Advertisment

Minor Girl Abducted: ଚାଞ୍ଚଲ୍ୟ: ବୟସ୍କ ବ୍ୟକ୍ତିଙ୍କ ସହ ବିବାହ ପାଇଁ ନାବାଳିକାକୁ ଅପହରଣ !

ଭଦ୍ରକରେ ଚାଞ୍ଚଲ୍ୟକର ଘଟଣା। ବୟସ୍କ ବ୍ୟକ୍ତିଙ୍କ ସହ ବିବାହ ପାଇଁ ନାବାଳିକାକୁ ଅପହରଣ କରି ବାହାର ରାଜ୍ୟକୁ ନେଇଯାଇଥିଲେ। ବିବାହ ପାଇଁ ବାଧ୍ୟ କରି ଦିଆଯାଉଥିଲା ନିର୍ଯାତନା।

author-image
Chinmayee Sahoo
Minor Kidnapped

Minor Kidnapped Photograph: (OTV)

ବାହାର ରାଜ୍ୟର ଜଣେ ବୟସ୍କ ବ୍ୟକ୍ତିଙ୍କ ସହିତ ବିବାହ କରିବାକୁ ନାବାଳିକାଙ୍କୁ ଅପହରଣ ଅଭିଯୋଗ। ହାତଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିବା ପରେ ବି ବିବାହ ପାଇଁ ନାବାଳିକା ରାଜି ନହେବାରୁ ରାସ୍ତା ଉପରେ ଛାଡ଼ି ଚାଲିଗଲେ ଅଭିଯୁକ୍ତ। ଏଭଳି ସଂଗୀନ ଅଭିଯୋଗ ଆସିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରୁ । 

Advertisment

ଅଭିଯୋଗ ଅନୁସାରେ, ନାବାଳିକାକୁ ଜଣେ ମହିଳା ଘରକୁ ଡାକି ସେଠାରୁ ଅପହରଣ କରି ଟ୍ରେନ୍ ଯୋଗେ ଅନ୍ୟ ରାଜ୍ୟକୁ ନେଇଯାଇଥିଲେ । ଜଣେ ବୟସ୍ତ ବ୍ୟକ୍ତିଙ୍କୁ ବିବାହ କରିବାକୁ ସଂପୃକ୍ତ ନାବାଳିକାରଙ୍କୁ ବାଧ୍ୟ କରାଯାଇଥିଲା । ମାତ୍ର ସେ ରାଜି ନହେବାରୁ ନିର୍ଯ୍ୟାତନା ଦେଇଥିଲେ ଅଭିଯୁକ୍ତ। ପୋଲିସର ତନାଘନା ପରେ ନାବାଳିକାଙ୍କୁ ଆଣି ରାସ୍ତାରେ ଛାଡ଼ି ପଳାଇଥିଲେ । ପୋଲିସ ନାବାଳିକାଙ୍କ ବୟାନ ରୋକର୍ଡ କରି ଘଟଣାର ତଦନ୍ତ କରୁଛି ।

•    ଭଦ୍ରକରେ ଚାଞ୍ଚଲ୍ୟକର ଘଟଣା
•    ବୟସ୍କ ବ୍ୟକ୍ତିଙ୍କ ସହ ବିବାହ ପାଇଁ ନାବାଳିକାକୁ ଅପହରଣ !
•    ନାବାଳିକାକୁ ଅପହରଣ କରି ବାହାର ରାଜ୍ୟକୁ ନେଇଯାଇଥିଲେ
•    ବିବାହ ପାଇଁ ବାଧ୍ୟ କରି ଦିଆଯାଉଥିଲା ନିର୍ଯାତନା
•    ପୋଲିସର ଧରପଗଡ଼ ପରେ ନାବାଳିକାକୁ ଆଣି ଛାଡ଼ିଦେଲେ
•    ନାବାଳିକାଙ୍କୁ ଉଦ୍ଧାର କରି ବୟାନ ରେକର୍ଡ କଲା ପୋଲିସ

Advertisment
Bhadrak
Advertisment
Related Articles
Advertisment