Advertisment

ଭୁଲିଗଲା ରକ୍ତ ସମ୍ପର୍କ, ଝିଆରୀକୁ ଦାଦାର ଦୁଷ୍କର୍ମ ଉଦ୍ୟମ

ଝିଆରୀକୁ ଦାଦାର ଦୁଷ୍କର୍ମ ଉଦ୍ୟମ ! କବାଟ ଭାଙ୍ଗିବାକୁ ଉଦ୍ୟମ କଲା ଦାଦା । ଘରେ କେହିନଥିବାର ସୁଯୋଗ ନେଇ ଝିଆରୀ ଉପରେ ଖରାପ ଦୃଷ୍ଟି ପକାଇଥିଲା ଦାଦା ! ଅମଣିଷ ପରି ବି ବ୍ୟବହାର କରିଥିଲା । ଏପରି ଏକ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଳା ଗ୍ରାମାଞ୍ଚଳ ଥାନା ରାହାଞ୍ଜ ଅଞ୍ଚଳରୁ ।

author-image
Namita Biswal

ଝିଆରୀକୁ ଦାଦାର ଦୁଷ୍କର୍ମ ଉଦ୍ୟମ ! କବାଟ ଭାଙ୍ଗିବାକୁ ଉଦ୍ୟମ କଲା ଦାଦା । ଘରେ କେହିନଥିବାର ସୁଯୋଗ ନେଇ ଝିଆରୀ ଉପରେ ଖରାପ ଦୃଷ୍ଟି ପକାଇଥିଲା ଦାଦା ! ଅମଣିଷ ପରି ବି ବ୍ୟବହାର କରିଥିଲା ।  ଏପରି ଏକ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଳା ଗ୍ରାମାଞ୍ଚଳ ଥାନା ରାହାଞ୍ଜ ଅଞ୍ଚଳରୁ । ସାମାନ୍ୟ ଜମିବାଡ଼ି ବିବାଦକୁ ନେଇ ହିତାହିତ ଜ୍ଞାନ ଭୁଲିଯାଇ ବାପା ରୂପକ ମଣିଷଟା ଅମଣିଷ ପରି ବ୍ୟବହାର କରିଛି । ନିଜ ଝିଅ ପରି ଝିଆରୀ ଉପରେ ଖରାପ ନଜର ପକାଇଛି ଦାଦା । ଯାହାକୁ ନେଇ ଏବେ ଥାନାରେ ଏତଲା ଦେଇଛନ୍ତି ପୀଡ଼ିତା ଓ ତାଙ୍କ ମା’ । 

Advertisment
Bhadrak Rape Attempt Land Dispute
Advertisment
Advertisment