Advertisment

Traditional Dahi Pakhala Offering Marks Dashami Festivities: ଦଶମୀରେ କଟକ ରାଣୀହାଟରେ ଦହିପଖାଳର ସ୍ବତନ୍ତ୍ର ବ୍ୟବସ୍ଥା, ପ୍ରସାଦ ପାଇବେ ୫୦୦୦ ଶ୍ରଦ୍ଧାଳୁ

ଧରାପୃଷ୍ଠରେ ଆଜି ମାଆ ଦଶଭୁଜା ଦୁର୍ଗା ମହିଷାସୁରକୁ ବଧ କରିବେ। ଏହାକୁ ପାଳନ ସୂରୁପ ଦଶହରା ଭାବେ ଆଜି ଗାଁଠୁ ସହର ପାଳନ କରାଯାଉଛି। ଦେବୀ ପୀଠ ଓ ମଣ୍ଡପରେ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଦେବୀ ପୀଠରେ ପ୍ରସ୍ତୁତି ହୋଇଛି ଦହି-ପଖାଳ । ଦେଖନ୍ତୁ କଟକରେ କେମିତି ଚାଲିଛି ଦହି-ପଖାଳ ପ୍ରସ୍ତୁତି…

author-image
Tapan Swain

Durga Puja Dahipakhala Cutaack Dusshera
Advertisment
Related Articles
Advertisment