• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Durga Puja

ମାଆଙ୍କ ଭସାଣି ଯାତ୍ରା
ସରିଲା ମାଆଙ୍କ ଲୀଳାଖେଳା, ଏବେ ବିଦାୟ ବେଳା

ମାଆଙ୍କୁ ଘଣ୍ଟ, ଘଣ୍ଟା, ପାରମ୍ପରିକ ବାଦ୍ୟ ଓ ନୃତ୍ୟ ପଟୁଆର ଭିତରେ ମେଲାଣି ଦିଆଯାଉଛି। ସମସ୍ତଙ୍କ ନିକଟରୁ ମାଆ ପୁଣି ଗୋଟିଏ ବର୍ଷ ପାଇଁ ବିଦାୟ ନେଉଥିବାରୁ ଶ୍ରଦ୍ଧାଳୁଙ୍କ ଆଖିରେ ଆଖିଏ ଲୁହ...

Durga Puja
ମାଆଙ୍କ ସ୍ୱତନ୍ତ୍ର ପୂଜା, ଏଇଠି ସବୁଦିନ ମାଆ ମହିଷାମର୍ଦ୍ଦିନୀ ରୂପରେ ପୂଜା ପାଆନ୍ତି ଦୁର୍ଗା

ଏମିତି ସ୍ୱତନ୍ତ୍ର ପୂଜା ହେଉଛି କଟକ ମାହାଙ୍ଗାର ଜଟାଧାରୀ ପୀଠରେ ।

Durga Puja 2022
ଆରବର୍ଷକୁ ଅପେକ୍ଷା ରହିଲା ମାଆ

ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ମା‘ ଜଗତଜନନୀ । ମା’ଙ୍କୁ ବିଦାୟ ଦେବା ବେଳେ ଭକ୍ତଙ୍କ ଆଖି ଛଳଛଳ । ସରିଲା ମା’ଙ୍କ ନବଦିନାତ୍ମକ ଲୀଳା।

Idol immersion procession
ଆଜି ଧରାପୃଷ୍ଠରୁ ମେଲାଣି ନେବେ ଜଗତଜନନୀ ମାଆ ଦୁର୍ଗା

ଭସାଣି ପାଇଁ ରାଜଧାନୀରେ ମୁତୟନ ହୋଇଛନ୍ତି ୧୭ ପ୍ଲାଟୁନ ପୋଲିସ ଫୋର୍ସ

Farewell to Maa Durga in Sindoor Khela
ଚାରିଆଡେ ଖୁସିର ମାହୋଲ; ସିନ୍ଦୂର ଖେଳରେ ମାଆଙ୍କୁ ବିଦାୟ

ବିଜୟା ଦଶମୀରେ ପୂଜା ମଣ୍ଡପରେ ମହିଷାମର୍ଦ୍ଦିନୀଙ୍କୁ ଭକ୍ତିପୂତ ଆରାଧନା। ଶାରଦୀୟ ଦୁର୍ଗୋତ୍ସବର ଅନ୍ତିମ ପର୍ବରେ ଦେଖାଦେଇଛି ସିନ୍ଦୁର ଖେଳ। ସିନ୍ଦୂର ଖେଳି ମାଆଙ୍କୁ ବିଦାୟ ଦେଉଛନ୍ତି ବଙ୍ଗୀୟ ମହିଳା।

କଟକ ମଙ୍ଗଳାବାଗ୍ ଦୁର୍ଗାପୂଜା ତୋରଣ
ଫଟୋରେ ଫଟୋରେ କଟକ ଦୁର୍ଗା ପୂଜା, ଦେଖନ୍ତୁ..

ସାରା ଦେଶରେ ଧୁମ୍‌ଧାମରେ ପାଳିତ ହେଉଛି ଦଶହରା ପର୍ବ । କଟକରେ ଚାନ୍ଦି ମେଢ଼ ଆଉ ସୁନା ଅଳଙ୍କାରରେ ଛାଉଣି ହୋଇଛନ୍ତି ମା ଦୁର୍ଗତିନାଶିନୀ ।

Dussehra At Puri
ଶ୍ରୀମନ୍ଦିରରେ ଦଶହରା, ଶ୍ରୀଜଗନ୍ନାଥ-ବଳଭଦ୍ର-ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କ ସୁନାବେଶ

କୋଭିଡ କଟକଣା ଯୋଗୁ ଦୁଇ ବର୍ଷ ସୁନାବେଶ ଦର୍ଶନରୁ ବଂଚିତ ଥିଲେ ଶ୍ରଦ୍ଧାଳୁ ।

Durga Puja
ଉତ୍ସବ ମୁଖର ଉଲ୍ଲାସ ନଗରୀ କୋଲକାତା : ମନ ମୋହୁଛି ଭଳି କି ଭଳି ତୋରଣ ସାଙ୍ଗକୁ ପଣ୍ଡାଲ୍

କେଉଁଠି ତିଆରି ହୋଇଛି ଗାଁର ପରିବେଶ ତ ଆଉ କେଉଁଠି ଅଷ୍ଟଧାତୁରେ ନିର୍ମିତ ୧୧ ଫୁଟ ଉଚ୍ଚତାର ମାଆଙ୍କ ମୂର୍ତ୍ତି ।

Ravan Podi
ବିଜୟା ଦଶମୀରେ ରାବଣପୋଡ଼ି, ରାଜଧାନୀର ବିଭିନ୍ନ ସ୍ଥାନରେ ବିରାଟ ଆୟୋଜନ

ରାଜଧାନୀର ବରମୁଣ୍ଡାରେ ଏଥର ଜଳିବ ୮୦ ଫୁଟର ରାବଣ । ଏଥିସହ ରଙ୍ଗାରଙ୍ଗ ଆତସବାଜୀର କାର୍ଯ୍ୟକ୍ରମ ବି ରହିଛି ।

Chandi Medha
ମନ ମୋହୁଛି ସୁନା, ଚାନ୍ଦିର ମେଢ଼ ! ପୂଜା ପେଣ୍ଡାଲକୁ ଦେଖିଲେ, ଆଖି ଝଲସି ଯାଉଛି

ଚାଉଳିଆଗଞ୍ଜ ପୂଜା ମଣ୍ଡପରେ ସର୍ବାଧିକ ୫ କେଜିର ସୁନା ମୁକୁଟ ଓ ୫ କ୍ୱିଣ୍ଟାଲ ରୁପା ମେଢ଼ ଶ୍ରଦ୍ଧାଳୁଙ୍କୁ ମନ୍ତ୍ରମୁଗ୍ଧ କରୁଛି ।

Dussehra
ପୁଣି ସେହି ଅକ୍ଟୋବର, ପୁଣି ସେହି ବର୍ଷା !

ତୁହାକୁ ତୁହା ବର୍ଷା ଯୋଗୁଁ ରାଜଧାନୀର ପୂଜା ମଣ୍ଡପ ଗୁଡ଼ିକ ଲାଗୁଥିଲା ଖାଁ ଖାଁ ।

Dussehra
ପୂଜାକୁ ପାଣିଚିଆ କରିଦେଲା ବର୍ଷା ! ଭାଙ୍ଗିଲା ତୋରଣ, ଭକ୍ତ ନାରଖାର..

ଭୁବନେଶ୍ୱର, ଆଠଗଡ଼, ବ୍ୟାସନଗରରେ ଭାଙ୍ଗିଲା ତୋରଣ । ଭଦ୍ରକ ମେଡ଼ିକାଲ ଭିତରେ ପଶିଲା ପାଣି ।

Chandi Medha
କଟକରେ ସୁନା ଚାନ୍ଦିରେ ଝଟକୁଛନ୍ତି ମା’ ଦୁର୍ଗା ! ୯ଟି ମେଢ଼ରେ ଲାଗିଛି ୬୦ କିଲୋ ସୁନା

କ୍ୱିଣ୍ଟାଲ କ୍ୱିଣ୍ଟାଲ ଚାନ୍ଦି ଓ ସୁନାରେ ସୁସଜ୍ଜିତ ହୋଇଛି ମାଙ୍କ ପୂଜା ପେଣ୍ଡାଲ ଓ ଆଭୂଷଣ

Durga Puja
ଢୋଲ, ବାଜା ତାଳରେ ଦୁଲୁକୁଛି କୋଲକାତାର ପୂଜା ପେଣ୍ତାଲ

ସାରା ଦେଶରେ ଦୁର୍ଗାପୂଜା ପାଇଁ ପ୍ରସିଦ୍ଧ କୋଲକାତା ସହର ଏବେ ଚଳଚଞ୍ଚଳ । ମା’ଙ୍କୁ ଟିକେ ଦର୍ଶନ କରିବା ପାଇଁ ବ୍ୟାକୁଳ ହୋଇପଡ଼ୁଛନ୍ତି ଶ୍ରଦ୍ଧାଳୁ । ରଙ୍ଗବେରଙ୍ଗର ଆଲୋକମାଳା ଓ ସୁଉଚ୍ଚ ତୋରଣରେ ସୁସଜ୍ଜିତ ହୋଇଛି ପୂଜା ପେଣ୍ତାଲ ।

Durga Puja
ଦୁର୍ଗାଷ୍ଟମୀରେ ମହାମାୟାଙ୍କ ଆରାଧନା, ଟୁଇନସିଟିରେ ମନ ମୋହୁଛି ଆକର୍ଷଣୀୟ ତୋରଣ

ସବୁ ବର୍ଷ ଭଳି ଏ ବର୍ଷ ବି ଟୁଇନ ସିଟିର ବିଭିନ୍ନ ପୂଜା ପେଣ୍ଡାଲରେ ତୋରଣକୁ ନେଇ ପ୍ରତିଯୋଗିତା ଓ ପରୀକ୍ଷା ନିରୀକ୍ଷା।

Durga Puja
ଦୁର୍ଗାପୂଜାରେ ନେତାମନ୍ତ୍ରୀ ନୁହେଁ, ଅତିଥି ହେଲେ ଗଳି ପିଲା

ଗଳି ପିଲାଙ୍କ ଦ୍ୱାରା ଦୁର୍ଗାପୂଜା(Durga Puja) ମଣ୍ଡପ ଉଦଘାଟନ

gandhi look alike asura at kolkata puja pandal
ମହିଷାମର୍ଦ୍ଦିନୀ ରୂପରେ ମା’ ଦୁର୍ଗା, ହେଲେ ମହିଷାସୁର ସ୍ଥାନରେ ଏ କିଏ...

ସାରା ଦେଶରେ ପବିତ୍ର ନବରାତ୍ର ପୂଜା ଚାଲିଛି। ମା’ଙ୍କ ମହିଷାମର୍ଦ୍ଦିନୀର ରୂପ ଦେଖିବାକୁ ପୂଜାମଣ୍ଡପରେ ଭିଡ । ହେଲେ କଲିକତାର ଏକ ପୂଜା ମଣ୍ଡପରେ ଦେଖିବାକୁ ମିଳିଛି ବ୍ୟତିକ୍ରମ। ଏଠି ମା’ଙ୍କୁ ତ ମହିଷାମର୍ଦ୍ଦିନୀ ରୂପରେ ଦେଖିବାକୁ ମିଳିଛି । କିନ୍ତୁ ଆଉ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି।

dussehra puja in odisha
ମନ ଟାଣି ନେଉଛି ମା’ଙ୍କ କମନୀୟ ମୂର୍ତ୍ତି

ହସ ହସ ଦିଶିଲାଣି ଧରା। କାଶତଣ୍ଡୀ ଫୁଲରେ ସଜେଇ ହେଲାଣି ପ୍ରକୃତି । ତା ସାଙ୍ଗକୁ ପୂଜା ମଣ୍ଡପରେ ଲାଗିଲାଣି ଭିଡ। ଆଲୋକ ତୋରଣରେ ହସୁଛି ରାସ୍ତାଘାଟ। ସୁନ୍ଦର ସୁନ୍ଦର ସୁଉଚ୍ଚ ତୋରଣ ଆଖି ଟାଣି ନେଉଛି। ସବୁଠି ଶୁଭିଲାଣି ମା’ଙ୍କ ଆଗମନୀର ପଦଧ୍ୱନୀ। ଆସୁଛନ୍ତି ମା‘। ଜଗଜ୍ଜନନୀ ମା’ ଦୁର୍ଗା।

Saheed Nagar Puja Mandap
ରାଜଧାନୀରେ ପାର୍ବଣର ମାହୋଲ..ସଜେଇ ହୋଇଛି ପୂଜା ମଣ୍ତପ..ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ଶାରଦୀୟ ଦୁର୍ଗାପୂଜା ପାଇଁ ସବୁଠି ଉତ୍ସବର ପରିବେଶ..ଆଜି ପୀଠରେ ମା’ଙ୍କର ମହାନବମୀ ଥିବା ବେଳେ ମଣ୍ଡପରେ ମହାଷ୍ଟମୀ । ତେବେ ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ତପରେ ମା’ଙ୍କର ମୃଣ୍ମୟୀ ମୂର୍ତ୍ତି ରୀତିନୀତିରେ ପୂଜା ପାଉଛନ୍ତି ।

On navratri kanya pujan in ashtami or navami
ନବରାତ୍ରରେ କନ୍ୟାପୂଜା; କ’ଣ ରହିଛି ବିଧି

ନବରାତ୍ରୀର ଅଷ୍ଟମୀ ବା ନବମୀ ଯେକୌଣସି ଦିନ କନ୍ୟାପୂଜା କରାଯାଇପାରେ। ଦୁର୍ଗାଷ୍ଟମୀ ଦିନ କେତେକ ଭକ୍ତ କନ୍ୟା ପୂଜା କରି ସେମାନଙ୍କୁ ଭୋଜନ ଦେଇଥାନ୍ତି ତ କେହି କେହି ନବମୀ ତିଥିଙ୍କୁ ଅଧିକ ଶୁଭ ବୋଲି ମନେ କରନ୍ତି। ତେବେ ଆସନ୍ତୁ ନଜର ପକେଇବା କେତେକ ସାମଗ୍ରୀ ଉପରେ ଯାହାକୁ ଏହି ଦିନ କନ୍ୟାଙ୍କୁ ପ୍ରଦାନ କରାଯାଇଥାଏ।

Prasad in the puja mandap
ପୂଜା ମଣ୍ଡପରେ ଭୋଗ; କେଉଁଠି ମାଛ, କେଉଁଠି ଚୋପି

ଦଶହରା ଓଡିଶାର ଏକ ପ୍ରମୁଖ ପର୍ବ। ଏନେଇ କଟକର ସ୍ଥାନ ସ୍ୱତନ୍ତ୍ର। ମା’ଙ୍କ ପୂଜା ବିଧିରେ ଭୋଗ ଏକ ନିଆରା ପରମ୍ପରା। କେତେକ ମଣ୍ଡପରେ ସାଧାରଣ ଭୋଗ ହେଉଥିବା ବେଳେ ଆଉ କେତେକ ମଣ୍ଡପର ଭୋଗକୁ ନେଇ ରହିଛି ସ୍ୱତନ୍ତ୍ରତା। ଆସନ୍ତୁ ନଜର ପକେଇବା…

Rasulgarh Puja Mandap
ସୁଉଚ୍ଚ ତୋରଣରେ ଝଲସୁଛି ରାଜଧାନୀ ଭୁବନେଶ୍ୱର

ରାତି ପାହିଲେ ମା’ଙ୍କ ଅଷ୍ଟମୀ ପୂଜା । ଦୁଇବର୍ଷ ପରେ ଆଲୋକମାଳା ଓ ସୁଉଚ୍ଚ ତୋରଣରେ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର । ସୁଉଚ୍ଚ ତୋରଣକୁ ଦେଖିବା ଲାଗି ଲୋକଙ୍କ ପ୍ରବଳ ଭିଡ଼ । କରୋନାର କଳାବାଦଲ ଉଠିଯିବା ପରେ ଏବେ ଉତ୍ସବମୁଖର ହୋଇଉଠିଛି ସମସ୍ତ ପୂଜା ମଣ୍ତପ ।

Durga Puja
ଦୁର୍ଗାପୂଜାରେ ଦୁଲୁକିବ ମଞ୍ଚ : କେଉଁଠି ମେଲୋଡି ତ କେଉଁଠି କଣ୍ଢେଇ ନାଚ

ଭୁବନେଶ୍ୱର ଓ କଟକରେ ଦୁର୍ଗାପୂଜା(Durga Puja ) ଉପଲକ୍ଷେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

Durga Puja in Kolkata
ଆସିଛନ୍ତି ମା', ଉଠୁଛି ପଡୁଛି କୋଲକାତା

ଜଗତଜନନୀ ମାଆ ଦୁର୍ଗାଙ୍କ ଆଗମନରେ କୋଲକାତାରେ ଉତ୍ସବର ପରିବେଶ। ଏଥିଲାଗି ପୂଜା ମଣ୍ଡପରେ ବ୍ୟାପକ ଆୟୋଜନ କରାଯାଇଛି।