ଆସିଲା Exit Polls । ଏଥିରେ ମହାରାଷ୍ଟ୍ରରେ ଦୁଇ ମେଣ୍ଟ-ମହାୟୁତି ଏବଂ ମହା ବିକାଶ ଅଘାଡି ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳୁଛି ।
ମହାରାଷ୍ଟ୍ରର ୨୮୮ଟି ଆସନ ପାଇଁ ଗୋଟିଏ ଦିନରେ ହେଉଛି ମତଦାନ । କିନ୍ତୁ ଝାଡଖଣ୍ଡରେ କାଲି ହେବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଝାଡଖଣ୍ଡରେ ୪୩ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଗତ ୧୩ ତାରିଖରେ ହୋଇଛି । ଆସନ୍ତା କାଲି ଦ୍ୱିତୀୟ ପର୍ଯ୍ୟାୟରେ ୩୮ଟି ଆସନରେ ଭୋଟଗ୍ରହଣ କରାଯିବ ।
ମହାବିକାଶ ଅଘାଡ଼ି ଦଳର ଭୋଟରଙ୍କୁ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି। ଯୁବକଙ୍କୁ ପ୍ରତି ମାସରେ ମିଳିବ ୪ ହଜାର ଟଙ୍କା ବେକାରୀ ଭତ୍ତା। ମହିଳାଙ୍କୁ ପ୍ରତି ମାସରେ ୩ ହଜାର ଟଙ୍କା ପ୍ରଦାନ। ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା। କୃଷକଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼। ନିୟମିତ ଋଣ ପରିଶୋଧ ଉପରେ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି।
ଉଭୟ ରାଜ୍ୟର ବିଧାନସଭା ଭୋଟ୍ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ମହାରାଷ୍ଟ୍ରରେ ନଭେମ୍ବର ୨୦ରେ ଏବଂ ଝାଡ଼ଖଣ୍ଡରେ ୨ଟି ଫେଜରେ ଭୋଟ୍ ଗ୍ରହଣ ହେବ।
ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ସମସ୍ତ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ସେହିପରି ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ ।
ମହାରାଷ୍ଟ୍ରରେ ଭାଙ୍ଗିଥିଲା ଛତ୍ରପତି ଶିବାଜୀଙ୍କ ୩୫ ଫୁଟ୍ ଉଚ୍ଚର ପ୍ରତିମୂର୍ତ୍ତି । ସିନ୍ଧୁଦୁର୍ଗ ଜିଲ୍ଲା ରାଜକୋଟ୍ ଦୁର୍ଗରେ ଥିଲା ପ୍ରତିମୂର୍ତ୍ତି ।
ଦୁଇ ନାବାଳିକାଙ୍କୁ ଯୌନ ଶୋଷଣ ଘଟଣା ପରେ ତାତିଲେ ଲୋକେ । ମହାରାଷ୍ଟ୍ରର ବଦଲାପୁର ରେଳ ଷ୍ଟେସନରେ ଶହ ଶହ ଆନ୍ଦୋଳନକାରୀ ।
ମୁଣ୍ଡରେ ନଥିଲା କେରେ କେଶ... ହେଲେ ଚାଲାକ୍ ଥିଲା ଚୋର । ଚନ୍ଧା ମୁଣ୍ଡରେ ନକଲି ଚୁଟି ଲଗାଇ ଲୁଟ୍ କରୁଥିଲା ଲକ୍ଷ ଲକ୍ଷ ଟଙ୍କା । ଆଉ ଗାଏବ୍ କରୁଥିଲା ସୁନା ଗହଣା ।
ଏହି ଦଳ ସହିତ ମୋ ପରିବାରର ୫୫ ବର୍ଷର ସଂପର୍କ ଚ୍ଛିନ୍ନ ହୋଇଛି। ବର୍ଷ ବର୍ଷ ଧରି ସମସ୍ତ ନେତୃବୃନ୍ଦ, ସହକର୍ମୀ ଓ କର୍ମକର୍ତ୍ତାଙ୍କ ଠାରୁ ମିଳିଥିବା ଅବସ୍ମରଣୀୟ ସମର୍ଥନ ପାଇଁ ମୁଁ ସେମାନଙ୍କ ନିକଟରେ କୃତଜ୍ଞ ବୋଲି ଲେଖିଛନ୍ତି ୪୭ ବର୍ଷିୟ ମିଲିନ୍ଦ ଦେଓରା।
ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ହିଁ ପ୍ରକୃତ ଶିବସେନା ବୋଲି ଦର୍ଶାଇଲେ ବାଚସ୍ପତି।
ଜହ୍ଲାଦ ପ୍ରେମିକର ଜଘନ୍ୟ କାଣ୍ଡ ! ବିଚ୍ ରାସ୍ତାରେ ପ୍ରେମିକା ଉପରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ । ହସ୍ପିଟାଲ ବେଡରେ ଛଟପଟ ହେଉଛନ୍ତି ଯୁବତୀ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ଥାନେରେ ।
ଜହ୍ଲାଦ ପ୍ରେମିକର ଜଘନ୍ୟ କାଣ୍ଡ ! ବିଚ୍ ରାସ୍ତାରେ ପ୍ରେମିକା ଉପରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ । ହସ୍ପିଟାଲ ବେଡରେ ଛଟପଟ ହେଉଛନ୍ତି ଯୁବତୀ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ଥାନେରେ । ବିଡମ୍ବନାର କଥା, ଘଟଣା ଗତ ସୋମବାରର ହୋଇଥିଲେ ମଧ୍ୟ ପୋଲିସ ଏହି ମାମଲାରେ କାହାରିକୁ ଗିରଫ କରି ପାରିନାହିଁ ।
ଆତଙ୍କବାଦୀ ଆକ୍ରମଣ ଲାଗି ଥିଲା ଯୋଜନା ! ମହାରାଷ୍ଟ୍ର ଓ କର୍ଣ୍ଣାଟକ ପୋଲିସର ସହାୟତରେ NIA ରେଡ୍ କରୁଛି ..
୧୬୧୨ ମସିହାରେ ଇଷ୍ଟ୍ ଇଣ୍ଡିଆ କମ୍ପାନୀ ଦ୍ୱାରା ଭାରତୀୟ ନୌସେନା ପ୍ରତିଷ୍ଠା କରାଯାଇଥିଲା । ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧ ହୋଇଥିଲା । ଯୁଦ୍ଧ ସମୟରେ ପାକିସ୍ତାନ ଡିସେମ୍ବର ୩ରେ ଭାରତୀୟ ବିମାନବନ୍ଦର ଉପରେ ଆକ୍ରମଣ କରିଥିଲା ।
ମୁମ୍ବାଇ ରାଜରାସ୍ତାରୁ ଉଭାନ ହେଲା ସମସ୍ତଙ୍କର ଅତି ପ୍ରିୟ କଳା-ହଳଦିଆ ଟ୍ୟାକ୍ସି । ଗତକାଲିଠାରୁ ସମସ୍ତ କଳା-ହଳଦିଆ ଟ୍ୟାକ୍ସିକୁ ବନ୍ଦ କରି ଦିଆଯାଇଛି ।
ଘଟଣାସ୍ଥଳରେ ୬ଜଣଙ୍କ ଜୀବନ ଚାଲିଯାଇଛି । ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇବା ପରେ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା କିପରି ଘଟିଲା ତାକୁ ନେଇ ଜାରି ରହିଛି ତଦନ୍ତ ।
ଏକ ବଡ଼ ବୟାନ ଦେଇଛନ୍ତି ଶିବସେନା ନେତା ଆଦିତ୍ୟ ଠାକରେ ।
ଆଶ୍ଚର୍ଯ୍ୟ !! ଚମକି ଯିବେ ଆପଣ...ଏଣିକି ଜୋତାର ରହିବନି ଟେନସନ୍ । ପାଦ ଯେତିକି ଯେତିକି ବଢିବ, ଜୋତା ବି ସେହି ଅନୁସାରେ ବଢିବ ।
ପୋଲିସର ସୂଚନାନୁସାରେ ଏହି ଘଟଣାରେ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖାଯାଇଥିଲା । ସମସ୍ତଙ୍କ ମୃତଦେହ ଏକ ଫାର୍ମରେ ଥିବା କୂଅରୁ ମିଳିଥିଲା । ଏନେଇ ଜାଣିବା ପରେ ସେହି ଜାଗାର ମାଲିକ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ।
ରାଜ୍ୟର ବାର୍ଷିକ ବଜେଟ୍ ୨୦୨୩-୨୪ ଉପସ୍ଥାପନ ହୋଇଛି । ମହାରାଷ୍ଟ୍ର ସରକାରର ଅର୍ଥମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏହାକୁ ଘୋଷଣା କରିଛନ୍ତି ।
ବ୍ୟାଣ୍ଡବାଜା ଓ ବରଯାତ୍ରୀ ନେଇ କଲେକ୍ଟର ଅଫିସରେ ପହଞ୍ଚିଲେ ୫୦ ଯୁବକ । ମୁଣ୍ଡରେ ପଗଡ଼ି, ମଥାରେ ଚନ୍ଦନ, ବରବେଶ ହୋଇ ଘୋଡ଼ା ପିଠିରେ ବସି ଆସିଥିବା ଏତେ ଯୁବକଙ୍କୁ ଦେଖି ଜିଲ୍ଲାପାଳଙ୍କ ଅକଲ ଗୁଡ଼ୁମ୍ । ମହାରାଷ୍ଟ୍ରର ସୋଲାପୁରରେ ଏଭଳି ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି । ଅତି କମରେ ୫୦ ଜଣ ଯୁବକ ବ୍ୟାଣ୍ଡ-ବାଜାଙ୍କ ସହିତ ବିବାହ ପୋଷାକରେ କଲେକ୍ଟର କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ମହାରାଷ୍ଟ୍ରର ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ଥିବା ଅସ୍ୱାଭାବିକ ଅନୁପାତକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏହି ଶୋଭାଯାତ୍ରା କରାଯାଇଥିବା କୁହାଯାଉଛି ।
୧୪ ଫୁଟ ଉଚ୍ଚତାରେ ଗଣେଶ ପ୍ରତିମୂର୍ତ୍ତି ଲାଲ ବାଗଚା ରାଜା ମଣ୍ଡପରେ ଶୋଭା ପାଉଛନ୍ତି ।
ଜଣେ ମହିଳା ଅଭିଯୋଗ ଆଣିଛନ୍ତି ଯେ, ତାନ୍ତ୍ରିକଙ୍କ କଥାରେ ପଡ଼ି ସ୍ୱାମୀ ଓ ଶାଶୁ ଘର ଲୋକ ତାଙ୍କୁ ସର୍ବସମ୍ମୁଖରେ ଉଲଗ୍ନ ହୋଇ ସ୍ନାନ କରିବାକୁ ବାଧ୍ୟ କରିଥିଲେ। ସାଧାରଣ ସ୍ଥାନରେ ଥିବା ଝରଣାରେ ଉଳଗ୍ନ ହୋଇ ଗାଧୋଇଲେ ପୁତ୍ର ସନ୍ତାନ ପ୍ରାପ୍ତି ହେବ ବୋଲି ତାନ୍ତ୍ରିକ ଜଣକ ଆଶ୍ୱାସନା ଦେଇଥିଲେ।
ମହାରାଷ୍ଟ୍ର ଗୁଜରାଟରେ ବର୍ଷା ବିତ୍ପାତ । ପୂର୍ଣ୍ଣା ଓ କାବେରୀ ନଦୀ ଭୟଙ୍କର ରୂପ ଧାରଣ କରିଛି । ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବହୁ ଅଞ୍ଚଳ ଜଳମଗ୍ନ...
ଜୟଶ୍ରୀରାମ ଜୟଶ୍ରୀରାମ କହି ଉଦ୍ଧବଙ୍କୁ ଅନାଥ କରିଦେଲେ, ଏକନାଥଙ୍କୁ ରାଜା କରିଦେଲେ....କଣ କହିବୁ କହ....ଅଟୋ ଚଳାଉ ଚଳାଉ ଏବେ ରାଜ୍ୟ ଚଳାଇବେ ସିନ୍ଦେ, ହେଲେ ଏ ନାଟକ ଲେଖିଥିଲା କିଏ?