• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Coronavirus

Coronavirus
ସାବଧାନ ! ଏବେ ବି ଦେଶରେ ଡେଲ୍‌ଟା ଭାରିଆଣ୍ଟ ସକ୍ରିୟ ରହିଛି

ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ଦେଶରେ ଏବେ ବି ଡେଲ୍‌ଟା ଭାରିଆଣ୍ଟ ସକ୍ରିୟ ଥିବା ନ୍ୟାସନାଲ ସେଣ୍ଟର ଫର୍‌ ଡିଜିଜ୍ କଣ୍ଟ୍ରୋଲ(NCDC) ପକ୍ଷରୁ ସୂଚନା ଦିଆଯାଇଛି।   

India Reports 2.86L Covid Cases, 573 Deaths In 24 Hours
ରାଜ୍ୟରେ କମୁଛି ହେଲେ ଦେଶରେ ବଢ଼ୁଛି; ଦିନକରେ ୨,୮୬,୩୮୪ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ କମୁଛି, କିନ୍ତୁ ଦେଶରେ ବଢୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ଭିତରେ ଭାରତରେ ୨ ଲକ୍ଷ ୮୬ ହଜାର ୩୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ପଜିଟିଭିଟି ହାର ୧୯.୫୯ ପ୍ରତିଶତକୁ ବୃଦ୍ଧି ପାଇଛି ।

Coronavirus
ଓଡ଼ିଶାରେ କରୋନା ସଂକ୍ରମଣ କମିବାର ସଙ୍କେତ ମିଳୁଛି: SRC

ଗତ କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ହାର ୧୦ ହଜାର ତଳେ ରହୁଛି। ତେଣୁ ରାଜ୍ୟରେ କୋଭିଡ ସ୍ଥିତିରେ ଉନ୍ନତି ଆସିବ ବୋଲି ଆଶା କରାଯାଉଥିବା ଏସ୍ଆରସି କହିଛନ୍ତି।

Coronavirus
କରୋନା ସଂକ୍ରମଣ ମଧ୍ୟରେ ଦେଖାଦେଲା ଆଶାର କିରଣ ! ମହାମାରୀର ହୋଇପାରେ ଅନ୍ତ

କେବେ ହେବକରୋନା ଭାଇରସ୍‌ର ଅନ୍ତ ? ଏନେଇ ବିଶେଷଜ୍ଞମାନେ ଅଧ୍ୟୟନ ଜାରି ରଖିଥିବା ବେଳେ ଏବେ ଆଶାର କିରଣ ନଜର ଆସିଛି।

India reports 3,06,064 new COVID cases
ଦେଶରେ ଚିନ୍ତା ବଢାଉଛି କରୋନା; ଦିନକରେ ୩ ଲକ୍ଷ ୬ ହଜାର ୬୪ ଆକ୍ରାନ୍ତ ଚିହ୍ନଟ, ୪୩୯ ମୃତ୍ୟୁ

ଦେଶରେ ଦିନକରେ ୩ ଲକ୍ଷ ୬ ହଜାର ୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ରମାଗତ ପଞ୍ଚମ ଦିନ ହେଲା ଦେଶରେ ୩ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ରବିବାର ଅର୍ଥାତ୍ ଗତକାଲି ତୁଳନାରେ ଆଜି ସଂକ୍ରମଣ ସଂଖ୍ୟା ସାମାନ୍ୟ କମିଥିବା ଜଣାପଡିଛି ।

Coronavirus
ଟେଷ୍ଟିଂ କମିନାହିଁ, ଦୈନିକ ୭୦ ହଜାର ଉପରେ ରହିଛି ଟେଷ୍ଟିଂ

ଦେଶ ଅପେକ୍ଷା ରାଜ୍ୟର ସ୍ଥିତ ଭଲ ରହିଛି । ପଜିଟିଭିଟି ହାର ଅପେକ୍ଷାଗୁରୁତର ରୋଗୀଙ୍କ ସଂଖ୍ୟା କମ ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Kerala to impose total lockdown today – All you need to know
ବଢ଼ିଲା କରୋନା, ଫେରିଲା ଲକ୍‌ଡାଉନ୍‌

ପୁଣି ଫେରିଲା ଲକ୍‌ଡାଉନ୍‌ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୋରଳ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରାଯିବାର ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣ ଚେନରେ ବ୍ରେକ୍ ଦେବା ଲାଗି ଆସନ୍ତା ଜାନୁଆରୀ ୩୦ ତାରିଖ ପର୍ଯ୍ୟନ୍ତ ଲକ୍‌ଡଡାଉନ୍‌ ଘୋଷଣା କରାଯାଇଛି ।

corona
କାବୁରେ ଆସୁନି କରୋନା ! ଆଜି ବି ୩ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ, ୫୨୫ ମୃତ୍ୟୁ

ଗତ ୨୪ ଘଣ୍ଟାରେ ଦେଶରେ ୩,୩୩,୫୩୩ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୨୫ ଜଣ ପ୍ରାଣ ହରାଇଛନ୍ତି ।

Corona
କରୋନା: ୨୪ ଘଣ୍ଟାରେ ୮୮୪୫ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଧୀରେ ଧୀରେ କମୁଛି କରୋନା: ୨୪ ଘଂଟା ମଧ୍ୟରେ ୮୮୭୫ ଜଣ ଆକ୍ରାନ୍ତ ହେଲେ ଚିହ୍ନଟ

Corona
କରୋନା କାଳରେ ବାହାଘର ଭାଙ୍ଗିଗଲେ ମିଳିବ ୧୦ ଲକ୍ଷ ଟଙ୍କା !

କରୋନା କଟକଣା ପାଇଁ ପ୍ରଶାସନ ବାହାଘର ବନ୍ଦ କରିଦେଉଛି? ଆପଣଙ୍କର ଗୁଡ଼ାଏ ଲସ୍ ହେଉଛି। ହେଲେ ଏଥିପାଇଁ ଜମାରୁ ବ୍ୟସ୍ତ ହୁଅନ୍ତୁ ନାହିଁ। କାରଣ ଆପଣଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା। କିନ୍ତୁ ଏଥିପାଇଁ ଛୋଟିଆ କାମଟିଏ କରିବାକୁ ପଡ଼ିବ

Coronavirus
ଦିନକରେ ୨ ଲକ୍ଷ ୪୭ ହଜାର ୪୧୭ ଆକ୍ରାନ୍ତ ଚିହ୍ନଟ

କରୋନାଙ୍କ ସୁପର ସ୍ପିଡ୍ । ଗତ ୨୪ଘଣ୍ଟାରେ ଦେଶରେ ୨ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Coronavirus
‘ରାଜ୍ୟରେ ଆହୁରି ୨ ମାସ ବଢ଼ିବ କରୋନା ସଂକ୍ରମଣ’

ରାଜ୍ୟରେ ଆହୁରି ଦୁଇ ମାସ ଯାଏଁ କରୋନା ବଢ଼ିବ । ରାଜ୍ୟର ୪ରୁ ୫ଟି ଜିଲ୍ଲାରେ ଟିପିଆର୍ ଅଧିକ ରହିଛି।

Coronavirus
ରାଜ୍ୟରେ ୮ ହଜାର ଟପିଲା ଦୈନିକ ସଂକ୍ରମଣ ! ୧୮ ବର୍ଷରୁ କମ୍ ବର୍ଗର ୭୯୨ ଜଣ ଚିହ୍ନଟ

୨୪ ଘଣ୍ଟାରେ ରାଜ୍ୟରେ ୮୭୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍‌ରୁ ୫୦୯୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୩୬୮୨ ।

Corona
ଆଗାମୀ କିଛି ସପ୍ତାହ ଗୁରୁତ୍ୱପୂର୍ଣ୍ଣ, ସତର୍କ ରହିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ନିୟମ ଅନୁପାଳନ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ଆଦୌ ଟିକା ନେଇନଥିବା ଲୋକଙ୍କ ଟିକାକରଣ ଜୋରଦାର ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ସଚେତନତା କାର୍ଯ୍ୟରେ ମିଶନ ଶକ୍ତି ଗ୍ରୁପଙ୍କୁ ସାମିଲ କରିବା ପାଇଁ ପରାମର୍ଶ ଦିଆଯାଇଛି ।

corona
କରୋନା ପାଇଁ କଠୋର ସରକାର, ରାଜଧାନୀରେ ସମସ୍ତ ବେସରକାରୀ କାର୍ଯ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ

ନୂତନ ନିର୍ଦ୍ଦେଶ ଅନୁସାରେ ବର୍ତ୍ତମାନ ଠାରୁ ଦିଲ୍ଲୀର ସମସ୍ତ ରେଷ୍ଟୁରାଣ୍ଟ ଏବଂ ବାର୍ ମଧ୍ୟ ବନ୍ଦ ରହିବ । ବର୍ତ୍ତମାନ ହୋମ୍ ଡେଲିଭରି ଏବଂ ରେଷ୍ଟୁରାଣ୍ଟରୁ ଖାଦ୍ୟ ସାମଗ୍ରୀ ନେଇଯିବାର ସୁବିଧା ଉପଲବ୍ଧ ରହିବ ।

Omicron
ରାଜ୍ୟରେ ପୁଣି ୧୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ୧୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ୍ ଚିହ୍ନଟ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଲା ILS

Rest Of World Coronavirus Omicron Variant Outbreak South Africa Lifts Night Curfew
ଶିଖର ଛୁଇଁବା ପରେ କମିଲା କରୋନା; ହଟିଲା ନାଇଟ୍‌ କର୍ଫ୍ୟୁ

କେବଳ କରୋନା ମହାମାରୀ ନୁହେଁ ବରଂ ଏହାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍‌ ମଧ୍ୟ ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଯାହାକୁ ନେଇ ଏବେ ବିଭିନ୍ନ ସ୍ଥାନରେ କଟକଣା ଜାରି କରାଯାଇଛି । ଏହାରି ମଧ୍ୟରେ କରୋନାକୁ ନେଇ ଏକ ଆଶ୍ୱସ୍ତିକର ଖବର ଶୁଣିବାକୁ ମିଳିଛି । ଏଣିକି ଆଉ ରହିବନି କଟକଣା । ନାଇଟ୍‌ କର୍ଫ୍ୟୁକୁ ମଧ୍ୟ ହଟାଇଦିଆଯାଇଛି ।

Matric Exam
କରୋନା ପାଇଁ ସ୍କୁଲ ବନ୍ଦ : କେମିତି ମାଟ୍ରିକ୍‌ ପରୀକ୍ଷା ଦେବେ ପିଲା?

କରୋନାର ତୃତୀୟ ଲହର କାୟା ମେଲାଇବା ପରେ ପୁଣି ଟେନସନରେ ମାଟ୍ରିକ୍ ଛାତ୍ରଛାତ୍ରୀ। ଆଜିଠୁ ଶ୍ରେଣୀଗୃହ ପାଠପଢ଼ା ବନ୍ଦ ପରେ ଆଗକୁ କେମିତି ହେବ ବୋର୍ଡ ପରୀକ୍ଷା ପ୍ରସ୍ତୁତି, ତାକୁ ନେଇ ପିଲା ଓ ଅଭିଭାଭାକଙ୍କ ବଢିଛି ଚିନ୍ତା

Coronavirus LIVE: India\'s daily Covid-19 tally crosses 1-lakh mark
ଦିନକରେ ଲକ୍ଷେ କରୋନା ଆକ୍ରାନ୍ତ ଚିହ୍ନଟ

ଗତ ୨୪ ଘଣ୍ଟାରେ ଦେଶରେ୧ ଲକ୍ଷ ୧୭ ହଜାର ୧୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କାଲିଠାରୁ ଆଜି ୨୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Corona
ଗୋଟିଏ ସ୍କୁଲରୁ ୫୩ ଆକ୍ରାନ୍ତ ଚିହ୍ନଟ

ହୁ ହୁ ହୋଇ ବଢୁଛି ସଂକ୍ରମଣ : ଗୋଟିଏ ସ୍କୁଲରୁ ୫୩ ପଜିଟିଭ୍‌ ଚିହ୍ନଟ ହେଲେ

containment zones
 ଭୁବନେଶ୍ୱରର ୫ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ଭୁବନେଶ୍ୱରର ୫ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। କୋଭିଡ ଆକ୍ରାନ୍ତ ଚିହ୍ନଟ ହେବାରୁ BMC ପକ୍ଷରୁ ଏହା ଘୋଷଣା ହୋଇଛି।

Corona Virus
ଘାଏଁ ଘାଏଁ ବଢୁଛି ସଂକ୍ରମଣ : ପୁଣି ଫେରିବ କରୋନା କଟକଣା

ଦେଶ ହେଉ କି ରାଜ୍ୟ ପୁଣି ସଂକ୍ରମଣର ଲମ୍ବା ଡିଆଁ ମାରୁଛି କରୋନା। ଦେଶରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୭, ୩୭୯ ନୂଆ ଆକ୍ରାନ୍ତ। ସେହିପରି ରାଜ୍ୟରେ ଜାନୁଆରୀ ୧ରେ ଚିହ୍ନଟ ହୋଇଥିଲେ ୨୯୮ ପଜିଟିଭ୍, ହେଲେ ଆଜି ୬୮୦ ମାନେ ପାଖାପାଖି ଦୁଇ ଗୁଣା ବଢ଼ିଛି ସଂକ୍ରମିତଙ୍କ ସଂଖ୍ୟା

corona
ନାଇଜରରେ ୩୧ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ପରେ କଣ୍ଟେନମେଣ୍ଟ ଘୋଷଣା

ଏକାଥରକେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚରେ ଚିହ୍ନଟ ହେଲେ ୩୧ ଜଣ କରୋନା ଆକ୍ରାନ୍ତ ।

Corona
ଓଡ଼ିଶାରେ ଆଉ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଓଡିଶାରେ ଆଜି ପୁଣି ୨୩ ଓମିକ୍ରନ ଆକ୍ରାନ୍ତ ହେଲେ ଚିହ୍ନଟ

Corona
କରୋନା ଟିକାର ନୂଆ ମାଇଲ୍‌ ଖୁଣ୍ଟ ଅତିକ୍ରମ କଲା ଭାରତ : ୧୪୫ କୋଟି ଡୋଜ୍‌ ଦିଆଗଲାଣି ଭ୍ୟାକ୍ସିନ୍‌

କରୋନା ବିରୋଧରେ ଲଢେଇ ଜାରି ରଖିଛି ଭାରତ, ୧୪୫ ଡୋଜ୍‌ ଦିଆଗଲାଣି ଭ୍ୟାକ୍ସିନେସନ୍‌