• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Elephant Death

One More Elephant Dies Allegedly After Falling Into Poachers' Trap In Angul
ବାର୍‌ହା ଶିକାର ପାଇଁ ପଡ଼ିଥିଲା ବିଦ୍ୟୁତ୍‌ ଫାଶ, ହେଲେ ପଡ଼ିଗଲା ହାତୀ...

ବାର୍‌ହା ଶିକାର ପାଇଁ ଶିକାରୀ ବିଦ୍ୟୁତ୍‌ ଚାର୍ଜ କରି ଫାଶ ବସାଇଥିଲା। ହେଲେ ଦୁର୍ଭାଗ୍ୟବଶତଃ, ଏକ ଦନ୍ତା ଏହି ବିଦ୍ୟୁତ୍‌ ଫାଶରେ ପଡ଼ି ଯାଇଥିଲା।

Two Elephants Die After Coming In Contact With Electric Wire In Keonjhar
ପୁଣି ଗଲା ହାତୀଙ୍କ ଜୀବନ: ବିଦ୍ୟୁତ୍‌ ତାର ଲାଗି ୨ ହାତୀ ମୃତ

କୃଷି ବିଜ୍ଞାନ କେନ୍ଦ୍ର ପରିସରକୁ ହାତୀ ଦୁଇଟି ପଶି ଆସିଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ୨ ହାତୀଙ୍କ ମୃତ୍ୟୁ ଘଟିଥିଲା। 

Elephant death in Odisha
କାହିଁକି ରାଜ୍ୟରେ ବଢିଚାଲିଛି ହାତୀ ମୃତ୍ୟୁ ସଂଖ୍ୟା

କେବେ ଶିକାରୀ ଗୁଳି ତ କେବେ ଟ୍ରେନ୍ ଟ୍ରାକ୍ ଓ ବିଦ୍ୟୁତ ଝଟ୍‌କାରେ ଯାଉଛି ହାତୀଙ୍କ ଜୀବନ। ରାଜ୍ୟରେ ୫ ବର୍ଷରେ ଗଲାଣି ୨୩୩ ହାତୀଙ୍କ ଜୀବନ। ଆସନ୍ତୁ ଜାଣିବା ହାତୀ ପ୍ରତି କେତେ ଯତ୍ନବାନ ମଣିଷ ଓ ଆମ ବ୍ୟବସ୍ଥା ?

Elephant Death
ନରସିଂହପୁର ଜଙ୍ଗଲରେ ଆଖି ବୁଜିଲା ଗୁଳିବିଦ୍ଧ ଦନ୍ତା

ଚିକିତ୍ସାଧୀନ ଅବସ୍ଥାରେ ଦନ୍ତାହାତୀଟିର ଆଜି ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ଡିଏଫ୍ଓ ।

Another elephant shot at by poachers in Cuttack forest
ବିପଦରେ ଗଜରାଜ: ପୁଣି ଏକ ହାତୀକୁ ଗୁଳିମାଡ଼ !

କଟକ ନରସିଂହପୁର ଅଞ୍ଚଳରେ ପୁଣି ଏକ ହାତୀକୁ ଗୁଳିମାଡ ହୋଇଥିବା ସୂଚନା ।

Elephant Death
ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ

ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ନିକଟରେ ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଗୋଟିଏ ଦନ୍ତା ହାତୀର ମୃତ୍ୟୁ ଘଟିଛି।

Elephants Death
ରାଜ୍ୟରେ ଅନବରତ ବଢି ଚାଲିଛି ହାତୀ ମୃତ୍ୟୁ ସଂଖ୍ୟା; ଚାଞ୍ଚଲ୍ୟକର ତଥ୍ୟ ଦେଲେ ପିସିସିଏଫ୍

କେବେ ଶିକାରୀ ଗୁଳି ତ ଆଉ କେବେ ଟ୍ରେନ୍ ଇଂଜିନ ନେଉଛି ହାତୀଙ୍କ ଜୀବନ । ଏଭଳି ବିଭିନ୍ନ କାରଣକୁ ନେଇ ଆମ ରାଜ୍ୟର ହାତୀ ଏବେ ସଙ୍କଟରେ । ରାଜ୍ୟରେ ହାତୀ ମୃତ୍ୟୁ କିଏ ଦେବ ଏମାନଙ୍କୁ ସୁରକ୍ଷା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Ashwini Vaishnaw
ହାତୀ ମୃତ୍ୟୁ ରୋକିବା ପାଇଁ ଆସିବ ୮ ମଡେଲ: ଅଶ୍ୱିନୀ

ରାଜ୍ୟ ବନବିଭାଗ ପକ୍ଷରୁ ଆଲୋଚନା ମଧ୍ୟ କରାଯାଇଥିବା ରେଳମନ୍ତ୍ରୀ ସୂଚନା ଦେଇଛନ୍ତି

Elephant Death
ଟ୍ରେନ୍‌ ଧକ୍କାରେ ଦୁଇ ହାତୀ ଛୁଆ ଓ ମାଆ ହାତୀର ମୃତ୍ୟୁ

ବାଂଶପାଣୀ-ଜୁରୁଡ଼ି ରେଳପଥର ୪୦୪ ନମ୍ବର ପିଲାର ନିକଟରେ ଏକ ମାଲବାହୀ ଟ୍ରେନ ହାତୀପଲକୁ ଧକ୍କା ଦେଇଥିଲା ।

Elephant 'Nanda' of Nandankanan Zoo passes away in Chandaka
ଚାଲିଗଲା ପୋଷା ହାତୀ ନନ୍ଦ; ଝୁରୁଛି ନନ୍ଦନକାନନ

ଗତ କିଛି ଦିନ ଧରି ଅସୁସ୍ଥ ରହିଥିବା ବେଳେ ଆଜି ଚନ୍ଦକା ଅଭୟାରଣ୍ୟରେ ନନ୍ଦ ହାତୀର ମୃତ୍ୟୁ ହୋଇଛି ।

elephant
ମିଳିବ କି ଗଜରାଜଙ୍କୁ ନ୍ୟାୟ ? ହାତୀ ମୃତ୍ୟୁକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଉଦବେଗ

ରାଜ୍ୟରେ ବଢୁଥିବା ହାତୀ ମୃତ୍ୟୁକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଉଦବେଗ । ସହିଦନଗର ସ୍ଥିତ ପ୍ରକୃତିଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପ୍ରାଣୀପ୍ରେମୀ ଓ ବନ୍ୟପ୍ରାଣୀ ବିଶେଷଜ୍ଞ । ଜଙ୍ଗଲରେ ଶିକାରୀ ରାଜ୍ ଏବଂ ନରସିଂହପୁର ଜଙ୍ଗଲରେ ହାତୀ କଙ୍କାଳ ମିଳିବା ଆଦି ଘଟଣାର ଧିମା ତଦନ୍ତ ନେଇ ପ୍ରଶ୍ନ ଉଠାଇଛନ୍ତି ବିଶେଷଜ୍ଞ । ଗତ ୧୦ ବର୍ଷରେ ରାଜ୍ୟରେ ୭୭୦ ହାତୀଙ୍କ ମୃତ୍ୟୁ ହୋଇଛି ।

Elephant Death In Similipal, Forest Authorities Claim It Fell From Hill
କେମିତି ହେଲା ହାତୀର ମୃତ୍ୟୁ ?

ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ହାତୀ ମୃତଦେହ ଠାବ। ମୃତ ହାତୀର ବୟସ ପ୍ରାୟ ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ହାତୀର ମୃତ୍ୟୁ କେମିତି ହେଲା ସେ ନେଇ ଦେଖନ୍ତୁ ଏ ଭିଡିଓ