Advertisment

ସାମ୍ବାଦିକଙ୍କ ପରୀକ୍ଷାରେ ବଡ଼ ବିଭ୍ରାଟ, ୧୦୦ ବଦଳରେ ୯୪ ନମ୍ବର

ସାମ୍ବାଦିକଙ୍କ ପରୀକ୍ଷାରେ ବଡ଼ ବିଭ୍ରାଟ । OPSCର ନାହିଁ ନିଘା । ପ୍ରଶ୍ନପତ୍ରରେ ନାହିଁ ତାଳମେଳ । ପୂର୍ଣ୍ଣ ସଂଖ୍ୟା ଶହେ ବଦଳରେ ରହିଛି ୯୪ ନମ୍ବର ।

author-image
Namita Biswal
ଅଦ୍ୟତନ ହୋଇଛି

ସାମ୍ବାଦିକଙ୍କ ପରୀକ୍ଷାରେ ବଡ଼ ବିଭ୍ରାଟ । OPSCର ନାହିଁ ନିଘା । ପ୍ରଶ୍ନପତ୍ରରେ ନାହିଁ ତାଳମେଳ । ପୂର୍ଣ୍ଣ ସଂଖ୍ୟା ଶହେ ବଦଳରେ ରହିଛି ୯୪ ନମ୍ବର । ସେହପରି ପ୍ରଶ୍ନ ପତ୍ରକୁ ନେଇ ଆହୁରି କିଛି ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ । OPSC ପରିଚାଳିତ ଓଡ଼ିଶା ଇନଫର୍ମେସନ୍ ସର୍ଭିସ୍ ପରୀକ୍ଷାରେ ତ୍ରୁଟି ଅଭିଯୋଗ ହୋଇଛି ।  

Advertisment
OPSC Examination
Advertisment
Advertisment