କଲମ୍ବୋ: ନିଦାହାସ୍ କପ୍ ଟି-ଟ୍ୱେଣ୍ଟିରେ ଚାମ୍ପିଅନ ହୋଇଛି ଟିମ୍ ଇଣ୍ଡିଆ। ଫାଇନାଲରେ ବାଂଲାଦେଶକୁ ୪ ଓ୍ୱିକେଟରେ ହରାଇ ଏହି ବିଜୟ ହାସଲ କରିଛି। ଭାରତ ଆଗରେ ୧୬୭ ରନର ଟାର୍ଗେଟ ଥିଲା। ରୋମାଞ୍ଚକର ମୁକାବିଲାରେ ଶେଷ ବଲରେ ଦିନେଶ କାର୍ତ୍ତିକ ଛକା ମାରି ଦଳକୁ ଚାମ୍ପିଅନ କରାଇଛନ୍ତି। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ୱିକେଟ ହରାଇ ୧୬୬ ରନ୍ କରିଥିଲା। ବାଂଲାଦେଶ ପକ୍ଷରୁ ସବୀର ରହମାନ ସର୍ବାଧିକ ୭୭ ରନ୍ କରିଥିଲେ। […]
ଇଂଲଣ୍ଡ ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ କରୋନା ଭୟ । ପ୍ରଥମେ ଓ୍ୱିକେଟ କିପର ଋଷଭ ପନ୍ତ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ ଦଳର ଆଉ ଜଣେ ସଦସ୍ୟଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ।
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକରଙ୍କ ବ୍ୟାଟିଂ ପାଇଁ ସବୁ ପାଗଳ। ନିଜର ୨୪ ବର୍ଷର ଲମ୍ବା ଅନ୍ତର୍ଜାତୀୟ କ୍ୟାରିୟରରେ ସଚିନ ଟେଷ୍ଟ ଓ ଦିନିକିଆରେ ଏକାଧିକ ରେକର୍ଡ କରିଛନ୍ତି, ଯାହା ଆଜି ପର୍ଯ୍ୟନ୍ତ ଅତୁଟ ରହିଛି। ବ୍ୟାଟିଂରେ ତ ସଚିନ ସଫଳତାର ଶିଖର ଛୁଇଁଲେ, କିନ୍ତୁ କ୍ୟାପଟେନ୍ସିରେ ସେ ଏହାର ସମ୍ପୂର୍ଣ୍ଣ ଓଲଟା। ସଚିନ ୧୯୯୬ରୁ ୨୦୦୦ ମଧ୍ୟରେ ୭୬ଟି ଦିନିକିଆ ଓ ୨୫ଟି ଟେଷ୍ଟ ମ୍ୟାଚରେ ଭାରତର ନେତୃତ୍ବ ନେଇଥିଲେ। ତାଙ୍କ […]