• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମଇଁଷିକୁ ଫିଟ୍ ରଖିବା ପାଇଁ ଦିନକୁ ଖର୍ଚ୍ଚ ହେଉଛି ୫ରୁ ୬ ହଜାର ଟଙ୍କା । ଆଉ ପ୍ରତି ବଦଳରେ ମଇଁଷିଟି ବର୍ଷକୁ ୩୦ ଲକ୍ଷରୁ ଅଧିକ ଟଙ୍କା ରୋଜଗାର ଦେଉଛି । ଏକଥା ବିଶ୍ୱାସ ନ ହେଲେ ବି ସତ । ହରିଆଣାରୁ ଭୁବନେଶ୍ୱରକୁ ଆସିଥିବା ଏହି ମଇଁଷିର ନାଁ ଯୁବରାଜ, ବୟସ ୧୦ରୁ ୧୧ ବର୍ଷ । ଓଜନ ୧୫ରୁ ୧୬ କୁଇଣ୍ଟାଲ ।

ଯୁବରାଜର ଶରୀରକୁ ମଲ୍ଲ ଯୋଦ୍ଧା ଭଳି ତେଲରେ ମାଲିସ କରାଯାଉଛି । ଆସନ୍ତାକାଲିଠୁ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହେଉଛି ତିନିଦିନିଆ ମତ୍ସ୍ୟ ପ୍ରାଣୀ ସମାବେଶ । ଏହି ସମାବେଶକୁ ସୋ’ ପିସ୍ ଭଳି ଆସିଛି ଏହି ହରିଆଣା ମଇଁଷି । ଏନେଇ ଅଧିକ ସୂଚନା ଦେଉଛନ୍ତି ସିନିୟର ରିପୋର୍ଟର ନିରଞ୍ଜନ ରେଡ୍ଡୀ ।

  • Reported by:
  • NIRANJAN REDDY

OTV is now on Whatsapp

Join and get latest news update delivered to you via whatsapp

Join Now