Advertisment

Maa Jagulei: ଆଖି ଖୋଲି ବସିଛନ୍ତି ମା', ଯିଏ ତାକୁ ଭକ୍ତିରେ ଡାକୁଛି ତା' କଥା ଶୁଣୁଛି

ବାଜୁଛି ଘଣ୍ଟ, ପଡୁଛି ହୁଳହୁଳି । ମନ୍ତ୍ର ପାଠରେ କମ୍ପୁଛି ଗଗନ ପବନ । ଚାଲିଛି ମା’ ଜାଗୁଳେଇଙ୍କ ନବରାତ୍ର ପୂଜା । ଆଖିଖୋଲି ବସିଛନ୍ତି ମା’। ଭକ୍ତିର ସହ ଯିଏ ତାଙ୍କୁ ଡାକିଛି ସେ ତାର ଡାକ ନିଶ୍ଚୟ ଶୁଣିଛନ୍ତି ।

author-image
Namita Biswal
ଅଦ୍ୟତନ ହୋଇଛି

ବାଜୁଛି ଘଣ୍ଟ, ପଡୁଛି ହୁଳହୁଳି । ମନ୍ତ୍ର ପାଠରେ କମ୍ପୁଛି ଗଗନ ପବନ । ଏ ହେଉଛି ଜଟଣୀ କୁଦିଆରୀ ଗ୍ରାମରେ ପୂଜା ପାଉଥିବା ମା’ ଜାଗୁଳେଇଙ୍କ ନବରାତ୍ର ପୂଜାର ଦୃଶ୍ୟ । ଆଖିଖୋଲି ବସିଛନ୍ତି ମା’ ଜାଗୁଳେଇ । ଭକ୍ତିର ସହ ଯିଏ ତାଙ୍କୁ ଡାକିଛି ସେ ତାର ଡାକ ନିଶ୍ଚୟ ଶୁଣିଛନ୍ତି । ସନାତନ ଧର୍ମରେ ପରମଶକ୍ତି ବା ପରାଶକ୍ତି ଭାବେ ଦେବୀ ବା ସ୍ତ୍ରୀ ରୂପରେ ମାଆଙ୍କୁ ଉପାସନା କରାଯାଏ । ଦେବୀ ସକଳ ଶକ୍ତିର ପ୍ରତୀକ ଏବଂ କଲ୍ୟାଣକାରିଣୀ । ଦେବୀଙ୍କ ପ୍ରମୂଖ ପର୍ବ ହେଉଛି ନବରାତ୍ରି । ପ୍ରତିପଦାଠାରୁ ଦଶମୀ ପର୍ଯ୍ୟନ୍ତ ୯ ଦିନ ଧରି ମା’ଙ୍କ ନବରାତ୍ର ପୂଜା ଅନୁଷ୍ଠିତ ହୋଇଥାଏ । 

Advertisment
Navratri Navratri Celebration
Advertisment
Advertisment