ଝିଅକୁ ଅପହରଣ ଉଦ୍ୟମ ବେଳେ ପ୍ରତିରୋଧ କରିବାରୁ ମା’କୁ ଗୁଳିମାଡ଼। ଫାୟାରିଂ କରି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ମାରିଛନ୍ତି।
ପ୍ରଥମେ ଚଳାଇଥିବା ଗୁଳିରେ ହିଁ ଇମ୍ରାନ ଆହତ ହୋଇଥିଲେ ।
ଖାଲି ଓଡ଼ିଶା ନୁହେଁ ଦେଶର ବିଭିନ୍ନ ଅଞ୍ଚଳରୁ ଦୀପାବଳି ଦିନ ଅନେକ ଅଘଟଣ ଖବର ସାମ୍ନାକୁ ଆସିଛି। ଦୀପାବଳି ଦିନ ଗୁଳିମାଡ଼ରେ ପୁରୀରେ ଜଣଙ୍କ ଜୀବନ ଚାଲି ଯାଇଛି।
ପୁରୀ ଜିଲ୍ଲା ଅନ୍ତର୍ଗତ ପିପିଲି ବଜାରରେ ଫୁଟିଲା ଗୁଳି। ଗୁଳି ମାଡ଼ରେ ଜଣେ ଯୁବକ ଗୁରୁତର।
ଥାଇଲାଣ୍ଡରେ ଗୁଳିକାଣ୍ଡ। ପିଲାଙ୍କ ଡେ’ କେୟାର ସେଣ୍ଟର ଉପରକୁ ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ କରିଛନ୍ତି। ଫଳରେ ୩୧ ଜଣଙ୍କର ମୃତ୍ୟୁ ଆଶଙ୍କା କରାଯାଉଛି।
CCTV ଫୁଟେଜରେ ଦେଖିବାକୁ ମିଳିଛି, ଜଣେ ଯୁବକ, ଯୁବତୀଙ୍କ ପିଛା କରି ଆସୁଛନ୍ତି। ଏହାପରେ ସେ ବ୍ୟାଗ୍ ଭିତରୁ ବନ୍ଧୁକ ବାହାର କରି ହଠାତ୍ ଯୁବତୀଙ୍କ ବେକକୁ ଗୁଳିମାଡ଼ କରୁଛନ୍ତି।
ଦିଲ୍ଲୀ ଜାହାଙ୍ଗିରପୁରୀ ଅଞ୍ଚଳରେ ଗୁଳିମାଡ଼ ହୋଇଛି ।
ଫ୍ରିଡମ ଡେ ପରେଡରେ ଆତତୀୟର ଆଖିବୁଜା ଗୁଳିମାଡ଼ରେ ରକ୍ତରଞ୍ଜିତ ହେଲା ଚିକାଗୋ....
ବିବାହ ପ୍ରୋସେସନରେ ନାଚ, ଗୀତରେ ଖୁସିରେ ମଜି ଯାଇଥିଲେ ବରଯାତ୍ରୀ। ହେଲେ ହଠାତ୍ ଏମିତି କିଛି ଘଟିଲା, ଯାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। ଖୁସିର ମାହୋଲରେ ଖେଳି ଯାଇଥିଲା ଦୁଃଖର ଛାୟା।
‘କୋଉଠି ମୋ ଭଉଣୀ?’...ଯେତେବେଳେ ଯୁବକ ଜଣକ କହିଲେ ଏ ବିଷୟରେ ତାଙ୍କୁ କିଛି ଜଣାନାହିଁ, ଏହାଶୁଣି ଯୁବତୀଙ୍କ ଭାଇ ତାଙ୍କୁ ଗୁଳି କରିଦେଲେ। ଉତ୍ତରପ୍ରଦେଶର ବାନ୍ଦାରୁ ବାଇକ୍ରେ ନନିହାଲ୍ ଯାଉଥିବା ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି।
ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ସୂଚନା । ୨ ଜଣ ଦୁର୍ବୃତ୍ତ ୨ ରାଉଣ୍ଡ ଗୁଳି କରିଥିବା ସୂଚନା ।
ବାଇକ୍ରେ ଯାଉଥିବା ବେଳେ ସିନାପାଲି ରାବଣ ଛକରେ ବାପପୁଅଙ୍କୁ ଉପରକୁ ଫାୟାରିଂ ହୋଇଛି ।
ଭୁବନେଶ୍ୱର ସିଆରପି ଛକରେ ଗୁଳିକାଣ୍ଡ...ଗୁଳିକାଣ୍ଡରେ ଛାତ୍ର କଂଗ୍ରେସ ନେତା ବିଭୂ ପ୍ରସାଦ ଜେନା ଅଳ୍ପକେ ବର୍ତ୍ତିଛନ୍ତି ।
ତା’ନିକଟରୁ ଏକ ଅତ୍ୟାଧୁନିକ ମାରଣାସ୍ତ୍ର ଜବତ କରାଯାଇଛି ।
ହଠାତ୍ ୩ ଜଣ ଦୁର୍ବୃତ୍ତ ଆସି କାର୍ ଉପରକୁ ଆଖି ପିଛୁଳାକେ ଗୁଳିବର୍ଷଣ କରିଥିଲେ। ସେଠାରେ ଉପସ୍ଥିତ ଲୋକ ଏସବୁ ଦେଖୁଥିଲେ ମଧ୍ୟ ଏହାକୁ ଅଟାଇବା ପାଇଁ କେହି ସାହସ କରିପାରୁନଥିଲେ।
ଗତକାଲି ରାତିରେ ନିକିରାଇ ଥାନା ଅଧୀନ ସଦାନନ୍ଦପୁର ପୋଟଳଡିହରେ ଗୁଳିମାଡ଼ ହୋଇଛି ।
ଦିଲ୍ଲୀର ରୋହିଣୀ କୋର୍ଟ ପାଖରେ ଗୁଳିକାଣ୍ଡ । ଆଜି ସକାଳେ କୋର୍ଟ ଚାଲିଥିବାବେଳେ ରୋହିଣୀ କୋର୍ଟ ନିକଟରେ ଗୁଳିକାଣ୍ଡ ହୋଇଛି ।
ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କନ୍ଧପାଳ ଗାଁରେ ଗୁଳିମାଡ଼ରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ପ୍ରତି ଆକ୍ରମଣ କରିଛନ୍ତି। ମୃତକଙ୍କ ପରିବାର ଲୋକ ଫେରାର ମୁଖ୍ୟ ଅଭିଯୁକ୍ତର ସ୍ତ୍ରୀ ଓ ୩ ବର୍ଷର ଶିଶୁପୁତ୍ରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ରାଜଧାନୀ ଭୁବନେଶ୍ୱରରେ ଫୁଟିଲା ଗୁଳି। ତେଲ ପକାଇବାକୁ କେନ୍ଦ୍ର କରି ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ପେଟ୍ରୋଲ ପମ୍ପରେ ଗୁଳିମାଡ଼ ହୋଇଛି। ଏଥିରେ ନୟାପଲ୍ଲୀ ଅଞ୍ଚଳର ଜଣେ ଯୁବକ ଆହତ ହୋଇଛନ୍ତି।
ବ୍ରହ୍ମଗିରିର ଦଣ୍ଡୁଆସିପଡ଼ା ଗାଁରେ ବୋମାମାଡ଼ ଓ ଗୁଳି ଚାଳନା ପରେ ସ୍ଥିତି ନିୟନ୍ତ୍ରଣ ଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଛି। ଗାଁରେ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ ହୋଇପଡ଼ିଛି।
ବେଗୁନିଆରେ ଘଟିଲା ଗୁଳିକାଣ୍ଡ। ଗୁଳିମାଡ଼ରେ ବିଭୂତି ଭୂଷଣ ଜେନା ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଛାତି ତଳେ ଏକ ଗୁଳି ବାଜିଛି। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପରେ ଭୁବନେଶ୍ୱର ଏମ୍ସକୁ ପଠାଇ ଦିଆଯାଇଛି। ତେବେ ଗୁଳି ମାଡ଼ର କାରଣ ଅସ୍ପଷ୍ଟ।