Advertisment

Flight Delay Bhubaneswar Kolkata : ଭୁବନେଶ୍ୱରରେ ଅବତରଣ କଲା କୋଲକାତା ବିମାନ; ଯାତ୍ରୀ ଅସନ୍ତୋଷ

ଗତକାଲି କୋଲକାତାରେ କାଳ ବୈଶାଖୀ ହୋଇଥିଲା। ବର୍ଷା ସହ ଜୋରରେ ପବନ ହୋଇଥିଲା। ଏଥିପାଇଁ କୋଲକାତା ଯାଉଥିବା ୮ ବିମାନ ଭୁବନେଶ୍ୱରରେ ଗତକାଲି ବିଳମ୍ବିତ ରାତିରେ ଅବତରଣ କରିଥିଲା। ପରେ ୬ଟି ବିମାନ କୋଲାକତା ଯାଇଥିଲା। ଅନ୍ୟ ୨ଟି ବିମାନ କୋଲକାତା ଯାଇପାରିନଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
BBSR

BBSR

ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅବତରଣ କଲା କୋଲକାତା ଯାଉଥିବା ବିମାନ। ଫଳରେ ଯାତ୍ରୀମାନେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ନିଜର ଗନ୍ତବ୍ୟସ୍ଥଳକୁ ନଯାଇ ପାରି ରାତିସାରା ବିମାନ ବନ୍ଦରରେ ପଡ଼ିରହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: : ବିମାନରେ ଲଜ୍ଜାଜନକ ଆଚରଣ; ଯାତ୍ରୀଙ୍କ ଉପରେ ପରିସ୍ରା କଲେ ଅନ୍ୟ ଜଣେ ଯାତ୍ରୀ

ଗତକାଲି କୋଲକାତାରେ କାଳ ବୈଶାଖୀ ହୋଇଥିଲା। ବର୍ଷା ସହ ଜୋରରେ ପବନ ହୋଇଥିଲା। ଏଥିପାଇଁ କୋଲକାତା ଯାଉଥିବା ୮ ବିମାନ ଭୁବନେଶ୍ୱରରେ ଗତକାଲି ବିଳମ୍ବିତ ରାତିରେ ଅବତରଣ କରିଥିଲା। ପରେ ୬ଟି ବିମାନ କୋଲାକତା ଯାଇଥିଲା। ଅନ୍ୟ ୨ଟି ବିମାନ କୋଲକାତା ଯାଇପାରିନଥିଲା।

Advertisment

ଗତକାଲିରାତିଠୁ ଯାତ୍ରୀମାନେ ବିମାନବନ୍ଦରରେ ପଡ଼ିରହିଛନ୍ତି। ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଅଧିକ ପଢ଼ନ୍ତୁ: Tibet Earthquake: ସକାଳୁ ସକାଳୁ ଥରିଲା ତିବ୍ଦତ, ଭୂକମ୍ପରେ ଏଯାଏଁ ଗଲାଣି ୫୩ ଜୀବନ

Biju Patnaik International Airport Kolkata Airport BBSR
Advertisment
Advertisment