Advertisment

କାହିଁକି ବଢୁଛି ସୁନା ଦର ?

ଦିନକୁ ଦିନ ବଢି ବଢି ଚାଲିଛି ସୁନା ଦର । ଏଥିପାଇଁ ଖାଁ ଖାଁ ହୋଇପଡୁଛି ସୁନା ଦୋକାନ । ଏଥିପାଇଁ ଚିନ୍ତାରେ ସୁନା ବ୍ୟବସାୟୀ। ତେବେ କାହିଁକି ହୁ ହୁ ହୋଇ ବଢୁଛି ସୁନା ଦର ? କ’ଣ ହୋଇପାରେ ଏହାର ପ୍ରମୁଖ କାରଣ ?

author-image
Chinmayee Sahoo

ଦିନକୁ ଦିନ ବଢି ବଢି ଚାଲିଛି ସୁନା ଦର । ଏଥିପାଇଁ ଖାଁ ଖାଁ ହୋଇପଡୁଛି ସୁନା ଦୋକାନ । ଏଥିପାଇଁ ଚିନ୍ତାରେ ସୁନା ବ୍ୟବସାୟୀ। ତେବେ କାହିଁକି ହୁ ହୁ ହୋଇ ବଢୁଛି ସୁନା ଦର ? କ’ଣ ହୋଇପାରେ ଏହାର ପ୍ରମୁଖ କାରଣ ?

Advertisment
Gold Price Hike
Advertisment
Advertisment