Advertisment

Lord Hanuman Idol: କୋଟିଏ ରୁଦ୍ରାକ୍ଷରେ ମହାବୀରଙ୍କ ବିଗ୍ରହ, ହଜାର କୋଟି ରାମ ନାମ ଲେଖାପତ୍ର

କୋଟିଏ ରୁଦ୍ରାକ୍ଷରେ ନିର୍ମାଣ ହୋଇଛି ମହାବୀରଙ୍କ ବିରାଟ ବିଗ୍ରହ। ଭକ୍ତଙ୍କ ଠାରୁ ସଂଗ୍ରହ କରାଯାଉଛି ହଜାର କୋଟି ରାମନାମ ଲେଖା ପତ୍ର। ଯାହାକୁ ପ୍ରଭୁ ହନୁମାନଙ୍କୁ ଅର୍ପଣ କରିବା ସହ ଏହାକୁ ଇଟା ଆକାରରେ ସଂଗୃହୀତ କରି ରଖାଯାଉଛି ।

author-image
Namita Biswal
ଅଦ୍ୟତନ ହୋଇଛି

କୋଟିଏ ରୁଦ୍ରାକ୍ଷରେ ନିର୍ମାଣ ହୋଇଛି ମହାବୀରଙ୍କ ବିରାଟ ବିଗ୍ରହ। ଭକ୍ତଙ୍କ ଠାରୁ ସଂଗ୍ରହ କରାଯାଉଛି ହଜାର କୋଟି ରାମନାମ ଲେଖା ପତ୍ର । ଯାହାକୁ ପ୍ରଭୁ ହନୁମାନଙ୍କୁ ଅର୍ପଣ କରିବା ସହ ଏହାକୁ ଇଟା ଆକାରରେ ସଂଗୃହୀତ କରି ରଖାଯାଉଛି । ଉଦ୍ଦେଶ୍ୟ ଅଛି ଏହାଦ୍ୱାରା ଏକ ନାମ ମନ୍ଦିର ପ୍ରତିଷ୍ଠା କରିବା । ଏ ହେଉଛି ଆସିକା ବାଣୀବିହାର ସ୍ଥିତ ଗୁରୁକୃପା ଆଶ୍ରମର ଦୃଶ୍ୟ । ହନୁମାନ ଜୟନ୍ତୀ ଅବସରରେ ଏଠାରେ ହଜାରେ କୋଟି ଗଚ୍ଛିତ ନାମ ପତ୍ରିକାକୁ ପୂଜା କରାଯାଇଛି ।

Advertisment
Ganjam Lord Hanuman
Advertisment
Advertisment