Advertisment

Disha Patni: ଭାରି ପଡ଼ିଲା ଦିଶା ପଟାନୀଙ୍କ ଘରକୁ ଗୁଳିମାଡ଼, କାହାକୁ ଛାଡ଼ିବନି ପୋଲିସ

ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ଘରେ ଗୁଳିଚାଳନା ମାମଲାରେ ପୁଲିସ ଆଉ ଦୁଇଜଣ ଅଭିଯୁକ୍ତଙ୍କୁ ହେପାଜତକୁ ନେଇଛି। ଏହି କାର୍ଯ୍ୟାନୁଷ୍ଠାନ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଦ୍ୱାରା କରାଯାଇଛି।

author-image
Manasranjan Mohanty
Disha patani

Disha patani

Disha Patani
Advertisment
Advertisment