• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Naveen Patnaik

ଏବେ ନବୀନଙ୍କ ମଉନବ୍ରତ !
Special Story: ସବୁ ଜାଣି ନବୀନ ଚୁପ୍‌, କେବେ ଖୋଲିବ ତୁଣ୍ଡ ?

ନବୀନ ବସିଛନ୍ତି ଚୁପ୍‌ । ନା କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ନା ଦଳ ଭିତରେ ଶୃଙ୍ଖଳାର ପାଠ ପଢ଼ାଉଛନ୍ତି । ଫଳରେ ପଦାରେ ପଡ଼ୁଛି କନ୍ଦଳ, ମୁହଁ ଖୋଲୁଛନ୍ତି ନେତା ।

BJD
VK Pandian in BJD Controversy: ଫେଲ୍ ମାରିଗଲା ପାଣ୍ଡିଆନ ପ୍ଲାନ, ଏବେ କରିବେ କ’ଣ ?

ପାଣ୍ଡିଆନ ପଛରେ ରହି ଏବେ ବି ଦଳକୁ ନିୟନ୍ତ୍ରଣ କରୁଛନ୍ତି । କିନ୍ତୁ ପୁଣି ସାମନାକୁ ଆସି ଦଳର ମଙ୍ଗ ଧରିବାକୁ ଯୋଜନା କରିଥିଲେ । ଆସିକା ଲୋକସଭା ନିର୍ବାଚନମଣ୍ଡଳୀର ବିଜେଡିର ଜଣେ ଯୁବନେତ୍ରୀ ଗତକାଲି ନବୀନ ନିବାସ ଆସିଥିଲେ । ତାଙ୍କ ସହ ତାଙ୍କର ଅନେକ କର୍ମୀ ମଧ୍ୟ ଆସିଥିଲେ । ଯୋଜନା ମୁତାବକ ସେମାନେ ପାଣ୍ଡିଆନଙ୍କୁ ପୁଣି ଦଳକୁ ଫେରାଇ ଆଣିବାକୁ ସଭାପତିଙ୍କୁ ଅନୁରୋଧ କରିଥାଆନ୍ତେ । କିନ୍ତୁ ସେହି ସମୟରେ ବିଧାନସଭାରେ ବିରୋଧୀ ଦଳର ଉପନେତା ଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବରିଷ୍ଠ ନେତାମାନଙ୍କର ଏକ ଟିମ୍ ଆସି ପହଞ୍ଚିଥିଲେ ନବୀନ ନିବାସରେ ।

ବିଜେଡି-ବିଜେପି ୨୦୦୦ ମସିହାରୁ ମିଶିକି ଅଛନ୍ତି
Tara Prasad Bahinipati: ‘ବିଜେଡିରେ ବିରାଟ ଫାଙ୍କ, ବିଜୁ ଆଉ ପାଣ୍ଡିଆନ ଲୋକ ଭାଗଭାଗ’: ତାରା ବାହିନୀପତି

ନବୀନ ବାବୁଙ୍କ ବିଜେପି ପ୍ରତି ପ୍ରେମ ନୁହେଁ ଭୟ । ପାଣ୍ଡିଆନ୍‌ ଘର ଭିତରେ ରହି ଗୋଟି ଚାଳନା କରୁଛନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି ।

କିଏ ଖେଳ କଲା ସଭାପତି କହିବେ
Badri Patra Target Sasmit Patra: ସସ୍ମିତ ପାତ୍ରଙ୍କୁ ଟାର୍ଗେଟ କଲେ ବଦ୍ରି; କହିଲେ, ସେ ଏତେ ବଡ଼ ସାହସ କଲେ କେମିତି ?

ସସ୍ମିତଙ୍କ କ୍ଷମତା ନାହିଁ ଦଳୀୟ ନିଷ୍ପତ୍ତି ପରିବର୍ତ୍ତନ କରିପାରିବେ । ଦଳର ମର୍ଯ୍ୟାଦା ଉପରେ ଏହା ଆଞ୍ଚ ଆଣିଛି । ଏ ବାବଦରେ ନବୀନ ବାବୁ ଜାଣିବା ପରେ ସତ୍ୟାସତ୍ୟ ସଂଗ୍ରହ କରୁଛନ୍ତି ।

‘ସସ୍ମିତ କରିଥିଲେ ଷଡ଼ଯନ୍ତ୍ର !’
Waqf Bill Vote Row: କାଠଗଡ଼ାରେ ସସ୍ମିତ; ନବୀନଙ୍କୁ ଚିଠି ଲେଖିଲେ ପ୍ରତାପ, କହିଲେ....

କିଭଳି ଆଉ କେଉଁ ପରିସ୍ଥିତିରେ ସସ୍ମିତ ପାତ୍ର ସୋସିଆଲ ମିଡିଆରେ ଦଳ ବିରୋଧୀ ଆଭିମୁଖ୍ୟ ରଖିଲେ ତାହା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ପୀଡ଼ାଦାୟକ।

ବିଜେଡିରେ ବଡ଼ ଗୋଳମାଳ
BJD: ୱକ୍‌ଫ ବିଲକୁ ନେଇ ବିଜେଡି ଦି’ ଫାଳ

ବିଜେଡି ଏବେ ଫାଳ ଫାଳ । ରାଜ୍ୟସଭାରେ ଓ୍ୱକଫ୍ ବିଲ୍ ଭୋଟିଂ ପରେ ଏ ଚିତ୍ର ଜଳ ଜଳ । ବରିଷ୍ଠଙ୍କ ଶଙ୍କା- ହୋଇଯାଇନି ତ ଭିତରେ କିଛି ଖେଳ ?

ଅଜଣା ବ୍ୟକ୍ତିଙ୍କ ଅକ୍ତିଆରରେ ବିଜେଡି
BJD: ବିଜେଡି ସାଂସଦଙ୍କ ବିବେକ ଦୁଇଫାଳ ହୋଇଗଲା କି?

ବିଜେଡି ପାର୍ଲିଆମେଣ୍ଟାରୀ କମିଟି ମିଟିଙ୍ଗରେ ମୁଖିଆଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଥିଲା ଯେ ରାଜ୍ୟସଭାରେ ଓ୍ୱକଫ୍ ବିଲକୁ ବିରୋଧ କରିବାକୁ ।

Naveen Patnaik
Naveen Patnaik: ନବୀନଙ୍କୁ ଖୋଲା ଚାଲେଞ୍ଜ୍, ସନ୍ଦିହାନ ବିଜେଡି ନେତା

ଗୋଟିଏ ପଟେ ବନ୍ଦୀ ଓ ଅନ୍ୟପଟେ ଗୃହବନ୍ଦୀ। ନବୀନ ବାବୁ ସଂଖ୍ୟାଲଘୁ ସଂପ୍ରଦାୟକୁ ଓ ଓଡ଼ିଶାବାସୀଙ୍କୁ ପ୍ରତାରିତ କରିଛନ୍ତି। ବିଜେଡିର ବିବେକବାନ ନେତାମାନେ ଏବେ ନବୀନଙ୍କୁ ପଚାରିବା ଆରମ୍ଭ କଲେଣି। ଏବେ ନବୀନ ତା’ର ଉତ୍ତର ରଖିବେ। ନବୀନ ଏବେ ପଲଟି ଯାଇଛନ୍ତି ଓ ଓଲଟି ଯାଇଛନ୍ତି ବୋଲି କହିଛନ୍ତି ପ୍ରସାଦ ହରିଚନ୍ଦନ।

BJD
Rajya Sabha Waqf Bill Controversy: ବଦ୍ରି କହିଲେ, ଖେଳ ହୋଇଛି...! କଂଗ୍ରେସ କହିଲା ଏବେ ବି ବଳବତ୍ତର ବିଜେପି-ବିଜେଡି ମେଣ୍ଟ

BJD Politics: କିଛି ଗୋଟାଏ ଖେଳ ହୋଇଥାଇପାରେ । ସେ କହିଛନ୍ତି, ୱାକଫ୍ ପ୍ରସଙ୍ଗରେ ଦଳର ନିଷ୍ପତ୍ତି ବିଷୟରେ ସଭାପତି ନବୀନ ପଟ୍ଟନାୟକ ସାଂସଦ ମୁନା ଖାନଙ୍କ ସହ ପୂର୍ବରୁ କଥା ହୋଇଥିଲେ । କିନ୍ତୁ ଦଳ ରାଜ୍ୟସଭାରେ କାହିଁକି ଗୋଟିଏ ଲାଇନରେ ଗଲାନାହିଁ । କାହିଁକି ହ୍ୱିପ୍ ଜାରି କରାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ବଦ୍ରି ପାତ୍ର । ଦଳରେ ନିଷ୍ପତ୍ତି ହେଲା ପରେ ଏଭଳି କାର୍ଯ୍ୟ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିବା ବଦ୍ରି ପାତ୍ର ଖୋଲାଖୋଲି କହିଛନ୍ତି ।

 BJD Opposes NDA
ଏନଡିଏକୁ ବିଜେଡିର ଖୋଲାଖୋଲି ବିରୋଧ

ଏନଡିଏକୁ ବିଜେଡିର ଖୋଲାଖୋଲି ବିରୋଧ । ୱାକଫ୍ ସଂଶୋଧନ ବିଲକୁ ବିରୋଧ କରିବାକୁ ବିଜେଡି ମୁଖିଆଙ୍କ ନିର୍ଦ୍ଦେଶ । ରାଜ୍ୟସଭାରେ ଭୋଟିଂ ସମୟରେ ସାଂସଦ ମାନେ ଏକାଠି ବିରୋଧ କରିବେ ।

Odisha Politics
ମୋହନ ବନାମ ନବୀନ, ଓଡ଼ିଶା ଦିବସରେ ମୁହାଁମୁହିଁ

ମୋହନ ବନାମ ନବୀନ । ଓଡ଼ିଶା ଦିବସରେ ମୁହାଁମୁହିଁ । ବିଜେଡି ମୁଖିଆଙ୍କ କହିବା କଥା ୨୦୨୪ ମସିହା ପର୍ଯ୍ୟନ୍ତ ଓଡ଼ିଶାର ସୁବର୍ଣ୍ଣଯୁଗ ଥିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହିସାବରେ ଆମେ ଗଢିବୁ ସମୃଦ୍ଧ ଓଡ଼ିଶା ।

naveen
ନବୀନ ପଟ୍ଟନାୟକ କେବେ ଆସିନଥିଲେ

#ନବୀନ_ପଟ୍ଟନାୟକ_କେବେ_ଆସିନଥିଲେ ବିଜୁବାବୁ ଆସିଥିଲେ, ଗିରିଧର ଗମାଙ୍ଗ ଆସିଥିଲେ କିନ୍ତୁ ୨୪ ବର୍ଷର ଶାସନ ଭିତରେ ନବୀନ ପଟ୍ଟନାୟକ କେବେ ଆସିନଥିଲେ।

Naveen Patnaik
ଏବେ ବି ଏକ୍‌ ନବୀନ-ପାଣ୍ଡିଆନ୍‌ !

ହମ୍‌  ଦୋନୋ  ସାଥ୍‌  ସାଥ୍‌... ଜିତେଙ୍ଗେ ହମ୍‌ ହାରେଙ୍ଗେ ହମ୍‌... ମୁଖ୍ୟମନ୍ତ୍ରୀ ଥିବାବେଳେ ଛାଇ ହୋଇଥିଲି, ପଦ ଯିବା ପରେ ବି ନବୀନଙ୍କ ସାଥୀରେ ସେମିତି ଅଛି...ଏବେ ବି ଏକ୍‌  ନବୀନ- ପାଣ୍ଡିଆନ୍‌...

ରାଜନୀତି କରିବେ ନା ରାଜ୍ୟ ଛାଡ଼ିବେ ?
Sujata Karthikeyan: କାହିଁକି ଭିଆରଏସ୍ ନେଲେ ପାଣ୍ଡିଆନଙ୍କ ପତ୍ନୀ ? ରାଜନୀତି କରିବେ ନା ଓଡ଼ିଶା ଛାଡ଼ିବେ ?

ରାଜନୀତି କରିବେ ନା ଓଡ଼ିଶା ଛାଡ଼ିବେ ? ବିଜେଡିରେ ଯୋଗ ଦେବେ ନା ବିଦେଶ ପଳେଇବେ ? କାହିଁକି ଭିଆରଏସ୍ ନେଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ?

naveen
ଓଡ଼ିଶା ଫେରିଲେ ନବୀନ ପାଣ୍ଡିଆନ

#ଓଡ଼ିଶା_ଫେରିଲେ_ନବୀନ_ପାଣ୍ଡିଆନ ଓଡ଼ିଶା ଫେରିଲେ ନବୀନ-ପାଣ୍ଡିଆନ । ଗତକାଲି ରାତି ପ୍ରାୟ ସାଢେ ୧୨ଟାରୁ ଗୋଟାଏ ମଧ୍ୟରେ ଭୁବନେଶ୍ବର ଫେରିଥିବା ସୂଚନା ମିଳିଛି । ଉଭୟ ଭୁବନେଶ୍ବର ବିମାନ ବନ୍ଦରରେ ଥିବାର ଏକ ଭିଡିଓ ସାମ୍ନାକୁ ଆସିଛି ।

Naveen Patnaik
Naveen Patnaik: ସାଙ୍ଗ ହୋଇ ଫେରିଲେ ନବୀନ ଓ ପାଣ୍ଡିଆନ୍, ଯାଇଥିଲେ ରାଜ୍ୟ ବାହାରକୁ

ନବୀନ ଓ ପାଣ୍ଡିଆନ ଭୁବନେଶ୍ବର ବିମାନ ବନ୍ଦରରେ ଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ଦୁହେଁ ଏକାଠି ବିମାନରେ ଭୁବନେଶ୍ବର ଫେରିଥିବା ସୂଚନା ମିଳିଛି। ଗତକାଲି କୋଏମ୍ବାଟୁର ଏୟାରପୋର୍ଟରେ ଏହି ଦୁଇଜଣଙ୍କୁ ଦେଖିବାକୁ ମିଳିଥିଲା ।

Ex CM Naveen Patnaik
Ex CM Naveen Patnaik: ଚାଲିଛି ରାଜନୀତି ପାଲା, ନବୀନ ଲଗାଇଛନ୍ତି ସବୁ ନାଟ !

କଂଗ୍ରେସ ଗାଡ଼ିର ଡ୍ରାଇଭର ସାଜିଛନ୍ତି ବିଜେଡି ସୁପ୍ରିମୋ ? ଗୃହରେ ଗର୍ଜୁଛନ୍ତି, ଗୃହ ବାହାରେ ଏକାଠି ପ୍ରତିବାଦ କରୁଛନ୍ତି । ଅପ୍ରସଙ୍ଗକୁ ନେଇ କମ୍ପାଉଛନ୍ତି ବିଧାନସଭା । 

କଂଗ୍ରେସର B ଟିମ୍‌ ବିଜେଡି
Odisha Assembly: କଂଗ୍ରେସର ଆଗ୍ରେସିଭ ମୁଡ୍, ଦିଶାହୀନ ହୋଇଛି ବିଜେଡି…ଲୋକଙ୍କ ସ୍ବାର୍ଥକୁ ଫୋକସ କରୁନି ଶଙ୍ଖ ଦଳ

୧୧ ଫେବ୍ରୁଆରୀ ୨୦୨୫ । ଭକ୍ତ ଚରଣ ଦାସ ନୂଆ ପିସିସି ସଭାପତି ନିଯୁକ୍ତ । ୧୫ ଫେବ୍ରୁଆରୀ ୨୦୨୫ । ଅଜୟ କୁମାର ଲଲ୍ଲୁଙ୍କୁ ନୂଆ ପିସିସି ପ୍ରଭାରୀ ଦାୟିତ୍ବ । ଅଜୟ ଓ ଭକ୍ତ ଅର୍ଥାତ୍ A ଓ B ବଳରେ ବଳିୟାନ୍ ହେଉଛି C ଅର୍ଥାତ୍ କଂଗ୍ରେସ ।

ନବୀନ ବଦଳାଇଲେ ଷ୍ଟାଣ୍ଡ
Special Story: ତାମିଲନାଡୁ ଶରଣରେ ନବୀନ, ବଦଳାଇଲେ ଷ୍ଟାଣ୍ଡ

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ କେନ୍ଦ୍ର ସରକାର ବିରୋଧୀ ମେଳି କରିଥିବାରୁ ତାଙ୍କୁ ଧନ୍ୟବାଦ ଦେଇ ବିଜେଡି ମୁଖିଆ ଭିଡିଓ ବାର୍ତ୍ତା ଦେଇ ଜଣାଇବାକୁ ଚାହିଁଛନ୍ତି ଆଉ ଏନଡିଏକୁ ନୁହେଁ କଂଗ୍ରେସକୁ ସପୋର୍ଟ କରିବେ ।

naveen
ନବୀନଙ୍କ ଷ୍ଟାଣ୍ଡ ବଦଳିଗଲା!

#ନବୀନଙ୍କ_ଷ୍ଟାଣ୍ଡ_ବଦଳିଗଲା! ସବୁବେଳେ ସମଦୂରତା କଥା କହି ପୂର୍ବରୁ NDAକୁ ଅହେତୁକ ସହାୟତା ଯୋଗାଇ ଆସୁଥିବା ନବୀନ, ଆଜି ପ୍ରଥମ ଥର ପାଇଁ ନେଇଛନ୍ତି ବିଜେପି ବିରୋଧୀ ଷ୍ଟାଣ୍ଡ୍। ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ଚେନ୍ନାଇରେ ଆୟୋଜିତ ବିରୋଧୀଙ୍କ ବୈଠକରେ ଯୋଗ ଦେଇଚନ୍ତି ବିଜେଡି ନେତା। ଭିଡିଓ ବାର୍ତ୍ତା ରଖି ନବୀନ ବି କରିଛନ୍ତି ବିରୋଧ। ତେବେ ନବୀନଙ୍କ ହଠାତ୍ ଏମିତି ଷ୍ଟାଣ୍ଡକୁ ନେଇ ଅନେକ ଚର୍ଚ୍ଚା। ବିଜେପିକୁ ବିରୋଧ କରି କଂଗ୍ରେସ ସହ ବିଜେଡି ମେଣ୍ଟ କରୁଛି ବୋଲି କହିଛି ବିଜେପି।

ଡିଲିମିଟେସନ୍‌: ବିରୋଧୀ ମେଳି
Delimitation JAC meeting: ଚେନ୍ନାଇରେ ଡିଲିମିଟେସନ ବିରୋଧୀ ଗୋଷ୍ଠୀଙ୍କ ମେଳି, ବିଜେଡି ସହ ୮ ରାଜ୍ୟର ବିରୋଧୀ ଦଳ ପ୍ରତିନିଧି ସାମିଲ

କେନ୍ଦ୍ର ସରକାରଙ୍କ ପକ୍ଷରୁ ହେବାକୁ ଯାଉଥିବା ସୀମା ପୁନଃ ନିର୍ଦ୍ଧାରଣ ଦ୍ୱାରା ଏହି ସବୁ ରାଜ୍ୟ ପ୍ରଭାବିତ ହେବ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

bjd
ଚେନ୍ନାଇରେ ଚାଲ୍‌ କରୁଛି ବିଜେଡି

ଚେନ୍ନାଇ ଗଲା ବିଜେଡି । ବିଜେପି ବିରୋଧରେ ବାନ୍ଧିବ ମେଳି । ବସିବ ବୈଠକ, ରାଜନୀତି ପାଇଁ କଷିବ ଅଙ୍କ । ଶନିବାର ଦିନ ଚେନ୍ନାଇରେ ହେବାକୁ ଥିବା ବୈଠକରେ ଯୋଗ ଦେବାକୁ ଚେନ୍ନାଇ ଯାଇଛନ୍ତି ବିଜେଡି ପ୍ରତିନିଧି । ଡିଲିମିଟେସନ ନେଇ ଏହି ବୈଠକ ହେବାକୁ ଯାଉଛି ।

ପାଣ୍ଡିଆନ୍‌ ନବୀନଙ୍କୁ ଗୋଇଠା ମାରିଥିଲେ
'ନବୀନଙ୍କୁ ପାଗଳ କରି ରଖାଯାଇଥିଲା'

କେତେବେଳେ ଫ୍ଲାଇଂ କିସ୍ ଦେଉଥିଲେ ତ କେତେବେଳେ ଆଖି ମାରୁଥିଲେ ନବୀନ। ପାଣ୍ଡିଆନ କେତେବେଳ ତାଙ୍କ ହାତ ମାଡି ବାସୁଥିଲେ, ଗୋଇଠା ମାରୁଥିଲେ। କିନ୍ତୁ ଏବେ ନବୀନ ସୁନ୍ଦର ଭାବେ ସମସ୍ତଙ୍କ ସହ ମିଶୁ ଛନ୍ତି, ସୁନ୍ଦର ଭାବେ କଥା ହେଉଛନ୍ତି।

ନବୀନଙ୍କୁ ଭରସା କରୁଥିଲେ ଦିପାଳୀ
ନବୀନଙ୍କୁ ଭରସା କରୁଥିଲେ ଦିପାଳୀ, କିନ୍ତୁ...

କୌଣସି ଏକ ପରିସ୍ଥିତିରେ ପଡି ଦିପାଳୀ ସେତେବେଳେ ଚୁପ ଥିଲେ। ଆଉ ଏବେ ତଦନ୍ତକାରୀ ଅଫିସର ବଦଳିବା ପରେ କିଛି ନୁଆ ତଥ୍ୟ ଦେଇ ଥାଇପାରନ୍ତି ଦିପାଳୀ ।

BJD
BJD: ଆକ୍ରମଣାତ୍ମକ ହେଉଛି ବିଜେପି, ଦୃଶ୍ୟମାନ ହେଉନାହାନ୍ତି ବିଜେଡି ନେତା !

ଅନେକ ପୁରୁଖା ନେତା ଆଦୌ ମୁହଁ ଖୋଲୁନାହାନ୍ତି ? କୌଣସି ସାମାଜିକ, ରାଜନୈତିକ ଅବା ସ୍ଥାନୀୟ ପ୍ରସଙ୍ଗରେ ସେମାନଙ୍କ ସକ୍ରିୟତା ଦୃଶ୍ୟମାନ ହେଉନାହିଁ l ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ, ପଦ୍ମନାଭ ବେହେରା, ପ୍ରଫୁଲ୍ଲ ମଲିକ, ଚନ୍ଦ୍ରଶେଖର ସାହୁ, ଭୂପିନ୍ଦର ସିଂହ, ଡ଼ଃ.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ରମେଶ ଚନ୍ଦ୍ର ମାଝୀ, ପିନାକୀ ମିଶ୍ର ଆଦି ନେତାଙ୍କର ଆଗଭଳି ରାଜନୈତିକ ସକ୍ରିୟତା ଦେଖିବାକୁ ମିଳୁନି l