• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Loot

loot
ଦିନ ୧୧ଟାରେ ଲୁଟ୍‌; ସ୍କୁଟି ଡିକି ଭାଙ୍ଗି ନେଇଗଲେ ୮୨ ହଜାର

ବାଙ୍କୀ ଥାନା ଅନ୍ତର୍ଗତ ଦୁର୍ଗାପୁର ନୂଆ ସାହି ଗାଁର ରଶ୍ମିତା ମହାନ୍ତି ବାଙ୍କୀରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଟଙ୍କା ଉଠାଇ ବଜାର ଭିତରେ ଥିବା ଚାଉଳ ମାର୍କେଟର ହନୁମାନ ମନ୍ଦିର ନିକଟରେ ସ୍କୁଟି ରଖିଥିଲେ ।

Loot
ଆଇପିଏସ୍‌ଙ୍କ ପରିବାର ଲୁଟ୍‌ର ଶିକାର

ରାଜଧାନୀରେ IPSଙ୍କ ପରିବାର ବି ଅସୁରକ୍ଷିତ । SP ସାଗରିକା ନାଥଙ୍କ ବାପା-ମାଆଙ୍କଠାରୁ ଲୁଟ୍ । ସ୍ମାର୍ଟ ସିଟି ଭୁବନେଶ୍ୱରରେ ସାଧାରଣ ଜନତା ନୁହେଁ, ଖୋଦ୍ ଆଇପିଏସ୍‌ଙ୍କ ପରିବାର ହୋଇଛନ୍ତି ଲୁଟ୍‌ର ଶିକାର। ବାଲେଶ୍ୱର ଏସପି ସାଗରିକା ନାଥଙ୍କ ମାଆଙ୍କଠାରୁ ଲୁଟ୍ କରିଛନ୍ତି ଦୁର୍ବୃତ୍ତ ।

Loot
ରାଜଧାନୀରେ ଲୁଟେରାଙ୍କ ଆତଙ୍କ ! SP ସାଗରିକା ନାଥଙ୍କ ମା’ଙ୍କଠାରୁ ଲୁଟ୍

ଗତ ୩ ଦିନରେ ରାଜଧାନୀରେ ୩ଟି ଲୁଟପାଟ୍ ଓ ଛିନତାଇ ଘଟଣା ସାମ୍ନାକୁ ଆସିଲାଣି।

Miscreants allegedly looted from IPS Sagarika Nath parents
IPS ସାଗରିକା ନାଥଙ୍କ ବାପା, ମା’ଙ୍କଠୁ ଲୁଟ୍‌; ଟଙ୍କା ଓ ସୁନା ଛଡ଼ାଇ ନେଲେ ଦୁର୍ବୃତ୍ତ...

IPS ସାଗରିକା ନାଥଙ୍କ ବାପା, ମା’ଙ୍କୁ ଠାରୁ ଲୁଟ୍‌ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଘାଟିକିଆ ରାସ୍ତାରେ ଦୁର୍ବୃତ୍ତମାନେ ଏହି ଲୁଟ୍‌ କରିଥିବା ଜଣାପଡ଼ିଛି। 

Chain Snatcher, Viral Video
ସାବଧାନ ! ରାଜଧାନୀରେ ମାତିଛନ୍ତି ଚେନ ଲୁଟେରା, ଦେଖନ୍ତୁ ଭିଡିଓ...

ବାଣୀବିହାର ପରେ ଲକ୍ଷ୍ମୀସାଗରରେ ସମାନ ଢଙ୍ଗରେ ଲୁଟ୍  । ବାଇକରେ ଆସି ଝାମ୍ପି ନେଉଛନ୍ତି ସୁନା ଚେନ ।

Fake Customs Officials Loot Man Of Lakhs In Delhi
ମିଛରେ କଷ୍ଟମ ଅଧିକାରୀ କହି ଜେରା କଲେ, ପରେ ଲୁଟି ନେଲେ ଲକ୍ଷାଧିକ ଟଙ୍କା...

ମିଛରେ କଷ୍ଟମ ଅଧିକାରୀ କହି ଲୁଟି ନେଲେ ୪ ଲକ୍ଷରୁ ଅଧିକ ଟଙ୍କା। ତା’ବି ପୁଣି ଜଣେ ଶ୍ରମିକଙ୍କ ଠାରୁ।

Loot Video Viral
ଦୟାବାନ ଲୁଟେରା ! ବନ୍ଧୁକ ଦେଖାଇ ଲୁଟ୍ କରିବାକୁ ଆସିଥିଲେ, ଶେଷରେ ଦୁଃଖ ବୁଝି ୧୦୦ ଟଙ୍କା ଦେଇ ଗଲେ

ଏହି ଲୁଟେରା ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଲେ, ଦେବ ବର୍ମା । ଯିଏ କି ଜଣେ ଜିଏସ୍‌ଟି ଆକାଉଣ୍ଟାଣ୍ଟ । ଅନ୍ୟ ଜଣେ ହେଲେ ହର୍ସ ରାଜପୁତ୍ । ଯିଏ କି ଏକ ପ୍ରାଇଭେଟ କମ୍ପାନୀରେ କାମ କରନ୍ତି ।

crime
VIDEO: ‍ବନ୍ଧୁକ ମୁନରେ କାର ଅଟକାଇ ୨ଲକ୍ଷ ଲୁଟିନେଲେ

ଡେଲିଭରି ଏଜେଣ୍ଟଙ୍କ ଠାରୁ ଛଡାଇ ନେଲେ ୨ ଲକ୍ଷ ଟଙ୍କା...ସିସିଟିଭିରେ କଏଦ ଲୁଟ୍ ବେଳର ଦୃଶ୍ୟ...

loot
ତନ୍ତ୍ରମନ୍ତ୍ରର ଆଳରେ ଆସିଲେ ନାଗା ବାବା, ସୁନା ନେଇ ଚମ୍ପଟ ମାରିଲେ

ନାଗା ବାବା ଲୁଟି ନେଲେ ସୁନା । ଅଭିଯୁକ୍ତ ନାଗା ବାବାଙ୍କ ଘର ଉତ୍ତରପ୍ରଦେଶ ।

Police arrest thieves from chhattisgarh
ଟ୍ରେନ୍‌ରେ ରାତିରେ ଆସି ଚୋରି କରୁଥିଲେ, ସକାଳେ ପଳାଉଥିଲେ...

ଚୋରି କରିବା ପାଇଁ ଟ୍ରେନ୍‌ରେ ରାତିରେ ଆସୁଥିଲା, ତା’ପରଦିନ ସକାଳେ ପୁଣି ଟ୍ରେନ୍‌ରେ ଘରକୁ ଚାଲି ଯାଉଥିଲା। ମାସେ କି ଦୁଇ ମାସ ନୁହେଁ ଦୀର୍ଘ ୮ରୁ ୧୦ ବର୍ଷ ଧରି ନିୟମିତ ଭାବେ ଏପରି କରୁଥିଲା ଗଣେଶ।

Lootera Arrest
ସାଢ଼େ ୮ କୋଟି ଲୁଟେରାକୁ ଧରାଇ ଦେଲା ୧୦ ଟଙ୍କିଆ ‘କୋଲ୍ଡ ଡ୍ରିଙ୍କସ୍’

ଡାକୁ ହସିନାଙ୍କୁ ଧରିବା ପଞ୍ଜାବ ପୋଲିସ୍‌ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଥିଲା ତାଙ୍କୁ ଧରିବାରେ ବହୁତ ସାହାଯ୍ୟ କଲା ୧୦ ଟଙ୍କିଆ ‘କୋଲ୍ଡ ଡ୍ରିଙ୍କସ୍’ ।

2 home guards among 5 arrested for loot in Odisha’s Koraput
ଡକାୟତି ଗ୍ୟାଙ୍ଗରେ ପୋଲିସ୍‌, ରାଜନେତାଙ୍କ ହାତ !

ଡକାୟତି ଗ୍ୟାଙ୍ଗରେ ପୋଲିସ୍‌ ଓ ରାଜନେତା। ଏକଥା ଶୁଣିବା ବେଳକୁ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ, କିନ୍ତୁ କଥାଟି ସତ। ଆନ୍ଧ୍ରର ୨ ଜଣ ବ୍ୟକ୍ତିଙ୍କଠାରୁ ୧ ଲକ୍ଷ ୧୫ ହଜାର ଟଙ୍କା ଡକାୟତି ଘଟଣାରେ କୋରାପୁଟ ଜିଲ୍ଲା ପାଡୁଆ ଥାନା ପୋଲିସ୍‌କୁ ସଫଳତା ମିଳିଛି।

Commissionerate police busts women lootera gang in Bhubaneswar
ଶାଢ଼ୀ ଭିତରେ ଦାମୀ ସାମଗ୍ରୀ ଲୁଚେଇ ଚମ୍ପଟ ମାରୁଥିଲେ ଲେଡି ଲୁଟେରା ଗ୍ୟାଙ୍ଗ, ଧରାପଡ଼ିଗଲେ...

ରାଜଧାନୀରେ ଧରାପଡ଼ିଲେ ଲେଡି ଲୁଟେରା ଗ୍ୟାଙ୍ଗ। ମଲ୍‌ ଭିତରେ ପଶି ଶାଢ଼ୀ ଭିତରେ ଦାମୀ ସାମଗ୍ରୀ ଭର୍ତ୍ତି କରି ଏମାନେ ଲୁଟ୍‌ କରିଥାନ୍ତି।

Chain Snatchers Target Woman In Tamil Nadu
ଘୋଷାଡ଼ି ହୋଇ ରାସ୍ତାରେ ପଡ଼ିଗଲେ, ତଥାପି ଲୁଟେରାଙ୍କ ହାତରେ ଚେନ୍‌ ଲାଗିବାକୁ ଦେଲେନି...

ମହିଳା ଜଣକ ଏକାକୀ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଲୁଟେରାମାନେ କାର୍‌ରେ ଆସି ତାଙ୍କ ବେକରୁ ଚେନ୍‌ ଟାଣି ଏହାକୁ ନେବା ପାଇଁ ଚେଷ୍ଟା କରିଥିଲେ। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

Jajpur jewellery showroom loot
ଓଡ଼ିଶାରେ ଆଖି ପକାଇଛନ୍ତି କି ପଡ଼ୋଶୀ ଲୁଟେରା ?

ସହରରୁ ଅଳ୍ପଦୂରରେ ବାଇପାସ୍ ରୋଡ୍ ଥିବାରୁ ଲୁଟେରାଙ୍କୁ ଖସିପଳାଇବାକୁ ସହଜ ହୋଇଥିବା କୁହାଯାଉଛି।

Jewellery Shop Looted At Gun Point In Jajpur
ସୁନା ଦୋକାନରେ ଆତଙ୍କ ଖେଳାଇଲେ ଡକାୟତ: ଭୟରେ କର୍ମଚାରୀ ବେହୋସ, ସବୁ ଲୁଟି ନେଇ ପଳାଇଲେ...

୧୫ କିଲୋରୁ ଅଧିକ ମୂଲ୍ୟବାନ ସୁନା ଓ ରୂପା ଅଳଙ୍କାର ଧରି କୁଆଡ଼େ ଗଲେ ଡକାୟତ ? ଗତକାଲି ଦିନ ଦ୍ୱିପ୍ରହରରେ ଅଳଙ୍କାର ଦୋକାନରେ ପଶି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଡକାୟତମାନେ ସୁନା, ହୀରା ଓ ରୂପା ଅଳଙ୍କାର ଲୁଟି ନେଇଥିଲେ।

Loot From Jewellery Shop
ଦିନ ଦ୍ୱିପହରରେ ଡକାୟତି; ବନ୍ଧୁକ ଦେଖାଇ ପୋଛିଦେଲେ ଗହଣା ସୋ’ରୁମ୍‌

ବନ୍ଧୁକ ମୂନରେ ଡରାଇ ଗହଣା ଲୁଟି ଚମ୍ପଟ ମାରିଛନ୍ତି ୭ଜଣ ଡକାୟତ ।

Woman Jumps Off Bike
OTP ବାହାନାରେ ମୋବାଇଲ୍‌ ଛଡ଼ାଇନେଲେ ଡ୍ରାଇଭର୍‌; ବାଇକ୍‌ରୁ ଡେଇଁ ପଡ଼ିଲେ ମହିଳା

ଏକ ରାପିଡୋ ବାଇକ୍‌ ବୁକ୍‌ କରି ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଥିବା ଯୁବତୀ ହଠାତ୍‌ ବିଚ୍‌ ରାସ୍ତାରେ ବାଇକ୍‌ରୁ ଡେଇଁ ପଡ଼ିଲେ ।

bride to be's jewellery and money stolen before wedding
ମୋ ପରିଶ୍ରମର ଧନ ଫେରାଇଦିଅ... ମ୍ୟାରେଜ୍‌ ପୂର୍ବରୁ କାନ୍ଦି କାନ୍ଦି ଗୁହାରି କଲେ ଯୁବତୀ

ପୋଲିସ ଉପରେ ଭରସା ଥିଲେ ବି ଚୋରି ସୁନା ଟଙ୍କା ଓ  ଚୋରକୁ କେବେ ଧରିବେ, ସେନେଇ ପୋଲିସ ଉତ୍ତର ଦେଉନଥିବା କାନ୍ଦି କାନ୍ଦି କହିଛନ୍ତି ଅଭିଯୋଗକାରିଣୀ। 

Loot In Bhubaneswar
ଘଣ୍ଟାଏ ଭିତରେ କଳା କନା ବୁଲାଇ ଦେଲେ, ୩ ଲକ୍ଷ ଟଙ୍କା ସହ ଲୁଟି ନେଲେ ସୁନା...

ଭୁବନେଶ୍ୱରର ଗଜପତି ନଗର ଅଞ୍ଚଳରେ ଘଣ୍ଟାଏ ଭିତରେ ଜଣେ ଇଲେକ୍ଟ୍ରିକାଲ୍‌ କଣ୍ଟ୍ରାକ୍ଟରଙ୍କ ଅଫିସ୍‌ରେ ପଶି ଦୁର୍ବୃତ୍ତମାନେ ୩ ଲକ୍ଷ ଟଙ୍କା ସହ ସୁନା ଓ ରୁପା କଏନ ଲୁଟି ନେଇଛନ୍ତି। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। 

On CCTV Robbers Snatch Gold Chain From Woman In Bhubaneswar
ଭୁବନେଶ୍ୱରରେ ମାତିଲେ ଚେନ୍‌ ଲୁଟେରା

ଗଳି ରାସ୍ତାରେ ମହିଳା ଜଣଙ୍କ ଚାଲି ଚାଲି ଯାଉଥିବା ବେଳେ ମୁଖା ପିନ୍ଧା ଜଣେ ଲୁଟେରା ତାଙ୍କୁ ଫଲୋ କରି ବେକରୁ ଚେନ୍‌ ଛିଣ୍ଡାଇ ନେଇଥିଲେ। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

Loot
କି ଦୁର୍ଭାଗ୍ୟ ! ଗାଡ଼ିରୁ ତେଲ ସରିବାରୁ ଧରାପଡ଼ିଗଲେ ଲୁଟେରା

୨ଜଣ ଲୁଟେରା କେନ୍ଦ୍ରାପଡା ରାସ୍ତାରେ ଜଣେ ମହିଳାଙ୍କଠାରୁ ଚେନ୍ ଛିନତାଇ କରି ସ୍ପିଡରେ ପଳାଇ ଯାଉଥିବାବେଳେ ସେମାନଙ୍କୁ ଧରିବାକୁ ପଛରେ ଗୋଡାଇ ଥିଲେ କିଛି ଲୋକେ । ତେବେ ସ୍ପିଡ୍ ରେ ଯାଉଥିବାବେଳେ ଲୁଟେରାଙ୍କ ଗାଡିରୁ ତେଲ ସରିଯାଇଥିଲା । ତା’ପରେ..

Electric Office Loot
ରେଳ କର୍ମଚାରୀଙ୍କୁ ବାନ୍ଧିଲେ; ଟ୍ରକ୍‌ରେ ନେଇଗଲେ ୭ଲକ୍ଷ ଟଙ୍କାର ସାମଗ୍ରୀ

ରେଳ କର୍ମଚାରୀଙ୍କୁ ବାନ୍ଧି ଟ୍ରକ୍‌ ସାହାଯ୍ୟରେ ତାର ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ । ଗତ ୨୧ ତାରିଖ ବିଳମ୍ବିତ ରାତିରେ ଭଦ୍ରକ ଚରମ୍ପାସ୍ଥିତ ପୂର୍ବତଟ ରେଳବାଇ ବିଭାଗର ବରିଷ୍ଠ ଅନୁଭାଗଙ୍କ କାର୍ଯ୍ୟାଳୟରେ ଏହି ଚୋରୀ ହୋଇଥିବା ଅଭିଯୋଗ ହୋଇଛି ।

Police arrested for looting from businessman in Kanpur
ବ୍ୟବସାୟୀଙ୍କ ପାଖରେ ୫ ଲକ୍ଷ ଟଙ୍କା ଦେଖି ଲୋଭେଇଗଲେ ପୋଲିସ ବାବୁ, ଫନ୍ଦିଫିକର କରି ଲୁଟିନେଲେ...

ଯାଞ୍ଚ କରୁକରୁ ହାବୁଡ଼ରେ ପଡ଼ିଗଲେ ଜଣେ ବ୍ୟବସାୟୀ। ତାଙ୍କ ଗାଡ଼ି ଗାଡ଼ି ଚେକ୍ କରୁ କରୁ ଗାଡ଼ି ଭିତରେ ୫ ଲକ୍ଷ ଟଙ୍କା ଥିବା ପୋଲିସ ବାବୁ ଜାଣିପାରିଲେ। ବାସ୍, ଏଇଠୁ ଆରମ୍ଭ ହେଲା ଅସଲ ଖେଳ।