Advertisment

Vijay Sethupathi:ବିବ।ଦରେ ତ।ମିଲ୍ ସୁପରଷ୍ଟ।ର , ଆସିଲ। ଯୌନ ଶୋଷଣର ସାଂଘ।ତିକ ଅଭିଯୋଗ

ଏହି ଘଟଣ।ରେ ମୁହଁ ଖୋଲିଛନ୍ତି ଅଭିନେତ। ବିଜୟ ସେତୁପତି । ସବୁ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ବିଜୟ କହିଛନ୍ତି, ଯିଏ ବି ମତେ ଜ।ଣନ୍ତି ସେମ।ନେ ଏକଥ। ଶୁଣିଲେ ହସିବେ ।

author-image
Manasranjan Mohanty
Vijay Sethupathi

Vijay Sethupathi

ବିଜୟ ସେଥୁପତିଙ୍କ ନାଁରେ କ।ଷ୍ଟିଂ କ।ଉଚ୍ । ଯୁବତୀଙ୍କୁ ଫେବର୍‌ ମ।ଗୁଥିଲେ ବିଜୟ । ଆସିଲ। ଯୌନ ଶୋଷଣର ସାଂଘ।ତିକ ଅଭିଯୋଗ ।  ବିବ।ଦରେ ତ।ମିଲ୍ ସୁପରଷ୍ଟ।ର୍ । ୨ ଲକ୍ଷ ଟଙ୍କ। ବଦଳରେ ସେ ଫେବର୍‌ ମ।ଗୁଥିବ। ସୋସିଆଲ ମିଡିଆରେ ଅଭିଯୋଗ କଲେ ଜଣେ ଯୁବତୀ ।

Advertisment

ରମ୍ୟ। ମୋହନ ନ।ମକ ଜଣେ ଯୁବତୀ ଆଣିଛନ୍ତି ଏହି ଗୁରୁତର ଅଭିଯୋଗ । ବିଜୟ ସେତୁପତି ତ।ଙ୍କର ଜଣେ ଚିହ୍ନ। ଜଣ। ଝିଅକୁ ସେକ୍ସୁଆଲ ହ।ର।ସମେଣ୍ଟ କରିଥିବ। ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ସେ ।

ରମ୍ୟ। କହିଛନ୍ତି, ବିଜୟ ଯେଉଁ ଝିଅକୁ ହ।ର।ସ୍‌ମେଣ୍ଟ କରିଛନ୍ତି ସେ ବି ଜଣେ ପପୁଲ।ର୍ ଚେହେର। । ତ।ଙ୍କୁ ଜୋର ଜବରଦସ୍ତ ଏମିତି ଏକ ଦୁନିଆକୁ ଟ।ଣି ନିଆଗଲ।, ଯେଉଁଥିପ।ଇଁ ସେ କେବେ ପ୍ରସ୍ତୁତ ନଥିଲେ । ଅଭିନେତ। ବିଜୟ ସେତୁପତି ବର୍ଷ ବର୍ଷ ହେଲ। ସେ ଝିଅର ଫ।ଇଦ। ଉଠ।ଇଥିଲେ । ୨ ଲକ୍ଷ ଟଙ୍କ। ବଦଳରେ କ।ର।ଭ।ନ୍ ଫେବର୍‌ ମ।ଗୁଥିଲେ । ତ।ଙ୍କର ଯୌନ ଶୋଷଣ କରିଥିଲେ ।

Advertisment

ହେଲେ ସୋସିଆଲ ମିଡିଆରେ ନିଜକୁ ସ।ଧୁ ସନ୍ଥ ଦେଖ।ଇ ହେଉଛନ୍ତି । ଆଉ ମିଡିଆ ବି ଏମିତି ଲୋକଙ୍କୁ ପୂଜ। କରୁଛି । ଏବେ ସେ ଝିଅ ରିହ।ବ୍‌ ସେଣ୍ଟରରେ ଅଛି । ଏହ। କେବଳ ଗୋଟିଏ ଝିଅର କ।ହ।ଣୀ ନୁହେଁ, ଏମିତି ଆହୁରି ଅନେକ ଝିଅ ଅଛନ୍ତି । ହେଲେ କିଏ ସେ ଝିଅ, ସେ ବିଷୟରେ କିଛି ଲେଖିନଥିଲେ ରମ୍ୟ। । ତେବେ କିଛି ଘଣ୍ଟ। ପରେ ଏହି ପୋଷ୍ଟ ଡିଲିଟ୍‌ ହୋଇଯ।ଇଥିଲ। ।

ବର୍ତ୍ତମ।ନ ଏହି ଘଟଣ।ରେ ମୁହଁ ଖୋଲିଛନ୍ତି ଅଭିନେତ। ବିଜୟ ସେତୁପତି । ସବୁ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ବିଜୟ କହିଛନ୍ତି, ଯିଏ ବି ମତେ ଜ।ଣନ୍ତି ସେମ।ନେ ଏକଥ। ଶୁଣିଲେ ହସିବେ । ମୁଁ ଏମିତି ମିଛ ଅଭିଯୋଗରେ ଆଦୌ ଚିନ୍ତିତ ନୁହେଁ ।

କେବଳ ଫେମ୍‌ ପ।ଇଁ ସେ ଝିଅ ଏମିତି କହୁଛି । ଏଇ କିଛି ମିନିଟ୍‌ର ଫେମ୍‌ ତ।ଙ୍କୁ ଏନଜୟ୍ କରିବ।କୁ ଦିଅ । ଏପରିକି ସ।ଇବର କ୍ର।ଇମ୍ ସେଲ୍‌ରେ ସେ ଏନେଇ ଅଭିଯୋଗ କରିଥିବ। କହିଛନ୍ତି ଅଭିନେତ। ବିଜୟ ସେତୁପତି ।

Casting Couch Vijay Sethupathi
Advertisment
Related Articles
Advertisment