/odishatv-khabar/media/media_files/2025/11/19/cold-wave-2025-11-19-09-18-43.jpg)
Cold Wave Photograph: (OTV)
ରାଜ୍ୟରେ ସାମାନ୍ୟ କମିଛି ଶୀତ ଲହରି। ଗତ କିଛି ଦିନ ହେବ ପ୍ରବଳ ଜାଡ଼ ହେଉଥିବା ବେଳେ ଗତକାଲିଠୁ ବଢିଛି ରାତି ତାପମାତ୍ରା। ଆଜିଠୁ ଥଣ୍ଡା ପ୍ରକୋପ ଆଉ ଟିକେ କମିପାରେ। ଆସନ୍ତା ୩ ଦିନ ଭିତରେ ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍ ଯାଏଁ ବୃଦ୍ଧି ପାଇବ।
ତଥାପି ଆଭ୍ୟନ୍ତରୀଣ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଶୀତ ଅନୁଭୂତ ହେବ। ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା। ସେହିପରି ରାଉରକେଲାରେ ସର୍ବାଧିକ ରହିଥିଲା କୁହୁଡିର ପ୍ରଭାବ।
Advertisment
• ରାଜ୍ୟରେ ସାମାନ୍ୟ କମିଛି ଶୀତ ଲହରି
• ଆଜିଠୁ ଥଣ୍ଡା ପ୍ରକୋପ ଟିକେ କମିପାରେ
• ଆସନ୍ତା ୩ ଦିନ ତାପମାତ୍ରା ୨-୩ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ
• ଆଭ୍ୟନ୍ତରୀଣ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅନୁଭୂତ ହେବ ଶୀତ
• ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରେକର୍ଡ
Advertisment



Related Articles
Daily Horoscope 19th November 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ
POSTED

Today Panchang 19th November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
POSTED

Hidma Gunned Down: ଅଧଘଣ୍ଟାର ଗୁଳି ବିନିମୟ ପରେ ଟଳିପଡିଲା ହିଡମା, ଆଗରୁ କରିଛି ବଡ଼ ବଡ଼ ମାଓ ହମଲା
POSTED

Illegal Bangladeshis: ବେଆଇନ ବାଂଲାଦେଶୀଙ୍କୁ ନେଇ ସରକାରଙ୍କ କଠୋର ଆଭିମୁଖ୍ୟ, ତଡାହେବେ ରାଜ୍ୟରୁ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)