ଜଣେ ମହିଳା ଅଭିଯୋଗ ଆଣିଛନ୍ତି ଯେ, ତାନ୍ତ୍ରିକଙ୍କ କଥାରେ ପଡ଼ି ସ୍ୱାମୀ ଓ ଶାଶୁ ଘର ଲୋକ ତାଙ୍କୁ ସର୍ବସମ୍ମୁଖରେ ଉଲଗ୍ନ ହୋଇ ସ୍ନାନ କରିବାକୁ ବାଧ୍ୟ କରିଥିଲେ। ସାଧାରଣ ସ୍ଥାନରେ ଥିବା ଝରଣାରେ ଉଳଗ୍ନ ହୋଇ ଗାଧୋଇଲେ ପୁତ୍ର ସନ୍ତାନ ପ୍ରାପ୍ତି ହେବ ବୋଲି ତାନ୍ତ୍ରିକ ଜଣକ ଆଶ୍ୱାସନା ଦେଇଥିଲେ।
ମହାରାଷ୍ଟ୍ର ଗୁଜରାଟରେ ବର୍ଷା ବିତ୍ପାତ । ପୂର୍ଣ୍ଣା ଓ କାବେରୀ ନଦୀ ଭୟଙ୍କର ରୂପ ଧାରଣ କରିଛି । ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବହୁ ଅଞ୍ଚଳ ଜଳମଗ୍ନ...
ଜୟଶ୍ରୀରାମ ଜୟଶ୍ରୀରାମ କହି ଉଦ୍ଧବଙ୍କୁ ଅନାଥ କରିଦେଲେ, ଏକନାଥଙ୍କୁ ରାଜା କରିଦେଲେ....କଣ କହିବୁ କହ....ଅଟୋ ଚଳାଉ ଚଳାଉ ଏବେ ରାଜ୍ୟ ଚଳାଇବେ ସିନ୍ଦେ, ହେଲେ ଏ ନାଟକ ଲେଖିଥିଲା କିଏ?
ସଂଖ୍ୟା ନଥିବା ସତ୍ତ୍ୱେ ବିଜେପି ପ୍ରାର୍ଥୀ ଧନଞ୍ଜୟ ମହାଦିକ୍ଙ୍କ ବିଜୟ ପରେ ମହାରାଷ୍ଟ୍ରରର ମେଣ୍ଟ ସରକାରରେ ଅସନ୍ତୋଷ ଦାନା ବାନ୍ଧୁଥିବା ଇଙ୍ଗିତ କରିଥିଲା । କିଛି ମେଣ୍ଟ ବିଧାୟକଙ୍କ କ୍ରସ୍ ଭୋଟିଂ ଧନଞ୍ଜୟଙ୍କ ବିଜୟର ପଥ ସୁଗମ କରିଥିଲା ।
ବିଦ୍ରୋହୀ ବିଧାୟକମାନଙ୍କ ପ୍ରତି ଭାବୁକ ଶବ୍ଦରେ ଉଦ୍ଧବଙ୍କ ସନ୍ଦେଶ । ତୁମମାନଙ୍କ ମଧ୍ୟରୁ ଜଣେ କେହି ଇସ୍ତଫା ଦେବାକୁ କହିଥିଲେ, ମୁଁ ଦେଇଥାନ୍ତି ।
ହନୁମାନ ଚାଳିଶା ପଢିିବା ମାମଲାରେ କିଛି ସର୍ତ୍ତାବଳୀ ସହ ସାଂସଦ-ବିଧାୟକ ଦମ୍ପତି ନବନୀତ ଓ ରବି ରାଣାଙ୍କୁ ଜାମିନ ମିଳିଥିଲା । ଗଣମାଧ୍ୟମକୁ କୌଣସି କଥା କହିବାରୁ ନିବୃତ୍ତ ରହିବାର ସର୍ତ୍ତ ରଖି ଅଦାଲତ ଦୁହିଁଙ୍କୁ ଜାମିନ ଦେଇଥିଲେ ।
ଚା’ ସହିତ ଜଳଖିଆ ନଦେବାରୁ ବୋହୂକୁ ଗୁଳି ମାରିଲେ ଶ୍ୱଶ୍ୱୂର । ମହାରାଷ୍ଟ୍ର ଠାଣେ ସହରରୁ ଆସିଛି ଏହି ସଙ୍ଗୀନ ଅଭିଯୋଗ ।
ଜେଲରେ ତାଲା ପକାଇଛି ପୋଲିସ୍। ତାଲା ଭାଙ୍ଗିନି କି ତାଲା ଫିଟିନି। ଏହା ପରେ ବି ଅତି ସହଜରେ ବାହାରକୁ ଏମିତି ଗଳାବାଟରେ ପଳାଇ ଆସୁଛି ଚୋର... ଦେଖନ୍ତୁ ପୂରା ଭିଡ଼ିଓ...
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଦିଲ୍ଲୀ ଓ ମୁମ୍ବାଇ ଏବେ ଅଧିକ ଚିନ୍ତା ବଢ଼ାଇଛି। କାରଣ ଏହି ୨ଟି ସ୍ଥାନରୁ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି। ଦିଲ୍ଲୀରେ ଗତ ୧୦ ଦିନରେ କରୋନା ମୃତ୍ୟୁ ସଂଖ୍ୟା ୫୦ ଦିନର ରେକର୍ଡ ଭାଙ୍ଗିଛି।
ଦେଶରେ କୋଭିଡ୍ ସଂକ୍ରମଣ ସ୍ଥିତି ଅଣାୟତ୍ତ..ରାଜଧାନୀ ଦିଲ୍ଲୀରେ ୨୦ ହଜାର ପାର୍ ଦୈନିକ ସଂକ୍ରମଣ..ମୁମ୍ବାଇରେ ବି ୨୦ ହଜାର ୩୧୮ ନୂଆ ଆକ୍ରାନ୍ତ ଚିନ୍ତା ବଢ଼ାଇଛି.
ମହାରାଷ୍ଟ୍ରରେ କରୋନା ପିକ୍ ନେଲାଣି। ଦିନକୁ ଦିନ କରୋନା ଗ୍ରାଫ୍ ଉପରକୁ ବଢୁଥିବାରୁ ମହାରାଷ୍ଟ୍ରରେ ହାଇ ଆଲର୍ଟରେ।
କରୋନାର ଓମିକ୍ରନ ଭାରିଆଣ୍ଟ ମହାରାଷ୍ଟ୍ରକୁ ସର୍ବାଧିକ ପ୍ରଭାବିତ କରିଛି। ପ୍ରତିଦିନ ଏଠାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କେବଳ ସାଧାରଣ ଲୋକ ନୁହନ୍ତି, ମନ୍ତ୍ରୀ ଓ ବିଧାୟକମାନେ ମଧ୍ୟ କରୋନା ପଞ୍ଝାରୁ ବର୍ତ୍ତି ପାରିନାହାନ୍ତି
ଏହାସହ କେବଳ ଭାରତ ନୁହେଁ ବରଂ ବିଶ୍ୱରେ ଏବେ ଓମିକ୍ରନକୁ ନେଇ ଚିନ୍ତା ବଢୁଛି। ଏହାସହ ଓମିକ୍ରନକୁ ଅଟକାଇବା ପାଇଁ ଭାରତ ସହ ଅନେକ ରାଷ୍ଟ୍ର ବୁଷ୍ଟର ଡୋଜ୍ ଦେବା ପାଇଁ ଚିନ୍ତା ମଧ୍ୟ କଲେଣି
ପୁଣି ଥରେ ଚିନ୍ତା ବଢ଼ାଇଲା ମହାରାଷ୍ଟ୍ରରେ କରୋନା ସ୍ଥିତି । ଗୋଟିଏ ଦିନରେ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି ୧, ୧୭୯ କରୋନା ଆକ୍ରାନ୍ତ । ସେଥିରୁ କେବଳ ମୁମ୍ବାଇରୁ ୬୧୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରେ ୨୩ ଜଣ ଓମିକ୍ରନ୍ ଆକ୍ରାନ୍ତ ମଧ୍ୟ ରହିଛନ୍ତି ।
ରକ୍ତମୁଖା ହେଲା ମାଙ୍କଡ଼, ଯିଏ ନେଇଛି ୨୫୦ କୁକୁର ଛୁଆଙ୍କ ଜୀବନ
ମାଙ୍କଡ଼ ଓ କୁକୁରଙ୍କ ଖୁନୀ ଖେଳ । ତିନି ମାସ ପୂର୍ବରୁ କୁକୁର ପଲ ଏକ ମାଙ୍କଡ଼ ଛୁଆକୁ ମାରିଦେଇଥିଲେ । ଆଉ ଏହାର ପ୍ରତିଶୋଧ ନେବାକୁ ଯାଇ ଖୋଜି ଖୋଜି କୁକୁର ଛୁଆଙ୍କୁ ମାରୁଛନ୍ତି ମାଙ୍କଡ଼ ପଲ ।
ଏକ ଚାମଚ କ୍ଷୀର ପିଅନ୍ତୁ, କରୋନାରୁ ମୁକ୍ତି ପାଆନ୍ତୁ ! ଗଧି କ୍ଷୀର ଲିଟର ପିଛା ମୂଲ୍ୟ ଏକ ହଜାର । ଗଧି କ୍ଷୀର ପିଇଲେ କରୋନା ଭଲ ହୋଇଯିବ କହି ଲୋକଙ୍କୁ ଲୁଟୁଛନ୍ତି ଯୁବକ ।
ଇଲେକ୍ଟ୍ରୋନିକ୍ ଯନ୍ତ୍ରାଂଶ ଲାଗିଥିବା ମାସ୍କ ପିନ୍ଧି ପରୀକ୍ଷା ହଲ୍ରେ ପ୍ରବେଶ କରୁଥିବା ବେଳେ ଜଣେ ପରୀକ୍ଷାର୍ଥୀ ପୋଲିସ୍ ହାତରେ ଧରାପଡ଼ିଥିଲେ। ଯାଞ୍ଚ ବେଳେ ମାସ୍କରେ ଗୋଟିଏ ସିମ୍ କାର୍ଡ, ମାଇକ୍ ଓ ବ୍ୟାଟେରି ଲାଗିଥିବା ଜଣାପଡ଼ିଥିଲା।
କାଲି ମହାରାଷ୍ଟ୍ରରେ ଦେଖାଯିବ ହାଇଡ୍ରାମା। ଗୋଟିଏ ପଟେ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ବର୍ତ୍ତମାନର କ୍ୟାବିନେଟ୍ ମନ୍ତ୍ରୀଙ୍କ ନାଁରେ ଅନେକ ଗୁମର ଖୋଲିଥିବା ବେଳେ କାଲି ନୱାବ ଦେବେନ୍ଦ୍ରଙ୍କ ପୋଲ୍ ଖୋଲିବେ ବୋଲି ସୂଚନା ଦେଇଛନ୍ତି
କୋଭିଡ୍ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ। ମହାରାଷ୍ଟ୍ର ଅହମ୍ମଦନଗର କୋଭିଡ୍ ହସ୍ପିଟାଲରେ ନିଆଁ ଲାଗି ଘଟିଛି ବଡ଼ ଅଘଟଣ। ୧୦ ଜଣ କୋଭିଡ୍ ଆକ୍ରାନ୍ତ ମୃତ୍ୟୁ । ଦେଖନ୍ତୁ ଏହି ଘଟଣାର ପୁରା ଖବର ।
ମହାରାଷ୍ଟ୍ର ଅହମ୍ମଦନଗର ଜିଲ୍ଲା ସ୍ଥିତ କୋଭିଡ୍ ହସ୍ପିଟାଲରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡ ଯୋଗୁ ୧୦ ଜଣ କୋଭିଡ୍ ଆକ୍ରାନ୍ତ ପୋଡ଼ି ହୋଇ ମୃତ୍ୟୁବରଣ କରିଛନ୍ତି।
ଉତ୍ତର ପ୍ରଦେଶ ଲଖମିପୁର ଖେରି ହିଂସାକାଣ୍ଡ ବିରୋଧରେ ଆଜି ମହାରାଷ୍ଟ୍ର ବନ୍ଦ। ଚାଷୀଙ୍କ ସମର୍ଥନରେ ବାହାରି ଶିବସେନା ସରକାର ଏହି ବନ୍ଦ ଡାକରା ଦେଇଛି ।
ମହାରାଷ୍ଟ୍ରରେ ଆଜି ରାଜ୍ୟବ୍ୟାପି ବନ୍ଦ ଡାକରା ଦିଆଯାଇଛି । ଉତ୍ତର ପ୍ରଦେଶ ଲଖମିପୁର ଖେରି ହିଂସା କାଣ୍ଡକୁ ବିରୋଧ କରି ଚାଷୀଙ୍କ ସମର୍ଥନରେ ଶିବସେନା ସରକାରଙ୍କ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।