କୁଆଡେ ଗଲରେ ଚଂଚଳା, ଚାନ୍ଦିନୀ, ଭୁଆ....ଖାଇବା ବେଳ ହେଲାଣି, ଆସ ଧାଇଁ ଧାଇଁ। ବାସ୍ ଏଇ ଡାକ ଶୁଣିବା ମାତ୍ରେ ଉପେନ୍ଦ୍ରଙ୍କ ପାଖକୁ ଛୁଟେ ବିଲେଇ, କୁକୁରଙ୍କ ସୁଅ। ସରକାର ଦେଉଥିବା ୫ କିଲୋ ଚାଉଳରେ ନିଜ ପେଟ ସହ ପୂରାଉଛନ୍ତି ୧୫ ଜୀବଙ୍କ ପେଟ
Published: Pallipuspa Samal
Last updated: 23 October 2022, 11:07 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।