/odishatv-khabar/media/media_files/2025/12/20/cold-wave-2025-12-20-08-28-48.jpg)
COLD WAVE Photograph: (OTV)
ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ପାରଦ ତଳମୁହାଁ ଯୋଗୁଁ ପ୍ରବଳ ଜାଡ ହେଉଛି। ୧୦ ଡିଗ୍ରୀ ତଳେ ୧୦ ସହର ତାପମାତ୍ରା ରେକର୍ଡ ହୋଇଛି। ଆଗାମୀ ୭ ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଅର୍ଥାତ ୭ ଦିନ ପ୍ରବଳ ଥଣ୍ଡା ଲାଗି ରହିବ। ସେହିପରି ଘନ କୁହୁଡ଼ିକୁ ନେଇ ପାଣିପାଗ ବିଭାଗ ୱାର୍ଣ୍ଣିଂ ଜାରି କରିଛି।
ଆଜି ଓ ଆସନ୍ତାକାଲି ପାଇଁ ଘନ କୁହୁଡ଼ି ଦୃଶ୍ୟମାନ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ପାଇଁ ୪ ଜିଲ୍ଲା କନ୍ଧମାଳ, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଏବଂ ଆସନ୍ତାକାଲି ପାଇଁ ୩ ଜିଲ୍ଲା ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼କୁ ଘନ କୁହୁଡ଼ି ପାଇଁ ଚେତାବନୀ ଜାରି ହୋଇଛି।
• ୭ ଦିନ ଯାଏଁ ପ୍ରବଳ ଜାଡ଼
• ସାରା ରାଜ୍ୟରେ ଶୀତ ଲହରୀ ଜାରି
• ୧୦ ଡିଗ୍ରୀ ତଳେ ୧୦ ସହରର ତାପମାତ୍ରା
• ଆହୁରି ୭ ଦିନ ଯାଏଁ ପ୍ରବଳ ଥଣ୍ଡା ନେଇ ସତର୍କତା
• ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ନେଇ ପାଣିପାଗ ବିଭାଗର ୱାର୍ଣ୍ଣିଂ
• କନ୍ଧମାଳ, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ଘନ କୁହୁଡ଼ି ୱାର୍ଣ୍ଣିଂ
CBI Probe Demanded: ଆଦିବାସୀଙ୍କ ବିଶ୍ବାସରେ ବିଷ ଦେଇଛି କିସ୍: ଜୋରଦାର୍ ହେଲା ସିବିଆଇ ତଦନ୍ତ ଦାବି

Daily Horoscope 20th December 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 20th December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Ashok Basa's Global Honor: ଇଞ୍ଜିନିୟର ଅଶୋକ ବସା ୱାର୍ଲ୍ଡ ଫେଡେରେସନ୍ ଅଫ୍ ଇଞ୍ଜିନିୟରିଂ ଓର୍ଗାନାଇଜେସନ୍ସର ଆଭ୍ୟନ୍ତରୀଣ ଅଡିଟର ନିଯୁକ୍ତ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)