• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cold Wave

Cold Wave Sweeps Odisha
ଆହୁରି ୨ ଦିନ ଯାଏ ଥରାଇବ ଜାଡ଼, ୧୩ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ଥରାଇବ ଜାଡ଼। ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି।

Cold Wave To Increase In Odisha From Tomorrow
କାଲିଠାରୁ ବଢ଼ିବ ଶୀତ

ଆସନ୍ତା କାଲିଠାରୁ ରାଜ୍ୟରେ ବଢ଼ିବ ଶୀତ। କେଉଁ କେଉଁ ଜିଲ୍ଲାରେ ପ୍ରବଳ ଶୀତ ହେବ ଜାଣି ନିଅନ୍ତୁ

Cold Wave To Return To Odisha, Temp To Dip By 3 To 5 Deg
ଆଗକୁ ବଢିବ ଶୀତ, ପୁଣି ଥରିବ ଓଡିଶା

ରାଜ୍ୟରେ ଆଗକୁ ଶୀତର ପ୍ରକୋପ ବଢ଼ିପାରେ। ଆସନ୍ତାକାଲିଠାରୁ ୫ ତାରିଖ ମଧ୍ୟରେ ଶୀତ ବଢିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୂମାନ କରିଛି। ସର୍ବନିମ୍ନ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ହ୍ରାସ ପାଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତାପମାତ୍ରାରେ ହ୍ରାସ ଘଟିପାରେ।

cold wave
ଆହୁରି ବଢ଼ିପାରେ ଶୀତ, ୩ରୁ ୪ ଡିଗ୍ରୀ ହ୍ରାସ ପାଇପାରେ ତାପମାତ୍ରା

ଆସନ୍ତାକାଲିଠାରୁ ୫ ତାରିଖ ମଧ୍ୟରେ ଶୀତ ବଢିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୂମାନ କରିଛି। ସର୍ବନିମ୍ନ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ହ୍ରାସ ପାଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Cold wave in Odisha
ଅସହ୍ୟ ଜାଡ଼ରେ ଥରିବ ୫ ଜିଲ୍ଲା

ଗତକାଲି ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଥିଲା। ଏହା ପୂର୍ବରୁ ଭୁବନେଶ୍ୱରରେ ୨୦୧୮ରେ ସର୍ବକାଳୀନ ସର୍ବନିମ୍ନ ୮.୨ ଡିଗ୍ରୀ ରେକର୍ଡ ହୋଇଥିଲା।

cold
ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ; ୧୦ ଡିଗ୍ରୀ ତଳେ ରହିଛି ୧୭ଟି ସ୍ଥାନର ରାତି ତାପମାତ୍ରା

ଫୁଲବାଣୀରେ ଚଳିତ ସିଜିନର ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଦାରିଙ୍ଗବାଡିରେ ତାପମାତ୍ରା ୪.୫ ଡିଗ୍ରୀ ରହିଛି । ସମ୍ଭାବ୍ୟ ଶୀତ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ୨୪ ତାରିଖ ସକାଳ ଯାଏଁ ପ୍ରାୟ ୧୯ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

Intense Cold Wave Continues In Odisha
ରାଜ୍ୟରେ ଆହୁରି ବଢ଼ିବ ଶୀତ : ସତର୍କ କରାଇଲା ପାଣିପାଗ ବିଭାଗ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ପ୍ରବଳ ଥଣ୍ଡାରେ ଥରୁଛି ସାରା ରାଜ୍ୟ । ଆଜି ୧୯ ଜିଲ୍ଲାକୁ ଥରାଇବ ଶୀତ ।

SRC alert for Cold wave
ରାତିରେ ଘରୁ ନବାହାରିବାକୁ ପରାମର୍ଶ ଦେଲେ ଏସଆରସି

ରାଜ୍ୟରେ ପ୍ରବଳ ଶୀତ ଲହରୀ ନେଇ ସତର୍କ କରାଇଛନ୍ତି ରାଜ୍ୟ ସରକାର। ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର।

Odisha Trembles
ଦାରିଙ୍ଗବାଡିରେ ପ୍ରବଳ ଶୀତ

ଦାରିଙ୍ଗବାଡିରେ ରାଜ୍ୟର ସବୁଠାରୁ ଅଧିକ ଶୀତ। ଚାରି ଜିଲ୍ଲାକୁ ଅରେଞ୍ଜୱାର୍ଣ୍ଣିଂ।

cold
ଉତ୍ତର ଭାରତରେ ଶୀତର ଲହରୀ : ରାଜସ୍ଥାନରେ ତାପମାତ୍ରା ଶୂନ ଡିଗ୍ରୀ ତଳକୁ ଖସିଲା

ପାହାଡ଼ରେ ତୁଷାରପାତ ହେତୁ ଉତ୍ତର ଭାରତର ଅନେକ ସହରରେ ଶୀତଳ ପ୍ରକୋପ। ଏହି କାରଣରୁ ଦିଲ୍ଲୀ ସମେତ ଅନେକ ସହରରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଡିସେମ୍ବର ୨୧ପର୍ଯ୍ୟନ୍ତ ଉତ୍ତର ଭାରତର ଅନେକ ସହରରେ ଥଣ୍ଡା ଆହୁରି ଥରାଇବ ବୋଲି ପାଣିପାଗ ବିଭାଗ କହିଛି ।

Sundargarh Shivers As Mercury Falls
କୋଇଡାରେ ହେଉଛି ତୁଷାରପାତ

ଜାଡ଼ରେ ଥରୁଛି ସାରା ରାଜ୍ୟ । ଉପକୂଳରୁ ଆଭ୍ୟନ୍ତର ସବୁଠି କୋହଲା ପବନ ସାଙ୍ଗକୁ ତଳମୁହାଁ ପାରଦ । ଏପଟେ ସୁନ୍ଦରଗଡ଼ ଜିଲ୍ଲା କୋଇଡାରେ ତୁଷାରପାତ ଦେଖିବାକୁ ମିଳିଛି । ଖୋଲାପଡ଼ିଆ ଓ ଗାଡି ଉପରେ ବରଫର ଏକ ଚାଦର ଦେଖିବାକୁ ମିଳିଛି ।

cold wave
ଜାଡ଼ରେ ଥରୁଛି ରାଜ୍ୟ : ସୁନ୍ଦରଗଡ଼ କୋଇଡା ବ୍ଲକ ଅଞ୍ଚଳରେ ତୁଷାରପାତ

ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକର ଟେନସା, କୋଇଡା ଓ କଲମଙ୍ଗ ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଛି । ଖୋଲାପଡ଼ିଆ ଓ ଗାଡି ଉପରେ ବରଫର ଏକ ଚାଦର ଦେଖିବାକୁ ମିଳିଛି ।

WINTER
ଓଡ଼ିଶାରେ ଜାରି ରହିଛି ହାଡ଼ଭଙ୍ଗା ଜାଡ଼ ! ଥଣ୍ଡାରୁ ବର୍ତ୍ତିବାକୁ ଲୋକେ ଜାଳୁଛନ୍ତି ନିଆଁ

ଓଡ଼ିଶାବାସୀଙ୍କୁ ଥରାଉଛି ଶୀତ । ସକାଳ କୁହୁଡ଼ି ଓ କୋହଲା ପବନ ଜନଜୀବନ ଅସ୍ତବ୍ୟସ୍ତ କରିପକାଉଛି ।

cold wave
ଆଜିଠୁ ଆହୁରି ବଢିବ ଥଣ୍ଡା : ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବ

ବଢ଼ିବ ଥଣ୍ଡା । ସକାଳୁ ଯିବାଆସିବା କରିବା କଷ୍ଟକର ହୋଇପଡ଼ିବ । ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଆଜି ଠାରୁ ଆହୁରି ତଳକୁ ଖସିବା ସହ ଶୀତର ପ୍ରକୋପ ବଢ଼ିବ।

Intense Cold Wave Continues In Odisha
ଆହୁରି ବଢ଼ିବ ଶୀତ: ୧୫ ଡିଗ୍ରୀ ତଳେ ରାଜ୍ୟର ୨୨ ସହର

ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ୧ ଦଶମିକ ୫ରୁ ୩ ଡିଗ୍ରୀ ଯାଏ ତଳକୁ ଖସିଥିବା ବେଳେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୦ ଦଶମିକ୨ରୁ ୨ ଡିଗ୍ରୀ ଯାଏ ତଳକୁ ଖସିଛି ରାତିର ତାପମାତ୍ରା।

Cold Wave
୪୮ ଘଣ୍ଟାରେ ଆହୁରି ବଢ଼ିବ ଶୀତ ! କିଛି ସ୍ଥାନରେ ବର୍ଷା ସମ୍ଭାବନା

ଆସନ୍ତା ୪୮ ଘଣ୍ଟାରେ ରାଜ୍ୟରେ ଆହୁରି ଶୀତ ବଢ଼ିପାରେ। ୪୮ ଘଣ୍ଟାରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ପାରଦ। ତେବେ ୩ରୁ ୪ ଦିନ ପରେ ତାପମାତ୍ରା ସ୍ୱାଭାବିକ ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

IMD Predicts Cold Wave To Hit Odisha After 2 Days
ଦୁଇ ଦିନ ପରେ ଥରିବ ଓଡିଶା

ଆଗକୁ ବଢିବ ଶୀତ । ଦୁଇ ଦିନ ପରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୫ ଡିଗ୍ରୀ ତାପମାତ୍ରା ଖସିପାରେ।

cold wave Alert
ଥରାଇଲାଣି ଥଣ୍ଡା : ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ

ଶୀତରେ ଥରଥର ଓଡ଼ିଶାବାସୀ । ହାଡ଼ଭଙ୍ଗା ଅସ୍ତବ୍ୟସ୍ତ ହେଉଛନ୍ତି ଆଦିବାସୀ ଇଲାକାର ଲୋକେ ।