Keonjhar Medical College
ଦେଖନ୍ତୁ ଏ ମହିଳାଙ୍କୁ । କେନ୍ଦୁଝର ଜିଲ୍ଲାରେ ନୁଆ କରି ଖୋଲିଥିବା ମେଡିକାଲ କଲେଜରେ ଚାକିରି କରାଇଦେବା କଥା କହି କେମିତି ଜଣେ ଅଭିଭାବକଠୁ ଟଙ୍କା ନେଇ ଗଣି ଚାଲିଛନ୍ତି ଏ ମହିଳା ଜଣଙ୍କ । ସେ ବଣ୍ଡଲରେ ରହିଛି ୪୦ ହଜାର ଟଙ୍କା । ପୁଣି କହୁଛନ୍ତି ଜଏନିଂ ପୂର୍ବରୁ ବାକି ଟଙ୍କା ଦେଇଦେବ । ଏ ମ୍ୟାଡାମ ହେଉଛନ୍ତି ଚିକିତ୍ସାଳୟରେ କାମ କରୁଥିବା ଜଣେ ସୁଇପର ପ୍ରମିଳା ପରିଡା । ଯେମିତି ଜାଣିଲେ ହସ୍ପିଟାଲରେ ନିଯୁକ୍ତି ପାଇଁ ପକ୍ରିୟା ଆରମ୍ଭ ହେବ, ତା ପୂର୍ବରୁ ଆରମ୍ଭ କରିଦେଲେ ଫ୍ରଡ କରିବାର ଯୋଜନା । ନିରୀହ ପିଲାଙ୍କୁ ଟଙ୍କା ନେଇ ହସ୍ପିଟାଲରେ ଚାକିରି ଯୋଗାଇବା ଭଳି ମିଛ କଥା କହି ଟଙ୍କା ନେଇ ଚାଲିଲେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)