/odishatv-khabar/media/post_attachments/uploadimage/library/16_9/16_9_0/Gold_Rate_1754539396.jpg)
Gold Rate
ଆଜି ପୁଣି ବଢିଛି ସୁନା ଦର । ଗତ କାଲି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୦୨,୩୩୦ ଟଙ୍କା ଥିବା ବେଳେ ଆଜି ୨୨୦ ଟଙ୍କା ବୃଦ୍ଧି ଘଟି ୧,୦୨,୫୫୦ ଟଙ୍କାକୁ ଛୁଇଁଛି । ୨୨ କ୍ୟାରେଟ ସୁନାର ମୂଲ୍ୟ ଗତ କାଲି ୯୩,୮୦୦ ଟଙ୍କା ଥିବା ବେଳେ ଆଜି ୨୦୦ ଟଙ୍କା ବୃଦ୍ଧି ପାଇ ୯୪,୦୦୦ ଟଙ୍କାରେ ପହଞ୍ଚିଛି । ଗତ କାଲି ୧୮ କ୍ୟାରେଟ ସୁନା ଦର ୭୬,୭୫୦ ଟଙ୍କା ଥିବା ବେଳେ ଆଜି ୧୬୦ ଟଙ୍କା ବୃଦ୍ଧି ପାଇ ୭୬,୯୧୦ ଟଙ୍କାରେ ପହଞ୍ଚିଛି ।
ସେହିପରି ଭୁବନେଶ୍ୱରରେ ଗତ କାଲି ରୂପା ୧ କେଜି ପିଛା ୧,୨୬,୦୦୦ ଟଙ୍କା ଥିବା ବେଳେ ଆଜି ୧୦୦୦ ଟଙ୍କା ବୃଦ୍ଧି ପାଇ ୧,୨୭,୦୦୦ ଟଙ୍କାରେ ପହଞ୍ଚିଛି ।
ଜାଣନ୍ତୁ କେଉଁ ସହରରେ ସୁନା ମୂଲ୍ୟ କେତେ ରହିଛି:
ଦିଲ୍ଲୀ: ୨୪ କ୍ୟାରେଟ ସୁନା- ୧୦,୨୭୦ ଟଙ୍କା, ୨୨ କ୍ୟାରେଟ ସୁନା- ୯,୪୧୫ (୧ ଗ୍ରାମ ପିଛା)
ଚେନ୍ନାଇ: ୨୪ କ୍ୟାରେଟ ସୁନା- ୧୦,୨୫୫ ଟଙ୍କା, ୨୨ କ୍ୟାରେଟ ସୁନା- ୯,୪୦୦ (୧ ଗ୍ରାମ ପିଛା)
ବେଙ୍ଗାଲୁରୁ: ୨୪ କ୍ୟାରେଟ ସୁନା- ୧୦,୨୫୫ ଟଙ୍କା, ୨୨ କ୍ୟାରେଟ ସୁନା- ୯,୪୦୦ (୧ ଗ୍ରାମ ପିଛା)
ମୁମ୍ବାଇ: ୨୪ କ୍ୟାରେଟ ସୁନା- ୧୦,୨୫୫ ଟଙ୍କା, ୨୨ କ୍ୟାରେଟ ସୁନା- ୯,୪୦୦ (୧ ଗ୍ରାମ ପିଛା)
କୋଲକାତା: ୨୪ କ୍ୟାରେଟ ସୁନା- ୧୦,୨୫୫ ଟଙ୍କା, ୨୨ କ୍ୟାରେଟ ସୁନା- ୯,୪୦୦ (୧ ଗ୍ରାମ ପିଛା)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)