Advertisment

Disha Patani Fashion: ଫଲୋ କରନ୍ତୁ ଦିଶା ପାଟନୀଙ୍କ ଲାଲ ଆଉଟ୍‌ଫିଟ୍; ପାର୍ଟନର୍ କହିବ ଫରଫେକ୍ଟ୍ ଭାଲେଣ୍ଟାଇନ୍

ଭାଲେଣ୍ଟାଇନ୍ସ ଡେ’ ପାଇଁ ଦିଶା ପାଟନୀଙ୍କ ଲାଲ ଆଉଟ୍‌ଫିଟ୍ ନିଶ୍ଚିତ ଭାବରେ ସମସ୍ତଙ୍କ ହୃଦୟ ଜିତିବ। ସାଟିନ୍ ଷ୍ଟ୍ରାପ୍ଲେସ୍ ଡ୍ରେସ୍ ଠାରୁ ଆରମ୍ଭ କରି ସିଲ୍କ କାଉଲ୍ ନେକ୍ ପର୍ଯ୍ୟନ୍ତ, ପ୍ରତ୍ୟେକ ଲୁକ୍ ନୂଆ ନୂଆ ଅବସରରେ ପୂରା ପରଫେକ୍ଟ ଲାଗିବ। ଆପଣ ବି ଫଲୋ କରିପାରିବେ।

author-image
Pramod Behera
Disha Patani Fashion

ଫଲୋ କରନ୍ତୁ ଦିଶା ପାଟନୀଙ୍କ ଲାଲ ଆଉଟ୍‌ଫିଟ୍ Photograph: (OTV)

Disha Patani Actress Disha Patani Bollywood
Advertisment
Advertisment