ଭୋଜି ଚାଲିଥିବା ବେଳେ ପ୍ରଥମେ ବଚସା ହୋଇଥିଲା, ପରେ ବୋମାମାଡ଼। ଖୋର୍ଦ୍ଧା ଜିଲ୍ଳା ଜଙ୍କିଆ ଥାନା ଅନ୍ତର୍ଗତ ମଳିପଡା ଗାଁରେ ସାମାନ୍ୟ ବଚସାକୁ ନେଇ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି।
ଗାଁରେ ପଡୁଛି ମେଞ୍ଚା ମେଞ୍ଚା ଗୁଳି। ଛକ, ବଜାର ଠାରୁ ଆରମ୍ଭ କରି ଲୋକଙ୍କ ଘରେ ମଧ୍ୟ ଗୁଳି ପଡୁଛି। ଗୁଳି ମାଡ଼ ଏତେ ଅଧିକ ରହିଛି ଯେ, ଘରର ଆଜବେଷ୍ଟସ୍ କଣା ହୋଇଯାଇଛି। ଏହାସହ ଲୋକମାନେ ଆହତ ମଧ୍ୟ ହୋଇଛନ୍ତି।
ପ୍ରେମିକର ଭୟଙ୍କର କାଣ୍ଡ। ଝଗଡା ହେବାରୁ ପ୍ରଥମେ ପ୍ରେମିକାଙ୍କୁ ଚାପୁଡା ମାରିଲା...ମନଶାନ୍ତି ହେଲାନି ଯେ ବନ୍ଧୁକ କାଢି ଫାୟାରିଂ କରିଦେଲା। ଜୀବନ ଯିବା ପରେ କାଜୁ ଜଙ୍ଗଲକୁ ନେଇ...
ଶୋଇଥିବା ବେଳେ ୩ ଭାଇକୁ ଗୁଳି କରି ହତ୍ୟା। ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଏତେ ଉଗ୍ରରୂପ ନେଇଥିଲା ଯେ, ଅକାଳରେ ୩ ଜୀବନ ଚାଲି ଯାଇଛି।
ଯେଉଁ ଯବାନଙ୍କ ମଧ୍ୟରେ ପ୍ରଥମେ ସଂଘର୍ଷ ଘଟି ପରେ ଫାୟାରିଂ ହୋଇଥିଲା ସେମାନେ ନିର୍ବାଚନ ଡ୍ୟୁଟି ପାଇଁ ଆସିଥିଲେ। ତେବେ କୌଣସି କାରଣକୁ ନେଇ ଯବାନ ସେମାନଙ୍କର ସାଥୀଙ୍କ ଉପରକୁ AK 47ରୁ ଫାୟାରିଂ କରିଥିଲେ।
ଝିଅକୁ ଅପହରଣ ଉଦ୍ୟମ ବେଳେ ପ୍ରତିରୋଧ କରିବାରୁ ମା’କୁ ଗୁଳିମାଡ଼। ଫାୟାରିଂ କରି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ମାରିଛନ୍ତି।
ପ୍ରଥମେ ଚଳାଇଥିବା ଗୁଳିରେ ହିଁ ଇମ୍ରାନ ଆହତ ହୋଇଥିଲେ ।
ଖାଲି ଓଡ଼ିଶା ନୁହେଁ ଦେଶର ବିଭିନ୍ନ ଅଞ୍ଚଳରୁ ଦୀପାବଳି ଦିନ ଅନେକ ଅଘଟଣ ଖବର ସାମ୍ନାକୁ ଆସିଛି। ଦୀପାବଳି ଦିନ ଗୁଳିମାଡ଼ରେ ପୁରୀରେ ଜଣଙ୍କ ଜୀବନ ଚାଲି ଯାଇଛି।
ପୁରୀ ଜିଲ୍ଲା ଅନ୍ତର୍ଗତ ପିପିଲି ବଜାରରେ ଫୁଟିଲା ଗୁଳି। ଗୁଳି ମାଡ଼ରେ ଜଣେ ଯୁବକ ଗୁରୁତର।
ଥାଇଲାଣ୍ଡରେ ଗୁଳିକାଣ୍ଡ। ପିଲାଙ୍କ ଡେ’ କେୟାର ସେଣ୍ଟର ଉପରକୁ ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ କରିଛନ୍ତି। ଫଳରେ ୩୧ ଜଣଙ୍କର ମୃତ୍ୟୁ ଆଶଙ୍କା କରାଯାଉଛି।
CCTV ଫୁଟେଜରେ ଦେଖିବାକୁ ମିଳିଛି, ଜଣେ ଯୁବକ, ଯୁବତୀଙ୍କ ପିଛା କରି ଆସୁଛନ୍ତି। ଏହାପରେ ସେ ବ୍ୟାଗ୍ ଭିତରୁ ବନ୍ଧୁକ ବାହାର କରି ହଠାତ୍ ଯୁବତୀଙ୍କ ବେକକୁ ଗୁଳିମାଡ଼ କରୁଛନ୍ତି।
ଦିଲ୍ଲୀ ଜାହାଙ୍ଗିରପୁରୀ ଅଞ୍ଚଳରେ ଗୁଳିମାଡ଼ ହୋଇଛି ।
ଫ୍ରିଡମ ଡେ ପରେଡରେ ଆତତୀୟର ଆଖିବୁଜା ଗୁଳିମାଡ଼ରେ ରକ୍ତରଞ୍ଜିତ ହେଲା ଚିକାଗୋ....
ବିବାହ ପ୍ରୋସେସନରେ ନାଚ, ଗୀତରେ ଖୁସିରେ ମଜି ଯାଇଥିଲେ ବରଯାତ୍ରୀ। ହେଲେ ହଠାତ୍ ଏମିତି କିଛି ଘଟିଲା, ଯାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। ଖୁସିର ମାହୋଲରେ ଖେଳି ଯାଇଥିଲା ଦୁଃଖର ଛାୟା।
‘କୋଉଠି ମୋ ଭଉଣୀ?’...ଯେତେବେଳେ ଯୁବକ ଜଣକ କହିଲେ ଏ ବିଷୟରେ ତାଙ୍କୁ କିଛି ଜଣାନାହିଁ, ଏହାଶୁଣି ଯୁବତୀଙ୍କ ଭାଇ ତାଙ୍କୁ ଗୁଳି କରିଦେଲେ। ଉତ୍ତରପ୍ରଦେଶର ବାନ୍ଦାରୁ ବାଇକ୍ରେ ନନିହାଲ୍ ଯାଉଥିବା ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି।
ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ସୂଚନା । ୨ ଜଣ ଦୁର୍ବୃତ୍ତ ୨ ରାଉଣ୍ଡ ଗୁଳି କରିଥିବା ସୂଚନା ।
ବାଇକ୍ରେ ଯାଉଥିବା ବେଳେ ସିନାପାଲି ରାବଣ ଛକରେ ବାପପୁଅଙ୍କୁ ଉପରକୁ ଫାୟାରିଂ ହୋଇଛି ।
ଭୁବନେଶ୍ୱର ସିଆରପି ଛକରେ ଗୁଳିକାଣ୍ଡ...ଗୁଳିକାଣ୍ଡରେ ଛାତ୍ର କଂଗ୍ରେସ ନେତା ବିଭୂ ପ୍ରସାଦ ଜେନା ଅଳ୍ପକେ ବର୍ତ୍ତିଛନ୍ତି ।
ତା’ନିକଟରୁ ଏକ ଅତ୍ୟାଧୁନିକ ମାରଣାସ୍ତ୍ର ଜବତ କରାଯାଇଛି ।
ହଠାତ୍ ୩ ଜଣ ଦୁର୍ବୃତ୍ତ ଆସି କାର୍ ଉପରକୁ ଆଖି ପିଛୁଳାକେ ଗୁଳିବର୍ଷଣ କରିଥିଲେ। ସେଠାରେ ଉପସ୍ଥିତ ଲୋକ ଏସବୁ ଦେଖୁଥିଲେ ମଧ୍ୟ ଏହାକୁ ଅଟାଇବା ପାଇଁ କେହି ସାହସ କରିପାରୁନଥିଲେ।
ଗତକାଲି ରାତିରେ ନିକିରାଇ ଥାନା ଅଧୀନ ସଦାନନ୍ଦପୁର ପୋଟଳଡିହରେ ଗୁଳିମାଡ଼ ହୋଇଛି ।
ଦିଲ୍ଲୀର ରୋହିଣୀ କୋର୍ଟ ପାଖରେ ଗୁଳିକାଣ୍ଡ । ଆଜି ସକାଳେ କୋର୍ଟ ଚାଲିଥିବାବେଳେ ରୋହିଣୀ କୋର୍ଟ ନିକଟରେ ଗୁଳିକାଣ୍ଡ ହୋଇଛି ।