Advertisment

Disha Patani’s Red Hot Look: ରେଡ୍-ହଟ୍ ଲୁକ୍‌ରେ ଦିଶା! ନଜର ହଟାଇ ପାରିବେନି

ଅନେକ ସମୟରେ ସୋସିଆଲ୍ ମିଡିଆରେ ନିଜ ଆକର୍ଷଣୀୟ ଫଟୋ ପାଇଁ ଦିଶା ପଟାନି ଚର୍ଚ୍ଚାରେ ରୁହନ୍ତି। ଏଥର ସେ ତାଙ୍କର ରେଡ୍-ହଟ୍ ଲୁକ୍‌ରେ ପ୍ରଶଂସକଙ୍କୁ ପାଗଳ କରିଛନ୍ତି। ଆପଣ ବି ନଜର ହଟାଇ ପାରିବେନି।

author-image
Pramod Behera
Disha Patani’s Red Hot Look

ରେଡ୍-ହଟ୍ ଲୁକ୍‌ରେ ଦିଶା Photograph: (OTV)

Bollywood Disha Patani Bold Pics
Advertisment
Advertisment