପରି ଉତ୍ତର ମିଳିଛି। ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶର ଚାଷୀଙ୍କୁ କୃଷି ଋ଼ଣ ଛାଡ଼ ହେବା ପରେ ଓଡ଼ିଶାର ଚାଷୀ ଏନେଇ ଆଶା ରଖିଥିଲେ। ରାଜ୍ୟରେ କୃଷି […]
ଭୁବନେଶ୍ୱର: ବିଧାନସଭାରେ ଆଜି ଆସିଛି ଲକ୍ଷେ ୨୦ ହଜାର ୨୮ କୋଟି ଟଙ୍କାର ବଜେଟ। ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଉପସ୍ଥାପିତ କରିଥିବା ଏହି ବଜେଟରେ ଗତବର୍ଷ ଅପେକ୍ଷା ୧୨ ଦଶମିକ ୩ ପ୍ରତିଶତ ଅଧିକ ବ୍ୟୟ ଅଟକଳ କରାଯାଇଛି। ତେବେ ବଜେଟରେ ରାଜ୍ୟ ସରକାର ନୂଆ ସ୍କିମର କାର୍ଡ ଖୋଲି ନାହାନ୍ତି, ବରଂ ପୂର୍ବରୁ ଘୋଷଣା କରାଯାଇଥିବା ସ୍କିମକୁ ଅଧିକ ଅର୍ଥ ଦେଇଛନ୍ତି। ନିର୍ବାଚନ ଥିବାରୁ ଗ୍ରାମୀଣ ବିକାଶ ଉପରେ […]