Advertisment

Cold Wave Eases: କମିବ ଶୀତ, ବଢ଼ିବ ରାତିର ତାପମାତ୍ରା

ଆଗାମୀ ୨ ରୁ ୩ ଦିନ ଯାଏ ରାଜ୍ୟରେ ଶୀତର ପ୍ରଭାବ କମିବ। ବାତ୍ୟା ‘ଡିଟୱା’ ପ୍ରଭାବରେ ଓଡ଼ିଶାରେ ଆଂଶିକ ମେଘୁଆ ପାଗ ରହିବ। ଜଳୀୟବାଷ୍ପ ଓ ପୂର୍ବାଳୀ ବାୟୁ ପ୍ରଭାବରେ ରାତି ତାପମାତ୍ରା ବଢ଼ିବ।

author-image
Chinmayee Sahoo
WEATHER

WEATHER Photograph: (OTV)

କମିବ ଶୀତ, ବଢ଼ିବ ରାତିର ତାପମାତ୍ରା। ଆଗାମୀ ଦୁଇରୁ ୩ ଦିନ ଯାଏ ରାଜ୍ୟରେ ଶୀତର ପ୍ରଭାବ ବିଶେଷ ରହିବ ନାହିଁ। ବାତ୍ୟା 'ଡ଼ିଟୱା'ର ବାହ୍ୟ ବାଦଲ ସମୂହ ପ୍ରଭାବରେ ଓଡ଼ିଶାରେ ଆଂଶିକ ମେଘୁଆ ପାଗ ରହିବ। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଜଳୀୟବାଷ୍ପ ଓ ପୂର୍ବାଳୀ ବାୟୁ ପ୍ରଭାବରେ ରାତ୍ରି ତାପମାତ୍ରା ବଢିବ।

Advertisment

ତେବେ ଗତକାଲି ଦକ୍ଷିଣ ଓଡ଼ିଶାରେ ପାଗ କୋହଲା ରହିବା ସହ କୋରାପୁଟ, ମାଲକାନଗିରି ଏବଂ ରାୟଗଡା ଜିଲ୍ଲାରେ ହାଲୁକା ବର୍ଷା ଦେଖିବାକୁ ମିଳିଥିଲା। ସେହିପରି ଆଜି ଗଜପତି, ରାୟଗଡ଼ା, କୋରାପୁଟ ଏବଂ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି।


•    ବଢ଼ିବ ରାତିର ତାପମାତ୍ରା
•    କମିବ ଶୀତ, ବଢ଼ିବ ରାତିର ତାପମାତ୍ରା
•    ଆଗାମୀ ୨ ରୁ ୩ ଦିନ ଯାଏ ରାଜ୍ୟରେ ଶୀତର ପ୍ରଭାବ କମିବ
•    ବାତ୍ୟା ‘ଡିଟୱା’ ପ୍ରଭାବରେ ଓଡ଼ିଶାରେ ଆଂଶିକ ମେଘୁଆ ପାଗ ରହିବ
•    ଜଳୀୟବାଷ୍ପ ଓ ପୂର୍ବାଳୀ ବାୟୁ ପ୍ରଭାବରେ ରାତି ତାପମାତ୍ରା ବଢ଼ିବ
•    କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି

Advertisment
Cold Wave
Advertisment
Advertisment