• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ias Officer

IAS Tina Dabi
IAS Tina Dabi: ଲାଜ ଲାଗୁଛି ତ ମୋ ପାଖକୁ ଆସ... କାହିଁକି ଏପରି କହିଲେ ଟିନା

ବର୍ତ୍ତମାନ ସେ ରାଜସ୍ଥାନର ବାରମର୍ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବରେ କାର୍ଯ୍ୟ କରୁଛନ୍ତି । ତାଙ୍କର ଯୋଜନା ‘ମରୁ ଉଡାନ୍’ ପାଇଁ ସେ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି ।

ବିନା UPSCରେ ବି ହୋଇପାରିବେ IAS ଅଫିସର୍
IAS Officer Without Qualifying UPSC: ବିନା UPSC ପରୀକ୍ଷାରେ ବି ହୋଇପାରିବେ IAS ଅଫିସର୍‌, ଜାଣନ୍ତୁ କିପରି...

UPSC ସିଭିଲ ସର୍ଭିସେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ IAS ହେବା ବ୍ୟତୀତ ଜଣେ ପରୀକ୍ଷାର୍ଥୀ ଅନ୍ୟ ଦୁଇଟି ଉପାୟରେ IAS ଅଧିକାରୀ ମଧ୍ୟ ହୋଇପାରିବେ ।

Neha Byadwal
Neha Byadwal Success Story: ତରୁଣୀ IAS ଅଫିସରଙ୍କ ପ୍ରେରଣାଦାୟୀ ଜୀବନ କାହାଣୀ, IAS ହେବାକୁ ଛାଡ଼ି ଦେଇଥିଲେ ଏହିସବୁ ଜିନିଷ

ଆଇଏଏସ୍ ହେବାର ଜିଦ୍ ତାଙ୍କୁ ଏମିତି ଘାରିଥିଲା ଯେ, ସେ ଯେତେବେଳେ ନିଜ ନିଷ୍ପତ୍ତି ଘରେ ଶୁଣାଇଲେ, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ୨୪ ବର୍ଷର ଏହି ସୁନ୍ଦରୀ ଝିଅଟି ଆହୁରି ଅନେକ ଅପ୍ରୀତିକର ନିଷ୍ପତ୍ତି ନେଇଥିଲା, ଯାହା ଆଜିର ପଥଭ୍ରଷ୍ଟ ଯୁବକ ଯୁବତୀ ଜାଣିବା ଦରକାର। ଆସନ୍ତୁ ପଢ଼ିବା ତରୁଣ ଲେଡି ଆଇଏଏସ୍ ଅଫିସର ନେହା ବଦବୱାଲଙ୍କ କୌତୁହଳପୂର୍ଣ୍ଣ ସଂଘର୍ଷମୟ କାହାଣୀ।

IAS Sujata Karthikeyan
IAS Sujata Karthikeyan: ମିସେସ୍ ପାଣ୍ଡିଆନ୍‌ଙ୍କ ଛୁଟି ବାତିଲ୍; ଆଜିଠୁ କାର୍ଯ୍ୟରେ ଯୋଗଦେଲେ

କାର୍ଯ୍ୟରେ ଯୋଗଦେଲେ ଆଇଏଏସ୍‌ ସୁଜାତା କାର୍ତ୍ତିକେୟନ । ୬ ମାସ ଛୁଟିରୁ ଫେରିବା ପରେ ଆଜି ଚାକିରିରେ ଯୋଗ ଦେଇଛନ୍ତି। ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଯୋଗ ଦେଇଛନ୍ତି ସୁଜାତା।

Hindu IAS officers' group
WhatsApp Group For Hindu Officers: ହିନ୍ଦୁ-ମୁସଲିମ୍‌ଙ୍କ ଅଲଗା ଗ୍ରୁପ୍‌ ନେଇ ତେଜିଲା ବିବାଦ; IAS କହିଲେ ...

IAS ଅଧିକାରୀ କେ ଗୋପାଳ କ୍ରିଷ୍ଣନ୍‌ଙ୍କ ମୋବାଇଲ୍‌ରୁ ଏହି ହ୍ୱାଟସ୍ ଆପ୍ ଗ୍ରୁପ୍ କରାଯାଇଥିଲା। ଏହି ଗ୍ରୁପ୍‌ରେ କେରଳ କ୍ୟାଡରର ଅନେକ ଆଇଏଏସ୍ ଅଧିକାରୀଙ୍କୁ 'ମଲ୍ଲୁ ହିନ୍ଦୁ ଅଫିସର' ଓ 'ମଲ୍ଲୁ ମୁସଲିମ୍ ଅଫିସର' ନାମରେ ୨ଟି ଅଲଗା ଅଲଗା ଗ୍ରୁପ୍ ଗଠନ କରାଯାଇଥିଲା।

Meet India’s youngest female IAS officer
Success Story: ମାତ୍ର ୨୩ ବର୍ଷରେ ବନିଥିଲେ IAS, ଏବେ ଲୋକଙ୍କ ଅଫିସର

ଭାରତର ସର୍ବକନିଷ୍ଠ ମହିଳା ଆଇଏଏସ୍ ଅଧିକାରୀ ସ୍ମିତା ସଭରୱାଲ । UPSC ପରୀକ୍ଷାରେ କରିଥିଲେ କମାଲ୍ ।

Puja Khedkar
ପୂଜା ଖେଡକର୍‌ଙ୍କୁ ଜୋରଦାର୍‌ ଝଟକା; ମଉଜ କରୁଥିଲେ, ଏବେ ଚାକିରିରୁ ବିଦା ହେଲେ

ବିବାଦୀୟ ଟ୍ରେନି ଆଇଏଏସ୍‌ ପୂଜା ଖେଡକରଙ୍କୁ ବଡ଼ ଝଟକା। ପୂଜାଙ୍କୁ ତତ୍କାଳ ଭାବେ ଆଇଏଏସ୍‌ ପଦରୁ ବିଦା କରିଛନ୍ତି କେନ୍ଦ୍ର ସରକାର।

IAS couple
ସ୍ୱାମୀ-ସ୍ତ୍ରୀ ଉଭୟ IAS: ବିବାହରେ ଖର୍ଚ୍ଚ କଲେ ମାତ୍ର ୫୦୦ ଟଙ୍କା; ଜାଣନ୍ତୁ କାହିଁକି...

ସ୍ୱାମୀ-ସ୍ତ୍ରୀ ଉଭୟ IAS, ବିବାହରେ ଖର୍ଚ୍ଚ କଲେ ମାତ୍ର ୫୦୦ ଟଙ୍କା । ତେବେ କାହିଁକି ଏତେ କମ୍‌ ଟଙ୍କାରେ ବିବାହ କଲେ ? ଏହା ପଛର ଉଦ୍ଦେଶ୍ୟ କଣ ? କଣ ପାଇଁ ଏମିତି ବିବାହ କଲେ ? ଜାଣନ୍ତୁ...

Major Reshuffle of IAS Officers
ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ; ବଦଳିଲେ ୨୦ ଜିଲ୍ଲାର ଜିଲ୍ଲାପାଳ

ରାଜ୍ୟରେ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ। ବଦଳିଲେ ୨୦ ଜିଲ୍ଲାର ଜିଲ୍ଲାପାଳ। ଯାଜପୁର ଜିଲ୍ଲାପାଳ ଥିବା ନିଖିଲ ପୱନ କଲ୍ୟାଣଙ୍କୁ ବଦଳି କରାଯାଇ ତାଙ୍କୁ ଓଡ଼ିଶାମୃର୍ତ୍ତିକା ସଂରକ୍ଷଣ ଓ ଜଳଛାୟା ବିକାଶ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି।

IAS Officer Puja Khedkar Flees To Dubai
ମିଳିଲାନି ଆଗୁଆ ଜାମିନ୍‌, ଗିରଫ ଭୟରେ ଦେଶ ଛାଡ଼ିଲେ ପୂଜା ଖେଡକର !

ବିବାଦ ଘେରରେ ପୂଜା ଖେଡକର। ଆଗୁଆ ଜାମିନ୍‌ ଆବେଦନ ଖାରଜ ପରେ ସେ ଦୁବାଇ ଚାଲିଯାଇଥିବା ଚର୍ଚ୍ଚା ହେଉଛି। ତେବେ ତାଙ୍କୁ ଗିରଫ କରାଯିବ ବୋଲି ସୂଚନା ମିଳିଛି।

Astrology believe
ଜ୍ୟୋତିଷ ଶାସ୍ତ୍ର କୁହେ, ଏହିସବୁ ତାରିଖରେ ଜନ୍ମିତ ପିଲା ହୋଇଥାନ୍ତି IAS IPS ପରି ବଡ଼ ଅଫିସର୍

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଯାହା ଯେତିକି କୌତୁହଳପୂର୍ଣ୍ଣ ସେତିକି ଚମତ୍କାର ।

IAS Ashima
IAS ଆଶିମାଙ୍କ କାହାଣୀ

ଆଶିମା... ନା ନା କେବଳ ଆଶିମା ନୁହେଁ... IAS ଆଶିମା । ନାଁ ଯେମିତି କ୍ୟାରିୟର ବି ସେମିତି । ଆରମ୍ଭରୁ ପାଠପଢ଼ାରେ ଟପ୍ପର ହୋଇଥିବା ଏ ଯୁବତୀଙ୍କ ପ୍ରଶଂସା ବଲିଉଡ୍‌ କରୁଛି । ଆଶିମାଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ।

IAS Ashima Goyal
ସଂଘର୍ଷରୁ ସଫଳତା: ବିନା କୋଚିଂରେ ଇଞ୍ଜିନିୟରରୁ IAS; ଫ୍ୟାନ୍‌ ବନିଲେ ବଲିଉଡ଼ ସୁପରଷ୍ଟାର...

ସଂଘର୍ଷରୁ ସଫଳତା କାହାଣୀ । ଯାହାଙ୍କ କାହାଣୀ ସମଗ୍ର ଭାରତ ବର୍ଷରେ ସୃଷ୍ଟି କରିଛି ଚର୍ଚ୍ଚା  । ଏମିତିରେ ବଲିଉଡ଼ ସୁପରଷ୍ଟାର ବି ପାଲିଟିଛନ୍ତି ତାଙ୍କ ଫ୍ୟାନ୍‌ । ତେବେ ଆସନ୍ତୁ ଜାଣିବା ତାଙ୍କ କାହାଣୀ...

How candidates misuse reservation category in upsc exam
UPSC Exam Reservation: UPSC ପରୀକ୍ଷାରେ ସଂରକ୍ଷଣକୁ ନେଇ କିପରି ହୁଏ ଖେଳ; ଜାଣିଲେ ମୁଣ୍ଡ ଗୋଲ୍ ହେଇଯିବ

ସଂରକ୍ଷଣକୁ ନେଇ ଏକ ସାକ୍ଷାତକାରରେ UPSC ମେଣ୍ଟର ବିକାଶ ଦିବ୍ୟକୀର୍ତ୍ତି ଚାଞ୍ଚଲ୍ୟକର ମତ ପ୍ରକାଶ କରିଛନ୍ତି। ଲୋକମାନେ IAS, IPS, IRS, IFS ଅଧିକାରୀ ହେବା ପାଇଁ ଅନେକ କୌଶଳ ଅବଲମ୍ବନ କରନ୍ତି। ଅଧିକାରୀ ହେବା ପାଇଁ ପ୍ରାର୍ଥୀମାନେ UPSC ର କେଉଁ ଲୁଫ୍ ବ୍ୟବହାର କରୁଛନ୍ତି ଆସନ୍ତୁ ଜାଣନ୍ତୁ।

IAS Puja
ଫେଲ୍‌ ମାରିଲା ସୁପର୍‌ ପ୍ଲାନ୍; ଏହି ଛୋଟ ଭୁଲ୍‌ ପାଇଁ ବନ୍ଧାହେଲେ ପୂଜାଙ୍କ ମା’

ଭଡ଼ାରେ ଆସିଥିଲା ଆଧାର କାର୍ଡ, ଛଦ୍ମ ବେଶରେ ବୁଲୁଥିଲେ; ଶେଷରେ ପୂଜାଙ୍କ ମା’ଙ୍କୁ ବାନ୍ଧିଲା ପୋଲିସ।

Abhay Daga Success Story
ଅଭିନେତାରୁ IAS ଅଫିସର....ଅଭୟଙ୍କ ସଫଳତାର କାହାଣୀ

ଥିଲେ ଅଭିନେତା କିନ୍ତୁ ଏବେ ଆଇଏଏସ୍ ଅଫିସର । ଆଜି ଆମେ ଆପଣଙ୍କୁ ଜଣେ IIT ଗ୍ରାଜୁଏଟଙ୍କ ବିଷୟରେ ଜଣେଇବୁ ଯିଏ କି ପୂର୍ବରୁ ଅଭିନେତା ଥିଲେ ଆଉ ଏବେ IAS ଅଫିସର । ଜାଣିବା ଅଭୟଙ୍କ ସଫଳତାର କାହାଣୀ....

ias officer puja khedkar
ବଢୁଛି ଟ୍ରେନି IAS ପୂଜା ହେଡକରଙ୍କ ଅଡୁଆ; ଭିନ୍ନକ୍ଷମ ସାର୍ଟିଫିକେଟ୍‌ ପାଇଁ ଦେଇଥିଲେ ଭୁଲ୍‌ ଠିକଣା 

ଟ୍ରେନି  IAS ପୂଜା ଖେଡକରଙ୍କ ନାଁରେ ନୂଆ ଖୁଲାସା ହୋଇଛି । ଭିନ୍ନକ୍ଷମ ସାର୍ଟିଫିକେଟ ପାଇବାକୁ ନକଲି ଠିକଣା ଓ ରାସନ କାର୍ଡ ଦେଇଥିଲେ ପୂଜା ହେଡକର । 

Puja Khedkar
ଆଇଏଏସ୍‌ ପୂଜା ଖେଡକରଙ୍କୁ ଝଟକା, ପୁଣି ଥରେ ନେବେ ଟ୍ରେନିଂ

ମହାରାଷ୍ଟ୍ର ପୁଣେର ଟ୍ରେନି IAS ଅଧିକାରୀ ହେଉଛନ୍ତି ପୂଜା ଖେଡକର । ପୂଜାଙ୍କ ବିରୋଧରେ ରହିଛି ଏକାଧିକ ଅନିୟମିତତା ଅଭିଯୋଗ ।

IAS Officer
ସତ ନା ମିଛ ! ଦିବ୍ୟାଙ୍ଗ ବୋଲି IAS ପାଇଥିଲେ..ଏବେ ପୂରା ଫିଟ୍‌..ଭିଡିଓ ଭାଇରାଲ

ଥିଲେ IAS ଅଫିସର ଆଉ ଏବେ ଜଣେ ଅଭିନେତା। ନକଲି ସାର୍ଟିଫିକେଟ ଦେଇ ପାଇଛନ୍ତି IAS ଚାକିରି। ୨୦୧୧ ବ୍ୟାଚ୍‌ IAS ଅଫିସର୍‌ ଅଭିଷେକ ସିଂଙ୍କୁ ନେଇ ଏବେ ଚର୍ଚ୍ଚା ଥମୁନି।

Pooja Khedkar
ଜଏନିଂ ପୂର୍ବରୁ ଟ୍ରେନି IAS ଅଫିସରଙ୍କ ଭିଆଇପି ଡିମାଣ୍ଡ, ସାମ୍ନାକୁ ଆସିଲା ହ୍ୱାଟ୍ସଆପ୍‌ ଚାଟ୍‌....

ସାମ୍ନାକୁ ଆସିଥିବା ହ୍ୱାଟ୍ସଆପ୍‌ ଚାଟ୍‌ରେ ସେ ଅଧିକାରୀ ଜଣଙ୍କୁ କହୁଛନ୍ତି ଯେ, ‘ମୁଁ ଜୁନ୍‌ ୩ରେ ଯୋଗଦେବା ପୂର୍ବରୁ ଦୟାକରି କ୍ୟାବିନ୍‌ ଓ ଗାଡ଼ି ବ୍ୟବସ୍ଥା କର । ପରେ ସମୟ ମିଳିବ ନାହିଁ ।

IAS Reshuffle
ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ରାଜ୍ୟର ନୂଆ ସରକାରରେ ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ। ଇଡକୋର ଚେୟାରମ୍ୟାନ୍ ପଦବୀରୁ ହଟିଛନ୍ତି ହେମନ୍ତ ଶର୍ମା । ହେମନ୍ତଙ୍କ ସ୍ଥାନରେ ନିକୁଞ୍ଜ ବିହାରୀ ଧଳ ଇଡକୋର ନୂଆ ଚେୟାରମ୍ୟାନ୍ ଅତିରିକ୍ତ ଦାୟିତ୍ବ ମିଳିଛି।

 Chief Secretary Manoj Ahuja
କିଭଳି ରହିବ ଓଡିଆ-ଅଣଓଡିଆ ଅଧିକାରୀଙ୍କ ଭିତରେ ବାଲାନ୍ସ ?

ଆସନ୍ତା ସୋମବାରରୁ ଓଡିଶା ପ୍ରଶାସନର ମଙ୍ଗ ଧରିବାକୁ ଯାଉଛନ୍ତି ମନୋଜ ଆହୁଜା । ନୂଆ ସରକାରରେ ନୂଆ ମୁଖ୍ୟ ଶାସନ ସଚିବଙ୍କ ଆଗରେ ରହିଛି ଭରପୂର ଆହ୍ବାନ ।

Manoj Ahuja
IAS ମନୋଜ ଆହୁଜା ନୂଆ CS; କହିଲେ, ଓଡ଼ିଶା ଫେରୁଥିବାରୁ ବହୁତ ଖୁସି

ମନୋଜ ଆହୁଜା ହେଲେ ରାଜ୍ୟର ନୂଆ ଶାସନ ସଚିବ । ମୂଳତଃ ପଞ୍ଜାବ ନିବାସୀ ତଥା ଓଡ଼ିଶା କ୍ୟାଡରର ୧୯୯୦ ବ୍ୟାଚର ଏହି ବରିଷ୍ଠ ଆଇଏଏସ୍‌ଙ୍କୁ ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଓଡ଼ିଶା କ୍ୟାଡରକୁ ଫେରାଯାଇଥିଲା ।

Senior IAS officer Manoj Ahuja
ପାୱାର କରିଡରରେ ଚର୍ଚ୍ଚା; ମନୋଜ ଆହୁଜା ହେବେ କି ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ?

ହଠାତ୍ କେନ୍ଦ୍ରରୁ ଓଡ଼ିଶା ଫେରୁଛନ୍ତି ବରିଷ୍ଠ ଆଇଏଏସ୍ ଅଧିକାରୀ ମନୋଜ ଆହୁଜା। ଏହାପରେ ତାଙ୍କୁ ନେଇ ପାୱାର କରିଡରରେ ଚର୍ଚ୍ଚା ସରଗରମ। ମନୋଜ ହୋଇ ପାରନ୍ତି ମୁଖ୍ୟ ଶାସନ ସଚିବ।

Sujata R Karthikeyan
ଛୁଟିରେ ଗଲେ IAS ସୁଜାତା କାର୍ତ୍ତିକେୟନ

୬ ମାସର ଲମ୍ବା ଛୁଟିରେ ଗଲେ ଭି.କେ.ପାଣ୍ଡିଆନଙ୍କ ପତ୍ନୀ ତଥା ଆଇଏଏସ ସୁଜାତା କାର୍ତ୍ତିକେୟନ। ଆସନ୍ତା ନଭେମ୍ବର ୨୬ ତାରିଖ ଯାଏଁ ସେ ଛୁଟିରେ ଯାଇଛନ୍ତି। ସୁଜାତା ଚାଇଲ୍ଡ କେୟାର ଲିଭରେ ଏଭଳି ଲମ୍ବା ଛୁଟିରେ ଯାଇଥିବା ସୂଚନା ମିଳିଛି।