/odishatv-khabar/media/media_files/2025/11/18/naveen_patnaik-2025-11-18-12-32-37.jpg)
NAVEEN_PATNAIK Photograph: (OTV)
ହସ୍ପିଟାଲ ଗଲେ ନବୀନ ପଟ୍ଟନାୟକ। ଏକ ଘରୋଇ ହସ୍ପିଟାଲକୁ ଆସି ନିଜର ଆଖି ପରୀକ୍ଷା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆଜି ସକାଳେ ସେ ଏଠାକୁ ଆସି ନିଜର ଆଖି ପରୀକ୍ଷା କରିଛନ୍ତି।
Advertisment
ପୂର୍ବରୁ ଗତ ଜୁନ ମାସରେ ନବୀନଙ୍କ ସର୍ଭିକାଲ ଆର୍ଥ୍ରାଇଟିସ ଅସ୍ତ୍ରୋପ୍ରଚାର ହୋଇଥିଲା। ମୁମ୍ବାଇରେ ଏହି ଅପରେସନ ପରେ ସୁସ୍ଥ ହୋଇ ଫେରିଥିଲେ ନବୀନ। ଆଜି ପୁଣି ଦୃଷ୍ଟି ସମସ୍ୟା ଦେଖାଦେଇଥିବାରୁ ଆଖି ଚେକ ଅପ୍ କରିଛନ୍ତି।
Advertisment



Related Articles
Kansa's name announced: ବରଗଡ଼ ଧନୁଯାତ୍ରା ପାଇଁ କଂସଙ୍କ ନାଁ ଘୋଷଣା; ୪୪ଜଣଙ୍କୁ ନେଇ ହୋଇଥିଲା ଅଡିସନ୍
POSTED

Top Naxal commander Hidma killed: ବଡ ଏନକାଉଣ୍ଟର: ପତ୍ନୀ ସହ ଟଳିଲା ଟପ୍ ମାଓନେତା ‘ହିଡମା’
POSTED

Salia Sahi Eviction: ସାଲିଆ ସାହିରେ ବୁଲିଲା ବୁଲଡୋଜର: ଉଚ୍ଛେଦରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ
POSTED

Diplomatic Negotiation: ହସିନାଙ୍କୁ ପ୍ରତ୍ୟର୍ପଣ ଦାବି, କ'ଣ ରହିବ ଭାରତର ଆଭିମୁଖ୍ୟ ?
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)