/odishatv-khabar/media/media_files/2025/10/31/baliyatra-2025-10-31-13-19-25.jpg)
Baliyatra Photograph: (OTV)
ଜଗତସିଂହପୁର ଜଟାଧାର ବାଲିଯାତ୍ରା ମହୋତ୍ସବ ଅଞ୍ଚଳରେ ଲାଗିଲା BNS ୧୬୩। ଆଜିଠାରୁ ମାସେ ଯାଏଁ ବଳବତ୍ତର ରହିବ। ଜଗତସିଂହପୁର ଅଭୟଚାନ୍ଦପୁର ପୋଲିସର ରିପୋର୍ଟ ଆଧାରରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଜାରି କରିଛି କଟକଣା। ୪ ଜଣରୁ ଅଧିକ ଲୋକ ସେଠାରେ ଏକତ୍ରିତ ହୋଇପାରିବେନି।
Advertisment
କାର୍ତ୍ତିକ ମାସ ପଞ୍ଚୁକ ଅବସରରେ ପ୍ରସ୍ତାବିତ JSW ନିକଟ ଭୋସ୍କାଲିସ୍କ ପଏଣ୍ଟ ସମୁଦ୍ର ବେଳାଭୂମିରେ ‘ଜଟାଧାର ବାଲିଯାତ୍ରା ମହୋତ୍ସବ’ ପାଳନ କରିବା ପାଇଁ ଉଭୟ ଶିଳ୍ପ ସପକ୍ଷବାଦୀ ଏବଂ ଶିଳ୍ପ ବିପକ୍ଷବାଦୀ ନିଷ୍ପତ୍ତି ନେଇଥିଲେ। ଏହାକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିଛି। ସେଥିପାଇଁ ଆଗୁଆ ପଦକ୍ଷେପ ଭାବେ ଉତ୍ତେଜନା ଆଶଙ୍କାରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ।
ଗତ ବର୍ଷ ମଧ୍ୟ ଏହି ସମୟରେ ଗଣ୍ଡଗୋଳ ଆଶଙ୍କାରେ ପ୍ରଶାସନ ଆଗୁଆ ପଦକ୍ଷେପ ଗ୍ରହଣ କରିଥିଲା । ଏହି ଅଞ୍ଚଳରେ ଏବେ ଚାପା ଉତ୍ତେଜନା ଲାଗିରହିଛି ।
Advertisment
Advertisment


Related Articles
Powerful Airstrike Unleashes Overnight Bombing Blitz: ପ୍ରଚଣ୍ଡ ଏୟାରଷ୍ଟ୍ରାଇକ୍, ରାତିସାରା ବର୍ଷିଲା ବୋମା...
POSTED

Gold Treasure Found Beneath India’s Soil: ଭାରତର ମାଟି ତଳେ ଠାବ ହେଲା ସୁନାର ଭଣ୍ଡାର, ଖୁବ୍ ଶୀଘ୍ର ହେବ ସର୍ଭେ
POSTED

Major Twist in SI Scam: CBIକୁ ହସ୍ତାନ୍ତର ହେବ SI ସ୍କାମ୍ ଫାଇଲ୍, ରହିଛି ଆନ୍ତଃରାଜ୍ୟ ଲିଙ୍କ୍
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)