Advertisment

ଡକାୟତ ୟୁଟ୍ୟୁବରେ ଦେଉଥିଲା ପ୍ରବଚନ

ପେସାଦାର୍ ଡକାୟତ ୟୁଟ୍ୟୁବରେ ଦେଉଥିଲା ପ୍ରବଚନ। କେମିତି ଖରାପ ପ୍ରବୃତ୍ତିରୁ ନିଜକୁ ଦୂରେଇ ରଖିବେ। ଆଉ ଦେଖିଲା ବେଳକୁ ପୋଲିସ୍ ସେହି ଡକାୟତକୁ ଗିରଫ କରିବାରେ ସଫଳ ହୋଇଛି। ନବଦମ୍ପତିଙ୍କ ଘରୁ ଲୁଟ ନେଇଥିଲା ପୁଳାପୁଳା ସୁନା ଅଳଙ୍କାର ଏବଂ ନଗଦ ଟଙ୍କା। ରାଜଧାନୀ ଭୁବନେଶ୍ୱରରୁ ଏଭଳି ଖବର ଆସିଛି ।

author-image
Tapan Kumar Swain

ପେସାଦାର୍ ଡକାୟତ ୟୁଟ୍ୟୁବରେ ଦେଉଥିଲା ପ୍ରବଚନ। କେମିତି ଖରାପ ପ୍ରବୃତ୍ତିରୁ ନିଜକୁ ଦୂରେଇ ରଖିବେ। ଆଉ ଦେଖିଲା ବେଳକୁ ପୋଲିସ୍ ସେହି ଡକାୟତକୁ ଗିରଫ କରିବାରେ ସଫଳ ହୋଇଛି। ନବଦମ୍ପତିଙ୍କ ଘରୁ ଲୁଟ ନେଇଥିଲା ପୁଳାପୁଳା ସୁନା ଅଳଙ୍କାର ଏବଂ ନଗଦ ଟଙ୍କା। ରାଜଧାନୀ ଭୁବନେଶ୍ୱରରୁ ଏଭଳି ଖବର ଆସିଛି । 

Advertisment
Thief Loot Odisha Youtuber
Advertisment
Advertisment