/odishatv-khabar/media/media_files/2026/01/12/mechanical-fault-hits-anwesha-2026-01-12-12-21-53.jpg)
Mechanical Fault Hits ‘Anwesha’ Photograph: (OTV)
'ଅନ୍ବେଷା'ରେ ଯାନ୍ତ୍ରିକ ତ୍ରୁଟି। ଦିଗହରା ହେଲା DRDO ଦ୍ବାରା ବିକଶିତ ଉପଗ୍ରହ 'ଅନ୍ବେଷା' । ଦିଗହରା ହୋଇ କକ୍ଷପଥରେ ଅବସ୍ଥାପିତ ହୋଇ ପାରିଲାନି 'ଅନ୍ବେଷା' । ଶେଷ ପର୍ଯ୍ୟାୟରେ 'ଅନ୍ବେଷା'ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଯାନ୍ତ୍ରିକ ତ୍ରୁଟି ନେଇ ସୂଚନା ଦେଲା ଇସ୍ରୋ । ଯାନ୍ତ୍ରିକ ତ୍ରୁଟିର ବିଶ୍ଳେଷଣ ଚାଲିଥିବା କହିଲା ଇସ୍ରୋ । ରକେଟର ତୃତୀୟ ପର୍ଯ୍ୟାୟରେ ଉପୁଜିଲା ସମସ୍ୟା। PSLV-C62 ଉତକ୍ଷେପଣରେ ତ୍ୟୁଟି ପରିଲକ୍ଷିତ ହୋଇଛି।
Advertisment
ଆଜି ସକାଳ ୧୦ଟା ୧୮ ମିନିଟରେ ଆନ୍ଧ୍ର ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶକେନ୍ଦ୍ରରୁ ଉତକ୍ଷେପଣ ହୋଇଥିଲା 'ଅନ୍ବେଷା' ଉପଗ୍ରହ। ଏହା ପ୍ରଥମ ଉପଗ୍ରହ ଉତକ୍ଷେପଣ ଥିଲା। ବର୍ଷ ଆରମ୍ଭରୁ ଇସ୍ରୋକୁ ବଡ ଝଟକା ଲାଗିଛି। DRDOର EOS-N1 (ଅନ୍ୱେଷା) ୧୬ଟି ଉପଗ୍ରହ ବହନ କରି, ଏହି ମିଶନ 505 କିଲୋମିଟର ସୂର୍ଯ୍ୟ-ସମକାଳୀନ କକ୍ଷପଥ ପାଇଁ ଲକ୍ଷ୍ୟ ରଖିଥିଲା।
Advertisment



Related Articles
Illegal Trafficking of Dadana: ଦୟନୀୟ ଚିତ୍ର, ଟ୍ରେନ୍ ନୁହଁ, ଗଡୁଛି ଦାଦନ ଏକ୍ସପ୍ରେସ୍!
POSTED

Isro PSLV-C62 EOS-N1: ଇତିହାସ ରଚିଲା ଇସ୍ରୋ; ବର୍ଷ ଆରମ୍ଭରୁ ବଡ଼ ମିଶନ, ମହାକାଶ ଗଲା ‘ଅନ୍ବେଷା’
POSTED

Rourkela Aircraft Incident: ବିମାନ ଦୁର୍ଘଟଣାସ୍ଥଳରେ ମନ୍ତ୍ରୀ, ଏଭଳି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ତଦନ୍ତ ଚାଲିଛି
POSTED

Cold Wave: ପୁଣି ଫେରିବ ଶୀତ, ହାଡ଼ଭଙ୍ଗା ଜାଡ଼ରେ ଜନଜୀବନ କଲବଲ ହେବ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)