OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ବିଧାନସଭାରେ ଉଠିଲା ପୋଲାଭରମ୍ ପ୍ରସଙ୍ଗ। ବିରୋଧୀଙ୍କ ଗର୍ଜନ ଓ ନାରାବାଜିରେ କମ୍ପିଲା ଗୃହ। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କହିଲେ...
NEWS FUSE | Hilarious Reaction Of Uncles on Noise Pollution In Odisha #ମଉସାଙ୍କ_କି_କଥା_ମ ଆରେ ନାରଣ ମଉସା
କଂଗ୍ରେସ ଓ ଭାଜପା ନେତା ବିଜେଡିକୁ ଆସି କେବଳ ଯେ ଭିଡ଼ ଜମାଇଲେ ତାହା ନୁହେଁ । ସେମାନେ ଆସ୍ଥାନ ଜମାଇ ପୁରୁଣା ନେତାମାନଙ୍କ ଉପରେ ରାଜ୍ କରିବାକୁ ଲାଗିଲେ । କଂଗ୍ରେସରୁ ବିଜେଡି ଆସିଥିବା ସୁଲୋଚନା ଦାସ ଭୁବନେଶ୍ୱର ମେୟର ହେଲେ । କଂଗ୍ରେସ ନେତା ମାନସ ମଙ୍ଗରାଜ ବିଜେଡିର ହର୍ତ୍ତାକର୍ତ୍ତା ଦଇବ ବିଧାତା ସାଜିଲେ । ନିର୍ବାଚନ ପୂର୍ବରୁ ଶଙ୍ଖଭବନରେ ସେ ବାହାର ଦଳର ନେତାମାନଙ୍କୁ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିବାରେ ସର୍ବାଗ୍ରେ ଥିବା ଦେଖାଗଲା ।
#କାଠଗଡ଼ାରେ_କାନ୍ଦିଲେ_ମହାନ୍ତି_ବାବୁ କାଠଗଡ଼ାରେ ବିଜେପିର ଟାଣୁଆ ନେତା
#କଂଗ୍ରେସ_ବିଜେଡି_ଭେଟ ପୁରୁଣା କଂଗ୍ରେସ ନେତାଙ୍କ ସହ ନୂଆ ବିଜେଡି
‘#ଟୋକା_ମୋର_ଶୋଇ_ସୁନେଲି_ସ୍ୱପ୍ନ_ଦେଖୁଛି’ ମୁଁ ତ ଜନମ କଲା ବାପାରେ...
TASTE OF ODISHA EP 422 | 30 NOV 2024 | OTV This show brings Odia food and cuisine to the limelight. The anchor travels to different households to get
NEWS FUSE | Hilarious Answers Of Visitors About Odia Cinema At Bali Yatra, Cuttack #ନାଁ_ନଜାଣି_ଫଟୋ_ଉଠା ସରିଛି କଟକର
News Fuse Dec 4, 2024 | Watch Special Episode Of Odisha\'s Top Laugh-Out-Loud Comedy Show OdishaTV is Odisha\'s no 1 News Channel. OTV being the first
ଫ୍ୟୁଜ୍ ବିତର୍କ : ସାଉଣ୍ଡ ପଲ୍ୟୁସନ୍ ର କାରଣ କ\'ଣ ? | ଭୁବନେଶ୍ୱର | ଚୌଦ୍ୱାର
#କଇଁ_ଫୁଲ_ପିଠଉ ଘରେ ତିଆରି କରନ୍ତୁ ଏହି ସନ୍ଦୁର ରେସିପି କଇଁ ଫୁଲ ପିଠଉ
#ମୋଦିଙ୍କ_ଫୋକସରେ_ଓଡ଼ିଶା ମୋଦିଙ୍କ ଫୋକସରେ ଓଡ଼ିଶା । ବିଜେପି ରାଜ୍ୟ
#ସେଦିନ_ସନ୍ଧ୍ୟାରେ_କଣ_ହେଲା ? ସତ କହିଲେ ବିଧାୟକ ଯାଜପୁରରେ ସେଦିନ ସନ୍ଧ୍ୟାରେ
#ସିଏ_ବାଡ଼େଇଲେ_ମୁଁ_ଛାଡ଼ିଦେବି ଦାମ୍ପତ୍ୟ ଜୀବନରେ ଉଠିଛି ଝଡ଼ । ବଚସା
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିଙ୍କ ରାନଜୈତିକ ଷ୍ଟ୍ରାଟେଜି, ଓଡ଼ିଶାରେ ଗୋଟେ ଯୁଗକୁ ପରିବର୍ତ୍ତନ କରିଦେଲା। ୨୪ ବର୍ଷ ପୁରୁଣା ଲୋକପ୍ରିୟ ନବୀନ ସରକାରକୁ ହଟାଇ ପ୍ରଥମଥର ପାଇଁ ଓଡ଼ିଶାରେ ହେଲା ବିଜେପି ସରକାର। ରାଜନୈତିକ ପଣ୍ଡିତମାନଙ୍କ ମତ ହେଲା, ଏବେ ଓଡ଼ିଶା ପାଲଟିଛି ମୋଦିଙ୍କ ପାଇଁ ନୂଆ ପ୍ରୟୋଗଶାଳା। ଏଇଠୁ ହିଁ ହେବ ପୂର୍ବ ଭାରତ ବିଜୟର ଅଭିଯାନ।
ଏବେବି ଭିକେ ପାଣ୍ଡିଆନଙ୍କୁ ନେଇ ଓଡ଼ିଶା ଲୋକଙ୍କ ମନରେ ଅନେକ ପ୍ରଶ୍ନ। ନିର୍ବାଚନ ପରେ ସେ କୁଆଡ଼େ ଗାଏବ୍ ଥିଲେ? ସେ କେଉଁଠି ରହୁଛନ୍ତି, ନବୀନ ନିବାସ ଆସୁଛନ୍ତି ନା ନାହିଁ, ରାଜନୀତିରୁ ସଂପୂର୍ଣ୍ଣ ସନ୍ୟାସ ନେଇଗଲେ କି, ଏମିତି ଅନେକ ପ୍ରଶ୍ନ ଏବେବି ଗାଁ ଗହଳିର ରାଜନୈତିକ ଖଟିରେ କଥା ପଡୁଛି। ତେବେ ଆଜିର ଏଇ ଲେଖାଟି ସେଇ ପାଣ୍ଡିଆନଙ୍କ ସଂପର୍କରେ, ଯିଏ ନିକଟରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। କଣ ଏହାର କାରଣ, କାହା ଭୋଜିକୁ ଯାଇଥିଲେ, ଜାଣିବା ଏଇ ଲେଖାରୁ।
#ରୂପଚାନ୍ଦି_ମାଛ_ପୋଡ଼ା ଘରେ ତିଆରି କରନ୍ତୁ ରୂପଚାନ୍ଦି ମାଛ ପୋଡ଼ା ।
#ମୋଦିଙ୍କ_ଫୋକସରେ_ଓଡ଼ିଶା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସରେ
#ତମେ_ସତ୍ୟ_ପୁରୁଷ #ତମ_ପୁଅ_ସତ୍ୟ_ପୁରୁଷ ବାପାଙ୍କ ଆଦର ପାଇଁ ବିଗିଡ଼ି
This show is the most challenging show as it focuses on resolving real life issues of the people. It looks into family complications, misunderstanding
ଗତ ସାଧାରଣ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରଠୁ ପାଣ୍ଡିଆନ୍ ଅଜ୍ଞାତବାସରେ ଥିଲେ ବୋଲି ଚର୍ଚ୍ଚା ହେଉଥିଲା । କାରଣ ସର୍ବସାଧାରଣ ସ୍ଥାନରେ କିମ୍ୱା କୌଣସି ସଭାସମିତିରେ ତାଙ୍କୁ କେହି କେବେ ଦେଖିନଥିଲେ । କିନ୍ତୁ ଜଣେ ବିଜେଡି ବିଧାୟକଙ୍କ ସାମାଜିକ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିଛି ।
#ସ୍ୱାମୀଙ୍କ_କଥା_ଭାବି_ମୁଣ୍ଡ_ହ୍ୟାଙ୍ଗ୍ ସ୍ୱାମୀ-ସ୍ତ୍ରୀଙ୍କ ବୟସରେ
#ଫ୍ୟୁଜ_ଉପରେ_ଆପଣଙ୍କ_ମତ ଆମେ କରିଥିଲୁ ଫ୍ୟୁଜ୍, ଆପଣ ଦେଇଥିଲେ ମତ। ଦେଖନ୍ତୁ