ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଉଦ୍ଧାର କରି ମେଡ଼ିକାଲ୍ରେ ଭର୍ତ୍ତି କରିଥିଲା।
କୋର୍ଟରେ ଜ୍ୱାଇଁକୁ ଗୁଳି କରି ହତ୍ୟା । ପଞ୍ଜାବ ଚଣ୍ଡିଗଡ଼ ଜିଲ୍ଲା କୋର୍ଟରେ ଗୁଳିକାଣ୍ଡ ଘଟିଛି । ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଛି ।
ଘଟଣାକୁ ନେଇ ରାଷ୍ଟ୍ରପତି ଜୋ ବାଇଡେନ ଦୁଃଖ ପ୍ରକାଶ କରିବା ସହ ଆମେରିକା ରାଜନୀତିରେ ହିଂସାର କୌଣସି ସ୍ଥାନ ନାହିଁ। ଘଟଣାକୁ ଦୃଢତାର ସହ ନେବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି।
ପାଟ୍ରୋଲ୍ ପମ୍ପ ଟଙ୍କା ବ୍ୟାଙ୍କରେ ଜମା କରିବା ପାଇଁ ଯାଉଥିଲେ ଦୁଇ ଜଣ କର୍ମଚାରୀ। ହେଲେ ବ୍ୟାଙ୍କ ପାଖରେ ୩ ରାଉଣ୍ଡ ଫାୟରିଂ କରି ନେଇଗଲେ ୧୨ ଲକ୍ଷ ଟଙ୍କା।
ଗୁଳିମାଡ଼ରେ ୫ ଜଣଙ୍କ ମୃତ୍ୟୁ, ନାବାଳିକା ଗୁରୁତର ସୂଚନା । ଗୁଳିମାଡ଼ ପରେ ଗୁଳି କରି ଜୀବନ ହାରିଲା ଦୁର୍ବୃତ୍ତ ।
ଦାଗେସ୍ତାନର ଗଭର୍ଣ୍ଣରଙ୍କ ସୂଚନା ମୁତାବକ, ରୁଷର ଦୁଇଟି ସହରରେ ଏହି ଆତଙ୍କୀ ହମ୍ଲା ହୋଇଛି। ବନ୍ଧୁକଧାରୀମାନେ ଦୁଇଟି ଆର୍ଥୋଡକ୍ସ ଚର୍ଚ୍ଚ, ଗୋଟିଏ ପୂଜାସ୍ଥଳ, ଓ ଗୋଟିଏ ପୁଲିସ ଚେକ୍ ପୋଷ୍ଟ ଉପରକୁ ଗୁଳିମାଡ କରିଛନ୍ତି।
ସଂଧ୍ୟା ପ୍ରାୟ ସାଢେ ୬ଟା ସମୟରେ ପୋନି ଏରିଆର ତେରାଥ ଗ୍ରାମ ନିକଟରେ ଆତଙ୍କବାଦୀମାନେ ବସ ଉପରକୁ ଅତର୍କିତ ଗୁଳିମାଡ କରିଥିଲେ । ଫଳରେ ବସଟି ଭାରସାମ୍ୟ ହରାଇ ଖାଇକୁ ଖସି ପଡିଥିଲା ।
ଅଭିଯୁକ୍ତ ଅନ୍ୟ ଚାରିଜଣଙ୍କ ସହ ରାତି ପ୍ରାୟ ଗୋଟାଏ ବେଳେ ବାରରେ ପହଞ୍ଚିଥିଲେ ଏବଂ ବାର୍ କର୍ମଚାରୀଙ୍କୁ ମଦ ଦେବାକୁ କହିଥିଲେ। ରାତି ଅନେକ ହୋଇଯାଇଥିବା ବେଳେ ବାର୍ କର୍ମଚାରୀ ମଦ ଦେବାପାଇଁ ମନା କରିଥିଲେ।
ନାଇଜେରିଆର ଉତ୍ତର-ମଧ୍ୟସ୍ଥିତ ପଠାରୀ ରାଜ୍ୟରେ ଏହି ଅଘଟଣ ଘଟିଛି। ସେଠାରେ ପଶୁପାଳକ ଏବଂ କୃଷକଙ୍କ ମଧ୍ୟରେ ଦୀର୍ଘଦିନ ହେଲା ବିବାଦ ଲାଗି ରହିଛି।
ଅଭିଯୁକ୍ତଙ୍କୁ ଏଯାଏ ଚିହ୍ନଟ କରାଯାଇନାହିଁ। ଘଟଣାସ୍ଥଳରୁ ଦୁଇଟି ଖୋକା ଓ ଗୋଟିଏ ଜୀବନ୍ତ ଗୁଳି ଜବତ କରାଯାଇଛି। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି।
ତାନ୍ତ୍ରିକକୁ ଏହା କହିବା ପରେ ମଧ୍ୟ ସେ ମିଛ ପ୍ରତିଶ୍ରୁତି ଦେଉଥିଲେ। ରାଗରେ ଜର୍ଜରିତ ମହେଶ ପ୍ରତିଶୋଧ ନେବାକୁ ଯୋଜନା କରିଥିଲା। ତାନ୍ତ୍ରିକର ପୁଅ ଦୀପକ ନାଗର ବାଇକରେ ଯିବାବେଳେ ମହେଶ ଏବଂ ସହଯୋଗୀ ସୋନୁ ତାଙ୍କ ଉପରକୁ ଗୁଳି ଚଳାଇଥିଲେ।
ଭିଡିଓରେ, ଊତ୍ତର ପ୍ରଦେଶର ଏକ ବିବାହ ଉତ୍ସବରେ ନବବଧୂ ବନ୍ଧୁକ ଚଳାଉଛନ୍ତି । ଥରେ ନୁହେଁ ବାରମ୍ବାର ଆକାଶକୁ ଗୁଳି ଫୁଟାଉଛନ୍ତି । ଭିଡିଓରେ ତାଙ୍କ ବର ମଧ୍ୟ ରହିଛନ୍ତି ।
ଶିକ୍ଷକ ଜଣକ ଏହାକୁ ପ୍ରତିବାଦ କରିବାରୁ ଉତ୍କ୍ଷିପ୍ତ ହୋଇଯାଇଥିଲେ ନିଶାଶକ୍ତ କନ୍ଷ୍ଟେବଳ ଜଣକ । ଆଉ ରାଗି ଯାଇ ଗୁଳି ମାରିଥିଲେ ଶିକ୍ଷକଙ୍କୁ ।
ଅଭିଯୁକ୍ତ ରାକେଶ ବେଆଇନ୍ ମଦ କାରବାରରେ ସଂପୃକ୍ତ ଥିବା ଜଣାପଡିଛି। ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଅଟକ ରଖିଛି।
ସନ୍ଧ୍ୟା ସମୟରେ ମା ଝିଅ ଦୁହେଁ ମିଶି ଖଲି ପତ୍ର ତୋଳି ପତ୍ର ବିଡା କରିବା ବେଳେ ଗୁଳିମାଡ଼ ହୋଇଥିଲା। ଗୁଳି କେମିତି ବାଜିଲା, ତାହା ଜଣାପଡ଼ିନାହିଁ।
ପରକୀୟା ପ୍ରୀତିରୁ ତାଙ୍କୁ କନଷ୍ଟେବଲ ବୀରେନ୍ଦ୍ର ସିଂ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି। କନଷ୍ଟେବଲ ବୀରେନ୍ଦ୍ରଙ୍କ ସ୍ତ୍ରୀ ପ୍ରିୟଙ୍କାଙ୍କ ସହ ପ୍ରକାଶଙ୍କର ଅନୈତିକ ସଂପର୍କ ଥିଲା।
ଆକ୍ରମଣକାରୀ ମୋରିସ୍ ନୋରହ୍ନା ବି ଆତ୍ମହତ୍ୟା କରିଥିବା ସୂଚନା । ଆକ୍ରମଣ କିଛି ସମୟ ପୂର୍ବରୁ ଉଭୟ ଏକାଠି ଫେସବୁକ ଲାଇଭ କରୁଥିଲେ ।
ଦକ୍ଷିଣ ମଣିପୁର ସାଜିକ୍ ଚମ୍ପକ ଅଞ୍ଚଳର ଏହି ଘଟଣା ବର୍ତ୍ତମାନ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆହତମାନଙ୍କ ମଧ୍ୟରୁ କେହି ବି ମଣିପୁରର ନୁହଁନ୍ତି।
ଗୁଳିମାଡରେ ଜଣେ ଗୁରୁତର ହୋଇଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇଛନ୍ତି ।
ଲକ୍ଷ୍ୟଭ୍ରଷ୍ଟ ହେବାରୁ ଅଳ୍ପକେ ବର୍ତ୍ତିଗଲେ ବ୍ୟବସାୟୀ । କ୍ଷେତରାଜପୁର ଥାନା ପୋଦ୍ଦାର କଲୋନୀରେ ଫାୟାରିଂ
ବିହାର ପାଟନାର ଦାନାପୁର ସବ୍-ଡିଭିଜନ୍ କୋର୍ଟ ପରିସରରେ ଏହି ଗୁଳିକାଣ୍ତ ଘଟିଛି । ବିଚାରଧିନ କଏଦୀ ଅଭିଷେକ କୁମାର ଓରଫ୍ ଛୋଟେ ସରକାରକୁ ଗୁଳି କରି ହତ୍ୟା କରାଯାଇଛି ।
ରାଷ୍ଟ୍ରୀୟ ରାଜପୁତ କରନୀ ସେନା ସଭାପତି ସୁଖଦେବ ସିଂହ ଗୋଗାମେଡିଙ୍କୁ ଆଜି ରାଜସ୍ଥାନ ଜୟପୁରରେ ଗୁଳି କରି ହତ୍ୟା କରାଯାଇଛି । ଏହି ଗୁଳିମାଡ଼ ଘଟଣାରେ ତାଙ୍କର ଦୁଇ ଜଣ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି ।
ରାଉରକେଲା ବିଶ୍ରା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଆହତ ଯୁବକଙ୍କୁ ରାଉରକେଲା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
କାରରୁ ଓହ୍ଲାଇ ଆସି ଜଣେ ଯୁବକ ଟୋଲଗେଟ୍ ନିକଟରେ ବ୍ଲାଙ୍କ ଫାୟାରିଂ କରିଥିଲେ ଏବଂ ଆକ୍ରମଣ ବି କରିଥିଲେ । ଏହାପରେ ଘଟଣାସ୍ଥଳରୁ ଦ୍ରୁତଗତିରେ ଖସି ପଳାଇଥିଲେ।