• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Murder

Mystery Surrounds Womans Death
ସ୍ବାମୀ କରୁଥିଲା ଗୁଣିବିଦ୍ୟା, ପତ୍ନୀଙ୍କ ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ...

ମୃତ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ, ତାଙ୍କ ଝିଅକୁ ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ କନ୍ଧମାଳ ଜିଲ୍ଲା ସଦର ଥାନା ଡାଡିକେଜୁ ଗାଁରେ ଖେଳିଯାଇଛି ଚାଞ୍ଚଲ୍ୟ। 

Nuapada
ଘରୋଇ କଳିରୁ ବାପାର ଅମାନୁଷିକ କାଣ୍ଡ; ପୁଅକୁ ହତ୍ୟା କଲା, ଝିଅର ତଣ୍ଟି କାଟିଲା !

୧୪ ମାସର ପୁଅକୁ ହତ୍ୟା ସହ ୧୦ ବର୍ଷର ଝିଅର ଗଳା କାଟିଲା ବାପା ।

Murder
ଡାକ୍ତରଙ୍କୁ ବୀଭତ୍ସ ହତ୍ୟା; ଡ୍ରେସିଂ ବାହାନାରେ ଆସି ଗୁଳି କରିଦେଲେ ଦୁର୍ବୃତ୍ତ

ନର୍ସିଂ ହୋମ୍‌ରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା। ଚିକିତ୍ସା ବାହାନାରେ ଆସି ଡାକ୍ତରଙ୍କୁ ମାରିଦେଲେ ଦୁଇ ଯୁବକ। ଦକ୍ଷିଣପୂର୍ବ ଦିଲ୍ଲୀ ଜୌତପୁର ଖଡା କଲୋନୀରେ ଘଟିଛି ଏହି ହତ୍ୟାକାଣ୍ଡ।

Delivery Man Killed
ଆଇଫୋନ୍‌ ପାଇଁ ତଣ୍ଟିଚିପି ହତ୍ୟା

ଆଇଫୋନ୍‌ ପାଇଁ ତଣ୍ଟିଚିପି ହତ୍ୟା... ଡେଲିଭରୀ ବଏକୁ କଲବଲ କରି ମାରିଲେ ଯୁବକ । ହତ୍ୟା ପରେ ଅଖାରେ ବାନ୍ଧି କେନାଲରେ ଭସାଇ ଦେଲା ଅଭିଯୁକ୍ତ । ଏପରି ଏକ ଚାଞ୍ଚଲ୍ୟକର ଘଟଣା ସାମ୍‌ନାକୁ ଆସିଛି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌରୁ । ଯାହା କି ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।

Bangluru murder
ମାରିଥିଲା ବେଙ୍ଗାଳୁରୁରେ, ଜୀବନ ହାରିଦେଲା ଭଦ୍ରକରେ

୫୯ ଖଣ୍ଡ କରି ହତ୍ୟା ପରେ ମହାଲକ୍ଷ୍ମୀଙ୍କ କଟା ଶରୀର ରଖିଥିଲା ଫ୍ରିଜରେ । ବଡ଼ଭାଇ ଦ୍ବାରା କେମିତି ହୋଇଥିଲା ମର୍ଡର, ଷ୍ଟୋରୀ କହିଲା ସାନଭାଇ ।

Bengaluru Horror
ମହାଲକ୍ଷ୍ମୀ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା!!! ଓଟିଭି ହାତରେ EXCLUSIVE ସୂଚନା

କେମିତି ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ସେ ସବୁ ଗୋଟି ଗୋଟି କରି ବଖାଣିଛନ୍ତି ତାଙ୍କ ସାନ ଭାଇ । ଓଟିଭିକୁ ଅଭିଯୁକ୍ତର ସାନ ଭାଇ ସତ୍ୟରଞ୍ଜନ ରାୟ EXCLUSIVE ସୂଚନା ଦେଇଛନ୍ତି ।

Bengaluru Crime
ମହାଲକ୍ଷ୍ମୀଙ୍କୁ ୫୯ ଖଣ୍ଡ କାଟି ଫ୍ରିଜରେ ରଖିଥିଲା !

ହତ୍ୟା ପରେ ମୁକ୍ତିରଞ୍ଜନ ଓଡ଼ିଶା ପଳାଇ ଆସିଥିଲା ।

Murder
କିଣିଲେ ନୂଆ ମୋବାଇଲ, ଦେଲେନି ଟ୍ରିଟ୍...ସାଙ୍ଗମାନେ ଛୁରି ଭୁସି କଲେ ହତ୍ୟା

ମୃତ ସଚିନ ଶାକରପୁର ଅଞ୍ଚଳର ଏକ ସରକାରୀ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ୁଥିଲେ । ତିନିଜଣ ବ୍ୟକ୍ତି ତାଙ୍କୁ ଅନେକ ଥର ଛୁରୀରେ ଆକ୍ରମଣ କରିଥିଲେ ।

Principal Kills Girl
ଦୁଷ୍କର୍ମ ଉଦ୍ୟମ ପରେ ଛାତ୍ରୀକୁ ମାରି ଫିଙ୍ଗିଦେଲେ ସାର୍; ଧରାଇଦେଲା ଗୁଗଲ୍ ଟାଇମଲାଇନ୍‌

ଦୁଷ୍କର୍ମ ଉଦ୍ୟମ ପରେ ଛାତ୍ରୀକୁ ମାରି ପିଙ୍ଗିଦେଲେ ସ୍କୁଲ ପ୍ରିନ୍ସପାଲ୍। ଦୋଷ ଲୁଚାଇବା ପାଇଁ ପରିବାର ଲୋକଙ୍କ ସହ ମିଶି ଖୋଜାଖୋଜି ବି କଲେ। ହେଲେ ଅଭିଯୁକ୍ତ ପ୍ରିନ୍ସପାଲ୍ ସାର୍‌ଙ୍କୁ ଧରାଇଦେଲା ଗୁଗଲ ଟାଇମଲାଇନ୍‌।

Deadbody inside suitcase
ଘର ପାଖରେ ପଡ଼ିଥିଲା ବାକ୍ସ, ଭିତରେ ଥିଲା ମହିଳାଙ୍କ ଖଣ୍ଡ ବିଖଣ୍ଡିତ ଶବ

ସୁଟକେସରେ ଯେଉଁ ମହିଳାଙ୍କ ମୃତଦେହ ମିଳିଥିଲା, ତାଙ୍କ ନାଁ ଦୀପା ବୋଲି ଜଣା ପଡ଼ିଛି ।

Crime
ପ୍ରେମ-ପ୍ରତାରଣାର ସାଂଘାତିକ ସାଇଡ୍ ଇଫେକ୍ଟ, ପ୍ରେମିକାଙ୍କ ରହସ୍ୟଜନକ ମୃତ୍ୟୁ !

ସଂସାର ଆଶାରେ ଘର ଛାଡ଼ି ପ୍ରେମିକ ସହ ଥିବା ପ୍ରେମିକାର ପ୍ରାଣହାନୀ । ଖଣ୍ଡଗିରି ଅଞ୍ଚଳରେ ପ୍ରେମିକାର ଶବକୁ ଛାଡ଼ି ପ୍ରେମିକ ଗାୟବ ।

Murder
ଏକାଠି ରହିବାକୁ କହିଲା ସ୍ତ୍ରୀ; ଛୁରି ଭୁସି କାର୍ ଭିତରେ ଜୀବନ ନେଲା ସଇତାନ୍ ସ୍ୱାମୀ

ଗୌତମ ଓ ମାନ୍ୟା ୬ମାସ ତଳେ ପରିବାର ଲୋକଙ୍କ ସହମତି ବିନା ବିବାହ କରିଥିଲେ। ଏହାପରେ ସେମାନେ ନିଜ ନିଜ ପରିବାର ଲୋକଙ୍କ ସହ ରହିଆସୁଥିଲେ।

Crime
୩ ଦିନ ହେଲା ନିଖୋଜ ଥିଲେ ନାବାଳିକା, ଏବେ ପରିତ୍ୟକ୍ତ ଘରୁ ମିଳିଲା ମୃତଦେହ

ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ ।

Swami Laxmanananda Saraswati
ଦୋହଲି ଯାଇଥିଲା ରାଜ୍ୟ ରାଜନୀତି, ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡକୁ ପୂରିଲା ୧୬ ବର୍ଷ

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡକୁ ପୂରିଛି ୧୬ ବର୍ଷ । ଆଜି କନ୍ଧମାଳ ଜିଲ୍ଲା ଜଲେଶପଟ୍ଟା ଆଶ୍ରମରେ ପାଳିତ ହେବ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଶ୍ରଦ୍ଧାଞ୍ଜଳି ସଭା ।

Murder
ମଦ୍ରାସା ଛୁଟି କରିବାକୁ ସୁପରପ୍ଲାନ୍; ୩ ନାବାଳକ କ୍ରାଇମ୍‌ ସୋ’ ଦେଖି ଶିଶୁକୁ କଲେ ହତ୍ୟା

ଛୁଟି ପାଇଁ ୫ ବର୍ଷର ଶିଶୁକୁ ମାରିଦେଲେ ୩ ନାବାଳକ ଛାତ୍ର। ଉତ୍ତର-ପୂର୍ବ ଦିଲ୍ଲୀର ଏକ ମଦ୍ରାସାରେ ଏହି ହତ୍ୟାକାଣ୍ଡ ଘଟିଛି।

Kolkata
RG କର ମେଡିକାଲ କଲେଜରେ ଚାଲୁଥିଲା ସେକ୍ସ ରାକେଟ୍, ବାହାରୁ ଆସୁଥିଲେ ଯୁବତୀ

RG କର ମେଡିକାଲ କଲେଜ ହଷ୍ଟେଲକୁ ବାହାରୁ ଯୁବତୀ ଆସୁଥିଲେ। ଏସବୁର ପ୍ରଚ୍ଛଦପଟ ନାୟକ ଥିଲେ ତତ୍କାଳୀନ ଅଧକ୍ଷ ସନ୍ଦୀପ ଘୋଷ ।

CCTV
କୋଲକାତା ଲଜ୍ଜାର ବଡ଼ ପ୍ରମାଣ: ସାମ୍ନାକୁ ଆସିଲା ଅଭିଯୁକ୍ତ ସଞ୍ଜୟର ସିସିଟିଭି ଫୁଟେଜ୍

ଦିନ ଯେତେ ଗଡୁଛି ପ୍ରତିବାଦ ସେତେ ବଢୁଛି । ନ୍ୟାୟ ଦାବିରେ କି ଦିନ କି ରାତି ପ୍ରତିବାଦ ଦିନକୁ ଦିନ ବ୍ୟାପକ ହେଉଛି । କୋଲକାତା ଆରଜି କର ମେଡିକାଲ କାଣ୍ଡର ଅଭିଯୁକ୍ତକୁ କଠୋରରୁ କଠୋର ଶାସ୍ତି ଏବଂ ପୀଡିତାଙ୍କୁ ନ୍ୟାୟ ଦାବିରେ କୋଲକାତା ରାଜରାସ୍ତାରେ ଅଭୟା ପାଇଁ ନ୍ୟାୟ ଯାତ୍ରା କରାଯାଇଛି ।

Kolkata Doctor Case
ଆର.ଜି.କର ହସ୍ପିଟାଲ ଯିବାକୁ ଚାହୁଁ ନଥିଲେ ଅଭୟା

କୋଲକାତା ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଂଜୟ ରାୟକୁ ଆଜି ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Swami Laxmanananda Saraswati
କଳଙ୍କିତ ତାରିଖ, ବଳିଦାନ ଦିବସ.. କେବେ ମିଳିବ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ନ୍ୟାୟ!

ଆଜିର ଦିନରେ ୧୬ ବର୍ଷ ତଳେ କନ୍ଧମାଳରେ ବେଦାନ୍ତକେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା ।

Kolkata Doctor Case
ଓଟିଭି ହାତରେ ଲାଗିଲା ବଡ଼ ତଥ୍ୟ, ଆର.ଜି.କର ହସ୍ପିଟାଲ ଯିବାକୁ ଚାହୁଁ ନଥିଲେ ଅଭୟା

କୋଲକାତା ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଂଜୟ ରାୟକୁ ଆଜି ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Kolkata Case accused Sanjay Roy
କୋଲକାତା ଲଜ୍ଜା: ଅଭିଯୁକ୍ତ ସଞ୍ଜୟର ନିଶା ଥିଲା ପର୍ଣ୍ଣ ଭିଡିଓ, ପଶୁ ଭଳି ଥିଲା ଆଚରଣ

କୋଲକାତା ମେଡିକାଲ କଲେଜ ଜଘନ୍ୟ ହତ୍ୟାକାଣ୍ଡର ଅଭିଯୁକ୍ତ ସଞ୍ଜୟ ବିଷୟରେ ମିଳିଲା ଚାଞ୍ଚଲ୍ୟକର ତଥ୍ୟ । ସେ ଥିଲା ପଶୁ ପ୍ରବୃତ୍ତିର ବ୍ୟକ୍ତି ଓ ପର୍ଣ୍ଣ ଭିଡିଓ ଦେଖିବାରେ ଥିଲା ଅଭ୍ୟସ୍ତ ।

Odisha Crime
ରାକ୍ଷୀରେ ହତ୍ୟା କରିଥିଲେ ଭଉଣୀକୁ, ଆଜି ଚାଲିଗଲା ନିଜ ଜୀବନ

ଗତକାଲି ଭାଇ ଭଉଣୀର ସମ୍ପର୍କରେ ଲାଗିଥିଲା ରକ୍ତର ଦାଗ । ରାକ୍ଷୀରେ ଭଉଣୀକୁ ମାରିଥିଲା ଭାଇ । ଛୁରୀରେ ବେକ କାଟିଲା, ପରେ ଫେରାର ହେବାକୁ ଚେଷ୍ଟା କରିଥିଲା । ତେବେ ବିଧିର ବିଧାନ ଥିଲା ବିଚିତ୍ର ।

Polygraph Test
ଆଜି ହୋଇପାରେ ପଲିଗ୍ରାଫ୍ ଟେଷ୍ଟ!! ସିବିଆଇକୁ ଅନୁମତି ଦେଇଛନ୍ତି କୋଲକତା ହାଇକୋର୍ଟ

କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଶୁଣାଣି କରିବେ ୩ ଜଣିଆ ଖଣ୍ଡପୀଠ ।

Kolkata Rape Murder Case
ହୋସ୍ ଉଡ଼ାଇ ଦେଲା ଅଟୋପ୍‌ସି ରିପୋର୍ଟ! ! ମିଳିଲା ଛାତିଥରା ତଥ୍ୟ, ଶରୀରରେ ୧୪ଟି ଗଭୀର କ୍ଷତ

ସେ ଦିନ ରାତିରେ ଅଭିଯୁକ୍ତ ପିଶାଚ ସହ ଖୁବ୍ ଲଢ଼ିଥିଲେ ବାହାଦୂର ଅଭୟା । ଫଳରେ ଶରୀରର ପ୍ରାୟ ସବୁ ଭାଗରେ ଆଘାତ ଲାଗିଥିଲା । ଏମିତି କୌଣସି ଅଂଶ ନଥିଲା ଯେଉଁଠି ଆଘାତ ଲାଗିନି, ଯେଉଁଠି କ୍ଷତ ପହଞ୍ଚିନି ।

Murder Case
ଦୁଇଦିନ ପୂର୍ବର ରାଗ ରଖିଥିଲା ସାଙ୍ଗ; ପାଖକୁ ଡାକିଲା, ହସି ହସି ଗୁଳି ମାରିଦେଲା

ଏହି ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ଫେରାର ଅଛନ୍ତି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ୍‌ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି ।