Advertisment

ଡାକ୍ତର ନାତିକୁ ଝୁରୁଛି ଜେଜେ ମା’

ସେଦିନ କେଡେ ଖୁସି ଥିଲା ଏ ଜେଜେମା। ନାତି ବାହାଘର ପରା, ଦେଖୁନାହାନ୍ତି କିପରି ସେ ହସି ହସି ନାତି ଓ ନାତୁଣୀ ବୋହୂ ସହ ଫଟୋ ଉଠାଇଥିଲା। ହେଲେ ଆଜି ନାଁ ତା ମୁହଁରେ ଅଛି ହସ ନାଁ ଅଛି ଖୁସି।

author-image
Santosh Kumar Sahoo

ନାତି ବାହାଘର ଦିନ ବେଶ୍‌ ଖୁସି ଥିଲା ଜେଜେ ମା’। ହସି ହସି ନାତି ଓ ନାତୁଣୀ ବୋହୂ ସହ ଫଟୋ ଉଠାଇଥିଲା। ସେଦିନ ବହୁତ ଖୁସି ଥିଲା ଜେଜେ ମା’ । ହେଲେ ଆଜିର ଦୃଶ୍ୟ ବଖାଣୁଛି ଭିନ୍ନ ଚିତ୍ର । ନାଁ ତା ମୁହଁରେ ଅଛି ସେଦିନର ହସ ନାଁ ଅଛି ଖୁସି । ଆଜି ତାଆଖିରୁ ଝରି ଆସୁଛି ଧାର ଧାର ଲୁହ, ଫାଟି ଯାଉଛି ଛାତି । କାହିଁକି ନା ତା ଧନ, ତା ସୁନା, ତା ଗଳାର ମାଳି ଆଜି ତାପାଖେ ନାହିଁ ।

Advertisment
Kerala Landslide
Advertisment
Advertisment