• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Accident

Accident In Odisha
Accident In Odisha: ତିନି ମର୍ମନ୍ତୁଦ ଦୁର୍ଘଟଣା; ୨ ମୃତ, ୯ଜଣ ଗୁରୁତର...

କଣ୍ଟେନର ଧକ୍କାରେ ଚୂର୍ ମାର ହୋଇଗଲା ଘର । ବରଗଡ଼ ସଦର ଥାନା ତୁରୁଙ୍ଗା ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। 

Lightening Death
Lightning Death: ଆକାଶରୁ ଖସୁଛି ମୃତ୍ୟୁ! ଯମ ଦୂତ ସାଜିଛି ବଜ୍ରପାତ! ଘଡ଼ଘଡ଼ି ପଡ଼ି ଗଲାଣି ୧୦୫୭ ଜୀବନ

ଯମ ଦୂତ ସାଜିଛି ବଜ୍ରପାତ! ଅକାଳରେ ନେଉଛି ଜୀବନ । ବିଗତ ୩ ବର୍ଷରେ ବ୍ରଜପାତ ନେଲାଣି ୧୦୫୭ ପ୍ରାଣ ।

Karnataka IPS Dies
Karnataka IPS Dies: ଅଧୁରା ରହିଲା IPS ହେବାର ସ୍ୱପ୍ନ; ଡ୍ୟୁଟିରେ ଯୋଗ ଦେବା ପୂର୍ବରୁ ଚାଲିଗଲା ଜୀବନ

ମନରେ ଅସୁମାରୀ ସ୍ୱପ୍ନ ନେଇ ସେ ଫେରୁଥିଲେ। ଟ୍ରେନିଂ ସରିଗଲା ଏବେ ଚାକିରେରେ ଯୋଗ ଦେବେ। ହେଲେ କିଏ ଜାଣିଥିଲା ଏ ଯାତ୍ରା ଥିଲା ଶେଷ ଯାତ୍ରା?

Bareilly Bridge Accident
Bareilly Bridge Accident: ଅଧାଗଢା ବ୍ରିଜରୁ ପଡ଼ି ୩ ଜଣଙ୍କର ମୃତ୍ୟୁ ଘଟଣା; ତଦନ୍ତର ସାମ୍ନା କଲା Google Map

ଉତ୍ତରପ୍ରଦେଶରେ ବାଟ ଖୋଜିବାକୁ ଯାଇ ଅଧାଗଢା ବ୍ରିଜରୁ ତଳେ ପଡ଼ି ୩ ଜଣଙ୍କର ମୃତ୍ୟୁ ଘଟଣାରେ ତଦନ୍ତର ସାମନା କରିଛି ଗୁଗୁଲ ମ୍ୟାପ। କେମିତି ଓ କେଉଁ ପରିସ୍ଥିତିରେ ଫେଲ୍ ହେଲା ଗୁଗୁଲର ଜିପିଏସ୍ । ତଦନ୍ତ ଭିତରେ ସ୍ପଷ୍ଟୀକରଣ ରଖିଛି ଗୁଗୁଲ୍ ମ୍ୟାପ୍। 

ଗୁଗୁଲ୍‌ ନେଲା ଗୁଗୁଲ୍‌ ମ୍ୟାପ୍‌
UP Road Accident: ଭୁଲ୍‌ ରାସ୍ତା ଦେଖାଇଲା ଗୁଗୁଲ୍‌ ମ୍ୟାପ୍‌, ନିର୍ମାଣାଧୀନ ପୋଲରୁ ଖସି ପଡ଼ିଲା କାର୍...ଚାଲିଗଲା ୩ ଜୀବନ

ଗତ ଶନିବାର ରାତିରେ ଉତ୍ତରପ୍ରଦେଶର ବରେଲି ଏବଂ ବାଦାଉନ୍ ଜିଲ୍ଲା ସୀମାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ରାମଗଙ୍ଗା ନଦୀ ପରେ ନିର୍ମାଣଧୀନ ବ୍ରିଜ୍‌ ଉପରୁ ଏକ କାର୍ ତଳକୁ ଖସି ପଡ଼ିଥିଲା ।

Noida Road Accident
Noida Road Accident: କୁହୁଡ଼ି ସାଜିଲା କାଳ: ବିଭିନ୍ନ ସ୍ଥାନରେ ସିରିଜ୍‌ ଦୁର୍ଘଟଣା;  ୨ ମୃତ, ୩୬ ଆହତ...

ବିଭିନ୍ନ ସ୍ଥାନରେ ଘଟିଲା ସିରିଜ୍‌ ଦୁର୍ଘଟଣା । ଯାହାଫଳରେ ଚାଲିଗଲା ଦୁଇ ଜଣଙ୍କର ଜୀବନ । ଦୁର୍ଘଟଣାରେ ୩୬ରୁ ଅଧିକ ଲୋକ ଆହତ ବି ହୋଇଛନ୍ତି ।

Accident In Odisha
Accident In Odisha: ସକାଳୁ ୩ଟି ଭୟଙ୍କର ଦୁର୍ଘଟଣା; ୩ ମୃତ, ୧୩ ଆହତ

ଗଜପତି ଜିଲ୍ଲା ମୋହନା ଥାନା କେନ୍ଦୁଘାଟିରେ ଟୁରିଷ୍ଟ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି ।

35 killed in China
35 killed in China: ବିଭତ୍ସ, ବର୍ବର, ଭୟଙ୍କର!! ଗାଡ଼ି ମଡ଼ାଇ ୩୫ ଜଣଙ୍କୁ ହତ୍ୟା

ସଡ଼କ ଦୁର୍ଘଟଣାର ଏକ ଭୟାନକ ଚିତ୍ର ସାମ୍ନାକୁ ଆସିଛି । ଗୋଟେ କାର୍‌ ଏକ ନିୟନ୍ତ୍ରଣ ହରାଇ ଏକା ବେଳକେ ବହୁ ଲୋକଙ୍କୁ ମଡ଼ାଇ ଦେଇଛି ।

Grandpa receives hate for dancing at teen grandson's funeral
VIRAL VIDEO: ନାତିର ଅନ୍ତିମ ସଂସ୍କାର ବେଳେ ନାଚିଲେ ଜେଜେ, ପ୍ରକୃତ କାରଣ ଆପଣଙ୍କୁ କନ୍ଦାଇବ...

ଅତି ଆପଣାର ଲୋକଙ୍କୁ ହରାଇ ଲୋକ କାନ୍ଦୁଥିବାର ଆପଣ ଦେଖିଥିବେ । ମାତ୍ର ନାତିର ବିୟୋଗରେ ଜେଜେ ନାଚୁଥିବା ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ହେଲେ ଏହା ପଛର କାରଣ ଜାଣିଲେ ଆପଣଙ୍କ ଆଖିରୁ ବି ଆପଣା ଛାଏଁ ଲୁହ ଆସିଯିବ।

 bus falls into gorge
Uttarakhand Bus Accident Updates: ଉତ୍ତରାଖଣ୍ଡ ବସ୍ ଦୁର୍ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା, ଖୋଜାଚାଲିଛି ମୃତଦେହ...ଦେଖନ୍ତୁ କିଛି ଛାତିଥରା ଦୃଶ୍ୟ...

ଉତ୍ତରାଖଣ୍ଡର ଅଲମୋଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କୁପି ଅଞ୍ଚଳରେ ଏକ ଖାଇକୁ ଯାତ୍ରୀ ବାହୀ ବସ୍ ଖସି ପଡ଼ିବାରୁ ୩୬ ଜଣଙ୍କ ମୃତ୍ୟୁ । 

bus falls into gorge in Uttarakhand
Uttarakhand Bus Accident: ଭୟଙ୍କର ଦୁର୍ଘଟଣା; ୨୦୦ ଫୁଟ୍‌ ଖାଇକୁ ଖସିଲା ବସ୍‌, ଗଲାଣି ୩୬ ଜୀବନ...

୨୦୦ ଫୁଟ୍‌ ଖାଇକୁ ଖସିଲା ବସ୍‌ । ଚାଲିଗଲା ୩୬ରୁ ଅଧିକ ଲୋକଙ୍କ ଜୀବନ, ଅନେକ ଆହତ । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଇଛି । ଉତ୍ତରାଖଣ୍ଡର ଅଲ୍‌ମୋଡାର ମାର୍ଚୁଲାରେ ଘଟିଛି ଏଭଳି ମର୍ମନ୍ତୁଦ ଘଟଣା।

LAccMI Bus Driver
ଲକ୍ଷ୍ମୀ ବସ୍ ଡ୍ରାଇଭର-କଣ୍ଡକ୍ଟରକୁ ନିସ୍ତୁକ ମାଡ଼, ଥାନାରେ ଅଭିଯୋଗ

ଲକ୍ଷ୍ମୀ ବସ୍ ଡ୍ରାଇଭର ଓ କଣ୍ଡକ୍ଟରକୁ ନିସ୍ତୁକ ମାଡ଼ । ଦୁର୍ଘଟଣାକୁ ନେଇ ବିଚ୍ ରାସ୍ତାରେ ଆକ୍ରମଣ ।

Mo Bus
Mo Bus Accident: ରାସ୍ତାରେ ବୋଲ ମାନୁନି ମୋ ବସ୍ ! ପୁଣି ଘଟାଇଲା ଦୁର୍ଘଟଣା, ଯୁବତୀ ଗୁରୁତର

ବାରମ୍ବାର ଦୁର୍ଘଟଣା ଘଟାଉଥିବା ମୋ ବସ୍ ଚାଳକଙ୍କ ବେପରୁଆ ଚାଳନାକୁ ନେଇ ତେଜୁଛି ଅସନ୍ତୋଷ। ସେପଟେ ଏବାବଦରେ କିନ୍ତୁ କ୍ରୁଟ୍ କର୍ତ୍ତୃପକ୍ଷ ଚୁପ୍।

Accident
Accident: କୁହୁଡ଼ି ଯୋଗୁଁ ଦେଖି ପାରିଲେନି ଡ୍ରାଇଭର, ଟ୍ରେଲରକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍

ବାପାଙ୍କ ମୃତ୍ୟୁର ଦିନ କେଇଟା ପରେ ଅଫେରା ରାଇଜକୁ ଚାଲିଗଲା ପୁଅ

unintentional injury death
ହୋସ୍ ଉଡାଇଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ; ଅନିଚ୍ଛାକୃତ ଆଘାତ ମୃତ୍ୟୁରେ ଓଡ଼ିଶାର ସ୍ଥାନ ଅଷ୍ଟମ

ଦେଶରେ ବଢ଼ିଚାଲିଛି ଅନିଚ୍ଛାକୃତ ଆଘାତ ମୃତ୍ୟୁ। ଅଜାଣତରେ ଘଟୁଛି ଦୁର୍ଘଟଣା, ଚାଲିଯାଉଛି ଲକ୍ଷ ଲକ୍ଷ ଜୀବନ। ଅନିଚ୍ଛାକୃତ ଆଘାତ ମୃତ୍ୟୁ କ୍ଷେତ୍ରରେ ଆମ ରାଜ୍ୟର ସ୍ଥାନ ଦେଶରେ ଅଷ୍ଟମ। ଯୁବଗୋଷ୍ଠୀଙ୍କ ବେପରୁଆ ଗାଡ଼ି ଚାଳନା ଓ ରିଲସ ନିଶା ଏଭଳି ମୃତ୍ୟୁର ସବୁଠୁ ବଡ଼ କାରଣ।

Car Accident
ବଡ଼ଦାଣ୍ଡରେ ସିରିଜ ଦୁର୍ଘଟଣା ! ୪ ଜଣଙ୍କୁ ଗାଡ଼ି ମଡ଼ାଇ ଖସି ଯାଉଥିଲା ଡ୍ରାଇଭର

ଡ୍ରାଇଭର ଓ କାରରେ ବସିଥିବା ଅନ୍ୟ ଜଣେ ଥାନାରେ ଅଟକ । ଗତକାଲି ରାତି ୧୧ଟା ପରେ ପୁରୀ ବଡ଼ଦାଣ୍ଡରେ ଦୁର୍ଘଟଣା ।

accident
୨ ଡ୍ରାଇଭର ଜୀବନ୍ତ ଦଗ୍ଧ

୨ ଗାଡ଼ି ମୁହାଁମୁହିଁ ଧକ୍କା ପରେ ୨ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। କଣ୍ଟେନର ଓ ଟ୍ରକ୍ ସହ ୨ ଜଣ ଜଳିଯାଇଥିବା ସୂଚନା ମିଳିଛି। ତେବେ କଣ୍ଟେନରର ଖଲାସୀ ଜଣକ ଗୁରୁତର ଥିବା କୁହାଯାଉଛି।

accident
କୁଚିଣ୍ଡାରେ ବଡ଼ ଦୁର୍ଘଟଣା; ୨ ଗାଡ଼ି ମୁହାଁମୁହିଁ ଧକ୍କା ପରେ ଜୀବନ୍ତ ଜଳିଗଲେ ୨ ଡ୍ରାଇଭର 

 ୨ ଗାଡ଼ି ମୁହାଁମୁହିଁ ଧକ୍କା ପରେ ୨ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। କଣ୍ଟେନର ଓ ଟ୍ରକ୍ ସହ ୨ ଜଣ ଜଳିଯାଇଥିବା ସୂଚନା ମିଳିଛି। ତେବେ କଣ୍ଟେନରର ଖଲାସୀ ଜଣକ ଗୁରୁତର ଥିବା କୁହାଯାଉଛି।

School Bus
ଚାହୁଁ ଚାହୁଁ ଜଳିଗଲା ସ୍କୁଲ୍ ବସ୍ ! ଭିତରେ ଥିଲେ ୨୫ ସ୍କୁଲ୍ ପିଲା...

୪୪ ଯାତ୍ରୀଙ୍କୁ ଧରି ଯାଉଥିଲା ବସ୍‌ । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

Road Accident
ସାବଧାନ୍ ! ରକ୍ତ ପିଉଛି ୧୬ ନମ୍ବର NH, ଚିନ୍ତା ବଢ଼ାଇଛି ରାଜପଥରେ ବେଆଇନ ପାର୍କିଂ

ରାଜରାସ୍ତାର ଉଭୟ କଡ଼ରେ ଛିଡ଼ା ହେଉଥିବା ମାଳ ମାଳ ଭାରିଯାନ ଯୋଗୁ ରାତି ତ ରାତି, ଦିନରେ ବି ଭୟଙ୍କର ଦୁର୍ଘଟଣା ଘଟୁଛି ।

Bus Accident
ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା! ୨୦ ଫୁଟ ତଳକୁ ଖସିଲା ବସ୍, ୪ ମୃତ

ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା, ଅଧା ରହିଗଲା ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ।

Special Story
Special Story:କାନ୍ଥରୁ ଲିଭିନି ବାହାଚିତା; ବିଧବା ହେଲେ ସରସ୍ବତୀ, ବାପା ଛେଉଣ୍ଡ ହେଲା ୪ ମାସର ଝିଅ...

ଦିନେ ଯିଏ ହାତଧରି ଘର ଅଗଣାକୁ ବୋହୂକରି ନେଇ ଆସିଥିଲେ, ତାଙ୍କରି ଶବ ପାଖରେ ଆଜି ସେ ଛାତି ଫଟାଇ ଚିତ୍କାର କରୁଛି । ବାପା ଛେଉଣ୍ଡ ହୋଇଯାଇଛି ଚାରି ମାସର କନ୍ୟା ସନ୍ତାନ ।

Accident
ବଡ଼ ଅଘଟଣ: ବିଲକୁ ଓଲଟି ପଡ଼ିଲା ପିକଅପ୍ ଭ୍ୟାନ, ୯ ଶ୍ରମିକ ଆହତ...

ବୈଦ୍ଧରେ ବଡ଼ ଅଘଟଣ । ଗଛରେ ପିଟି ହୋଇ ବିଲକୁ ଓଲଟି ପଡ଼ିଲା ପିକଅପ୍ ଭ୍ୟାନ । ବୌଦ୍ଧ ଥାନା ବୁରପଟା ଛକ ନିକଟରେ ସଡ଼କ ଦୁର୍ଘଟଣା ।

man killed in accident while returning home after 9 years
୯ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ; ଘରେ ପହଞ୍ଚିବା ପୂର୍ବରୁ ବାଟରେ ଚାଲିଗଲା ଜୀବନ

ଜେଲ୍‌ରେ ୯ବର୍ଷ ସଜା କାଟିଲେ। ଶେଷରେ ବନ୍ଦୀ ଜୀବନରୁ ମୁକ୍ତି ମଳିଲା। ଘର ଲୋକ ତାଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ। ହେଲେ କିଏ ଜାଣିଥିଲା ଘରକୁ ଯିବା ପୂର୍ବରୁ ତାଙ୍କ ବାଟ ଜଗିଥିଲା ଯମ ।

Truck Accident
କେନାଲକୁ ଖସିଲା ଟ୍ରକ୍‌, ଚାଲିଗଲା ୭ ଜୀବନ

ଟ୍ରକ୍‌ ଡ୍ରାଇଭର ରାସ୍ତାରେ ଥିବା ଏକ ଖାଲରୁ ବର୍ତ୍ତିବାକୁ ଚେଷ୍ଟା କରୁଥିବାବେଳେ ନିୟନ୍ତ୍ରଣ ହରାଇ ଗାଡ଼ିଟି କେନାଲ ଭିତରେ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।